ଏଆଇ କମ୍ପାନି ‘ଡିପସିକ୍’ରେ ଅଭିଜ୍ଞଙ୍କ ଅପେକ୍ଷା ଯୁବବର୍ଗଙ୍କୁ ମିଳୁଛି ଅଧିକ ନିଯୁକ୍ତି: ଗୁମର ଖୋଲିଲେ ସିଇଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଏବେ ଅନ୍ତର୍ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି ଚୀନର ‘ଡିପସିକ୍’। ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ଵରେ ଏହା ଲୋକପ୍ରିୟ ହୋଇପାରିଛି। ଏଆଇ...
ଆମେରିକାରୁ ବିଦା ହେଲେ ବେଆଇନ ଭାବେ ରହୁଥିବା ୨୦୫ ଜଣ ପ୍ରବାସୀ ଭାରତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାପରେ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କ ପ୍ରତି ନିୟମ କଠୋର ହୋଇଛି। ସେମାନଙ୍କୁ ବହିଷ୍କାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଆମେରିକାରୁ...
କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗ୍: ମାଗଣାରେ ମ୍ୟାଚ ଦେଖିବେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୫ରୁ ୨୫ ତାରିଖ ଯାଏଁ ଚାଲିବ। ଏଫଆଇଏଚ୍ ପ୍ରୋ...
ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ: ଭାରତୀୟ ସେନା ବିଶ୍ଵରେ ଚତୁର୍ଥ ଶକ୍ତିଶାଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ବିଭିନ୍ନ ଦେଶର ସାମରିକ ଶକ୍ତି ରାଙ୍କିଂକୁ ନେଇ ନୂଆ ତାଲିକା ଜାରି ହୋଇଛି। ଏଥିରେ ଭାରତୀୟ ସେନା ବିଶ୍ଵର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି। ଏହି ତାଲିକାରେ ଆମେରିକା...
ଆମେରିକାରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଓ ଆମେରିକା ସେନାର ହେଲିକପ୍ଟର ପରସ୍ପରକୁ ଧକ୍କା ଦେବାରୁ ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ...
ଭାରତର ବଡ଼ କୂଟନୈତିକ ସଫଳତା: ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା। ଏନେଇ ଆମେରିକା ସୁପ୍ରିମକୋର୍ଟ ମଞ୍ଜୁରି ଦେଇଛନ୍ତି। ତହବ୍ବୁର ରାଣା ଏବେ କାଲିଫର୍ଣ୍ଣିଆର ଏକ ଜେଲରେ ଥିବାବେଳେ ଆଗକୁ...
ପ୍ରଥମ ଦିନରେ ୨୦ଟି ମିଛ କହିଲେ ଡୋନାଲ୍ଡ ଟ୍ରମ୍ପ! ପୂର୍ବରୁ ବି ମିଛ କହି ଗଣିଥିଲେ କୋଟି କୋଟି...
ଓଡ଼ିଶାଲାଇଭ୍ ବ୍ୟୁରୋ
ଶପଥ ନେବା ପରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ। ସମଗ୍ର ବିଶ୍ୱର ନଜର ଏବେ ଟ୍ରମ୍ପଙ୍କ ଉପରେ। ସେ କ’ଣ କହୁଛନ୍ତି, କ’ଣ କରୁଛନ୍ତି ଟିକିନିଖି ଖବର...
“ତୁମେ ଗ୍ଲୋବାଲ ଲିଡର, ଏ ଯୁଦ୍ଧ ବନ୍ଦ କରାଇ ଦିଅ” – ଭାରତକୁ ୟୁକ୍ରେନର ନିବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ଠିକ ପୂର୍ବରୁ ଇସ୍ରାଏଲ-ହମାସ ଯୁଦ୍ଧବିରତି ଘୋଷଣା କରିଛନ୍ତି। ମଧ୍ୟପ୍ରାଚ୍ୟକୁ ଫେରି ଆସିଛି ଶାନ୍ତି। ଏହାପରେ ସମସ୍ତଙ୍କ ନଜର ୟୁରୋପ ମହାଦେଶରେ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ରହିଛି।...
ବିଶ୍ୱର ସବୁଠାରୁ ଥଣ୍ଡା ସହର, ଯେଉଁଠି ମାଇନସ୍ ୫୦ ଡିଗ୍ରୀ ତାପମାତ୍ରାରେ ବି ସ୍କୁଲ ଯାଆନ୍ତି ପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ। ଦିଲ୍ଲୀ-ଏନସିଆର ରାସ୍ତା ଉପରେ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳୁଛି। ଏଠାରେ ତାପାମାତ୍ରା ୩ରୁ ୪ ଡିଗ୍ରୀ ମଧ୍ୟରେ ରହୁଛି। ସେହିପରି ଉତ୍ତର ଭାରତର ପାହାଡ଼ିଆ...
୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ରହିବ ୬.୬ ପ୍ରତିଶତ – ମିଳିତ ଜାତିସଂଘ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଏବେ ବିଶ୍ଵର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥିତି ବଜାୟ ରଖିଛି। ମିଳିତ ଜାତିସଂଘର ୱାର୍ଲ୍ଡ ଇକୋନୋମିକ ସିଚ୍ୟୁସନ୍ ଆଣ୍ଡ ପ୍ରୋସ୍ପେକ୍ଟସ୍ ୨୦୨୫ (ଡବ୍ଲ୍ୟୁଇଏସପି) ରିପୋର୍ଟରେ ଏହା...





















