ବିଦେଶରେ ପିଏଚ୍ଡି ପାଠ ଛାଡ଼ି ଅଶ୍ଳୀଳ ଫିଲ୍ମ ଦୁନିଆରେ ଏହି ୟୁଟ୍ୟୁବର୍, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନ ଯେତିକି ଜଟିଳ, ତା’ଠାରୁ ଆହୁରି ଅଧିକ ଜଟିଳତର ହେଉଛି ଜୀବନର ଗତିପଥ। ଏହା କେତେବେଳେ କେଉଁ ମୋଡ଼ ନେବ ତାହାକୁ କେବେ ବି ଆକଳନ କରିହେବ ନାହିଁ। ଏହିପରି ଏକ...
ନରମୁଛି ଇରାନ: ହିଜାବ ଆଇନ ପ୍ରତ୍ୟାହାର ପରେ ଏବେ ଦେଶରେ ହ୍ୱାଟ୍ସଆପ ଓ ଗୁଗଲ ସର୍ଭିସକୁ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାନ ଏବେ ନିଜର କଠୋର ନିଷ୍ପତ୍ତିରୁ ଧୀରେ ଧୀରେ ଓହରୁଛି। କିଛି ଦିନ ତଳେ ମହିଳାଙ୍କ ପାଇଁ ହିଜାବ ବାଧ୍ୟତାମୂଳକ କରିବା ପାଇଁ ଆଇନ ଆଣିବା ପରେ ଏହାକୁ ପ୍ରତ୍ୟାହାର କରିଥିଲା।...
ଆସନ୍ତାକାଲିଠାରୁ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ: ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ବକ୍ସିଂ ଡେ’ ଟେଷ୍ଟ। ଏଥିପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ମ୍ୟାଚ...
ଆଇଏଫଜେ ରିପୋର୍ଟ: ୨୦୨୪ରେ ୧୦୪ ଜଣ ସାମ୍ବାଦିକଙ୍କୁ ହତ୍ୟା, ଗାଜାରେ ସର୍ବାଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ୱର ସାମ୍ବାଦିକମାନଙ୍କ ପାଇଁ ୨୦୨୪ ଏକ ମାରାତ୍ମକ ବର୍ଷ ସାବ୍ୟସ୍ତ ହୋଇଛି। ଚଳିତବର୍ଷ ବିଭିନ୍ନ ଦେଶରେ ୧୦୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକ କର୍ମ କ୍ଷେତ୍ରରେ ହତ୍ୟା କରାଯାଇଛି। ଇଣ୍ଟରନାସନାଲ ଫେଡେରେସନ୍...
ୟୁକ୍ରେନ ରାଷ୍ଟ୍ରପତିଙ୍କ ଦାବି, ଯୁଦ୍ଧରେ ରୁଷ ପକ୍ଷରୁ ଲଢୁଥିବା ଉତ୍ତର କୋରିଆର ୩ ହଜାର ସୈନିକ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁଦ୍ଧର ବିଭୀଷିକା ମଧ୍ୟରେ ଗତି କରୁଛନ୍ତି ରୁଷ ଏବଂ ୟୁକ୍ରେନ। ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଏପରି ସ୍ଥିତି ଲାଗି ରହିଛି। ଏହି ଯୁଦ୍ଧରେ ଦୁଇ ଦେଶର କ୍ଷୟକ୍ଷତିର ଆକଳନ...
ଆସିଲା ଚାମ୍ପିୟନ୍ସ ଟ୍ରଫି ଖେଳସୂଚୀ: ଫେବ୍ରୁଆରି ୨୩ରେ ଭାରତ-ପାକିସ୍ତାନ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି। ଫେବ୍ରୁଆରି ୧୯ ତାରିଖରେ କରାଚିରେ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଭାରତ ଫେବ୍ରୁଆରି...
ୱାର୍କ ଫ୍ରମ ହୋମ ନୁହେଁ, ଅଫିସରୁ କାମ କରିବାକୁ ପସନ୍ଦ କରନ୍ତି ୯୦ ପ୍ରତିଶତ ଭାରତୀୟ କର୍ମଚାରୀ
ପୁଷ୍ପମିତ୍ର ମହାନ୍ତି
ଭାରତରେ କର୍ମଚାରୀମାନେ ଅଫିସରୁ କାର୍ଯ୍ୟ କରିବାକୁ ଭଲ ପାଆନ୍ତି। ବିଶ୍ୱସ୍ତରୀୟ ରିଅଲ୍ ଇଷ୍ଟେଟ୍ ସେବା ସଂସ୍ଥା ‘ଜେଏଲ୍ଏଲ୍’ର ଏକ ସର୍ଭେ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଭାରତୀୟ କର୍ମଚାରୀ କାର୍ଯ୍ୟାଳୟ ଭିତ୍ତିକ...
୨୦୨୫ ଫେବ୍ରୁଆରିରେ ମହାକାଶରୁ ଫେରିବେନି ସୁନିତା ୱିଲିୟମ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୫ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିଛନ୍ତି ସୁନିତା ୱିଲିୟମ୍ସ। ୮ ଦିନିଆ ମିଶନ ୬ ମାସ ହେବାକୁ ଆସିଲାଣି।
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ (ଆଇଏସଏସ) ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍...
ରେକର୍ଡ ନିଶା: ସମୁଦ୍ର ଭିତରେ ବିତୁଛି ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରେକର୍ଡ ନିଶା ମଣିଷକୁ ଅସାଧରଣ କାମ କରିବାକୁ ଉତ୍ସାହିତ କରେ, ଜଣେ ମଣିଷ ଗଭୀର ସମୁଦ୍ରକୁ ନିଜ ବାସସ୍ଥଳୀରେ ପରିଣତ କରିପାରେ
ମହାସାଗରର ଅତଳ ପାଣି ତଳେ ରୁଡିଗର୍ କୋଚ୍ ଏକ ଅସାଧାରଣ...
ଜର୍ମାନୀର ଖ୍ରୀଷ୍ଟମାସ ମାର୍କେଟରେ ଭିଡ଼ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍: ୨ ଜଣ ମୃତ ଓ ୬୮ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନୀର ମେଗଡେବର୍ଗ ସହରର ଏକ ଖ୍ରୀଷ୍ଟମାସ ମାର୍କେଟରେ ବଡ଼ ଧରଣର ଅଘଟଣ ଘଟିଛି। ଖ୍ରୀଷ୍ଟମାସ କିଣାବିକା ପାଇଁ ଶୁକ୍ରବାର ରାତିରେ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିବାବେଳେ ସେମାନଙ୍କ ଉପରେ ଜଣେ ବ୍ୟକ୍ତି...





















