International

ଜଙ୍ଗଲ ନିଆଁରେ ଜଳିଲା ଲସ୍ ଆଞ୍ଜେଲସ୍: ବଡ଼ ଅଞ୍ଚଳ ଛାରଖାର, ଦୁର୍ଦ୍ଦିନରେ ହଜାର ହଜାର ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ପଶ୍ଚିମ ଉପକୂଳରେ ଥିବା ପ୍ରମୁଖ ସହର ଲସ୍ ଆଞ୍ଜେଲସରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ଏବେ ବ୍ୟାପକ ହୋଇଛି। ଲଗାଣ ପବନ ଓ ଉଗ୍ର ଶୁଖିଲା ପରିସ୍ଥିତି ଯୋଗୁଁ ଜଙ୍ଗଲ ନିଆଁ...

୧୨ ବର୍ଷ ପରେ ପୁଣି ‘ସ୍ପେସୱାକ୍’ କରିବେ ସୁନିତା ୱିଲିୟମ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ୧୨ ବର୍ଷର ବ୍ୟବଧାନ ପରେ ପୁଣି କରିବେ ‘ସ୍ପେସୱାକ୍’। ୨ଟି ସ୍ପେସ୍ ୱାକ୍ କରି ସେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି...

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଯୋଗ ଦେବେ ‘ଆପଲ’ କମ୍ପାନିର ମାଲିକାଣୀ ଲରେନ ପାୱେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସଂଗମ ନଗରୀ। ପ୍ରୟାଗରାଜ ମହାକୁମ୍ଭରେ ଏଥର ଯୋଗଦେବେ ଆପଲ କମ୍ପାନିର କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ...

ଜଷ୍ଟିନ ଟ୍ରୁଡୋଙ୍କ ପରେ କିଏ ହେବ କାନାଡାର ପ୍ରଧାନମନ୍ତ୍ରୀ? ରେସରେ ୩ ଜଣ ଭାରତୀୟ ବଂଶୋଦ୍ଭବ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚାଲିଛି ଅଙ୍କକଷା, କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? କାନାଡାର ରାଜନୈତିକ ସଙ୍କଟ ଚାଲିଥିବାବେଳେ କିଏ ଧରିବ ଦେଶର ମଙ୍ଗ।    ତେବେ...

ଏଲନ ମସ୍କଙ୍କ ବଡ଼ ଯୋଜନା: ଏଣିକି ‘ଏକ୍ସ’ରେ ମିଳିବ ଟିଭି ଏବଂ ପେମେଣ୍ଟ ଫିଚର!

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏଲନ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଥିବା...

ସନ୍ଦେହ ଘେରରେ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତ୍ୟୁ: ‘ଓପନ୍ ଏଆଇ’ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଟ୍ ଜିପିଟି ବିକାଶ କରିଥିବା ଆମେରିକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ‘ଓପନ୍ ଏଆଇ’ ଏଆଇର ପୂର୍ବତନ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି। ୨୦୨୪ ନଭେମ୍ବର...

ଭୁବନେଶ୍ଵରରେ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଆରମ୍ଭ ହୋଇଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ...

ପ୍ରବାସୀ ଭାରତୀୟ ଦିବସ ସମାରୋହ: ପ୍ରମୁଖ ଆକର୍ଷଣ ସାଜିବ ଓଡ଼ିଶା ଥିମ୍ ପାଭିଲିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’। ସ୍ଥାନୀୟ ଜନତା ମଇଦାନରେ ଏହି ସମ୍ମିଳନୀ ପାଇଁ ସବୁ ପ୍ରସ୍ତୁତି ଶେଷ ହେବାକୁ ବସିଲାଣି। ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ପାଇଁ...

ନେପାଳରେ ତିବ୍ଦତ ସୀମାନ୍ତ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ, ଶତାଧିକ ଲୋକଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନେପାଳରେ ତିବ୍ଦତ ସୀମାନ୍ତ ଅଞ୍ଚଳରେ ମଙ୍ଗଳବାର ସକାଳେ ବଡ଼ଧରଣର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଥିଲା। ଏହି ଭୂମିକମ୍ପରେ ନେପାଳ ଓ ଚୀନର ତିବ୍ଦତରେ ଶତାଧିକ ଲୋକଙ୍କ ମୃତ୍ୟୁ...

ଭାରତରେ ‘ଏଚଏମପିଭି’ ମାମଲା ଚିହ୍ନଟ: ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ଗାଇଡଲାଇନ ଜାରି  

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମପିଭି) ସଂକ୍ରମଣ ଯୋଗୁଁ ଅନେକ ଲୋକଙ୍କଠାରେ ଶ୍ୱାସକ୍ରିୟା ଜନିତ ରୋଗର ମାମଲା ସାମ୍ନାକୁ ଆସୁଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏହି...