୨୦୨୫ ଫେବ୍ରୁଆରିରେ ମହାକାଶରୁ ଫେରିବେନି ସୁନିତା ୱିଲିୟମ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୫ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିଛନ୍ତି ସୁନିତା ୱିଲିୟମ୍ସ। ୮ ଦିନିଆ ମିଶନ ୬ ମାସ ହେବାକୁ ଆସିଲାଣି।
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ (ଆଇଏସଏସ) ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍...
ରେକର୍ଡ ନିଶା: ସମୁଦ୍ର ଭିତରେ ବିତୁଛି ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରେକର୍ଡ ନିଶା ମଣିଷକୁ ଅସାଧରଣ କାମ କରିବାକୁ ଉତ୍ସାହିତ କରେ, ଜଣେ ମଣିଷ ଗଭୀର ସମୁଦ୍ରକୁ ନିଜ ବାସସ୍ଥଳୀରେ ପରିଣତ କରିପାରେ
ମହାସାଗରର ଅତଳ ପାଣି ତଳେ ରୁଡିଗର୍ କୋଚ୍ ଏକ ଅସାଧାରଣ...
ଜର୍ମାନୀର ଖ୍ରୀଷ୍ଟମାସ ମାର୍କେଟରେ ଭିଡ଼ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍: ୨ ଜଣ ମୃତ ଓ ୬୮ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନୀର ମେଗଡେବର୍ଗ ସହରର ଏକ ଖ୍ରୀଷ୍ଟମାସ ମାର୍କେଟରେ ବଡ଼ ଧରଣର ଅଘଟଣ ଘଟିଛି। ଖ୍ରୀଷ୍ଟମାସ କିଣାବିକା ପାଇଁ ଶୁକ୍ରବାର ରାତିରେ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିବାବେଳେ ସେମାନଙ୍କ ଉପରେ ଜଣେ ବ୍ୟକ୍ତି...
ୟୁରୋ-ବଲକାନ କପ୍ ୱିଣ୍ଟର ଗେମ୍ସ: ଭାରତରୁ ପ୍ରତିନିଧିତ୍ଵ କରିବେ ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ...
ଚୀନରେ ଅଜିତ ଡୋଭାଲଙ୍କ ଭବ୍ୟ ସ୍ଵାଗତ: ବଢୁଛି କି ଭାରତ ସହ ବନ୍ଧୁତା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଚୀନ ସମ୍ପର୍କରେ ଏବେ ସୁଧାର ଆସୁଛି। ଅତୀତର ଶତ୍ରୁତାକୁ ଭୁଲି ଏବେ ଦୁଇ ଦେଶ ବନ୍ଧୁତା ଆଡ଼କୁ ମୁହାଁଉଛନ୍ତି। ଏସିଆର ଦୁଇ ଶକ୍ତିଶାଳୀ ଦେଶ ଏବେ ଏକାଠି ବସି ଶାନ୍ତିପୂର୍ଣ୍ଣ ଆଲୋଚନା...
ଜର୍ଜିଆର ଏକ ରେସ୍ତୋରାଁରେ ୧୧ ଭାରତୀୟଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତିରେ କାମ ସାରି ଶୋଇଥିଲେ, ସକାଳୁ ମିଳିଲା ମୃତଦେହ।
ଜର୍ଜିଆର ଗୁଡୌରୀ ପର୍ବତାଞ୍ଚଳର ଏକ ରେସ୍ତୋରାଁରେ ୧୨ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ନାଗରିକ...
ବାହାରିନର ଜାତୀୟ ଦିବସ ଉତ୍ସବରେ ଓଡ଼ିଶା ପ୍ରଶଂସିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର ଜାତୀୟ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ବାହାରିନ ଓଡ଼ିଆ ସମାଜର ପ୍ରତିନିଧିତ୍ୱକୁ ଉଚ୍ଚ ପ୍ରଶଂସା କରାଯାଇଛି।
ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶ୍ଵ...
‘ଓପନ୍ ଏଆଇ’ ବିରୋଧରେ ଅଭିଯୋଗ ଆଣିଥିବା ଭାରତୀୟ-ଆମେରିକୀୟ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଟ୍ ଜିପିଟି ବିକାଶ କରିଥିବା ଅଗ୍ରଣୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ‘ଓପନ୍ ଏଆଇ’ ଏବେ ଚର୍ଚ୍ଚାର ଘେରକୁ ଆସିଛି। ଭାରତୀୟ ଆମେରିକୀୟ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ସନ୍ଦେହଜନକ ମୃତ୍ୟୁ କମ୍ପାନି ପାଇଁ...
ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବନ୍ଦ ପାଇଁ ବାଂଲାଦେଶକୁ ଆମେରିକାର ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ କ୍ଷମତାକୁ ଆସିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ୱାଇଟହାଉସ ବିବାରଣୀରୁ ଏମିତି କିଛି ଅନୁଭବ କଲା ପରି ବାର୍ତ୍ତା ଆସିଲାଣି। ବାଂଲାଦେଶରେ ଏବେ ଘଟୁଥିବା ଘଟଣା ପ୍ରସଙ୍ଗରେ ଭାରତ ଯାହା କହି ଆସୁଥିଲା,...
ସ୍କଟଲାଣ୍ଡ ସଂସଦରେ ‘ହିନ୍ଦୀ’ ଭାଷାର ବ୍ୟବହାର ପାଇଁ ଦାବି
ମିନତି ମିଶ୍ର
ଭାରତରେ ସବୁଠାରୁ ଅଧିକ କୁହଯାଉଥିବା ଭାଷା ହେଉଛି ‘ହିନ୍ଦୀ’। ତେବେ ଆମ ଦେଶରେ ହିନ୍ଦୀ ଭାଷା ଉପରେ ଇଂରାଜୀର ପ୍ରଭୁତ୍ୱ ଦିନକୁ ଦିନ ବଢୁଥିବାବେଳେ ବିଦେଶରେ ଏବେ ହିନ୍ଦୀର ପ୍ରଚଳନ ପାଇଁ...





















