International

ବାଂଲାଦେଶରେ ଭାରତ ବିରୋଧୀ ପ୍ରଦର୍ଶନ: ଭାରତୀୟ ସାମଗ୍ରୀ ବର୍ଜନ କରିବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ବଢୁଥିବା ଅତ୍ୟାଚାର ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଭାରତୀୟ ଶାଢ଼ି ଜଳାଇ ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାଂଲାଦେଶ ନାସନାଲ...

ଆଇଆଇଟି ମାଡ୍ରାସର ଛାତ୍ରଙ୍କୁ ଆମେରିକା କମ୍ପାନିର ଆକର୍ଷଣୀୟ ନିଯୁକ୍ତି ଅଫର: ପ୍ୟାକେଜ ଶୁଣିଲେ ହେବେ ଆଶ୍ଚର୍ଯ୍ୟ!

ମିନତି ମିଶ୍ର ଚଳିତବର୍ଷ ଆଇଆଇଟି ମାଡ୍ରାସ ନିଯୁକ୍ତି କ୍ଷେତ୍ରରେ ବଡ଼ ରେକର୍ଡ କରିଛି। ଏଥର ପ୍ଲେସମେଣ୍ଟ ସିଜନରେ ଉକ୍ତ ସଂସ୍ଥାନର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଜଣେ ଛାତ୍ରଙ୍କୁ ଆମେରିକା ସ୍ଥିତ ଗ୍ଲୋବାଲ ଟ୍ରେଡିଂ କମ୍ପାନି...

ଏୟାରହେଲପ୍‌ ସର୍ଭେ: ବିଶ୍ୱର ସବୁଠାରୁ ଖରାପ ଏୟାରଲାଇନ୍ସ ମଧ୍ୟରେ ଇଣ୍ଡିଗୋ!

ପୁଷ୍ପମିତ୍ର ମହାନ୍ତି ଭାରତର ସର୍ବବୃହତ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ନିଜର ଖରାପ ସେବା ପାଇଁ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ନିକଟରେ ୟୁରୋପୀୟ ଏଜେନ୍ସି ଏୟାରହେଲପ୍‌ ପକ୍ଷରୁ ପ୍ରକାଶିତ ଏକ ମାନ୍ୟତାରେ ଇଣ୍ଡିଗୋ ବିଶ୍ୱର...

ଦକ୍ଷିଣ କୋରିଆରେ ରାଜନୈତିକ ଅସ୍ଥିରତା: ଏମର୍ଜେନ୍ସି ଲଗାଇ ପରେ ହଟାଇଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶାନ୍ତ ହୋଇପଡ଼ିଛି ଦକ୍ଷିଣ କୋରିଆରେ ରାଜନୈତିକ ସ୍ଥିତି। ରାଷ୍ଟ୍ରପତି ୟୁନ ସୁକ ୟୋଲ ମଙ୍ଗଳବାର ବିଳମ୍ବିତ ରାତିରେ ଦେଶରେ ଏମର୍ଜେନ୍ସି ବା ମାର୍ଶଲ ଲ’ ଲାଗୁ କରିଥିଲେ। ତେବେ ସଂସଦରେ ଜୋରଦାର ବିରୋଧ...

ଭାରତରେ ଇଭିଏମକୁ ନେଇ ବଢୁଛି ବିରୋଧ: ବାଲାଟ୍ ପେପରକୁ ଫେରିଲେଣି ଏହିସବୁ ଦେଶ

ମିନତି ମିଶ୍ର ଭାରତରେ ନିର୍ବାଚନ ସରିଲେ ଇଭିଏମ ଅର୍ଥାତ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନକୁ ନେଇ ସବୁବେଳେ ଚର୍ଚ୍ଚା ଜୋର ଧରିଥାଏ। କିଛି ଦଳ ନିର୍ବାଚନ ହାରିବା ପରେ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ଦୋଷ ଦେଇଥାନ୍ତି।...

ମାଲୱେର ଆକ୍ରମଣ କ୍ଷେତ୍ରରେ ଶୀର୍ଷରେ ଭାରତ: ସାଇବର ସୁରକ୍ଷା ନେଇ ବଢ଼ିଲା ଚିନ୍ତା

ପୁଷ୍ପମିତ୍ର ମହାନ୍ତି ସାଇବର ଅପରାଧ ଓ ମୋବାଇଲ ମାଲୱେର ଆକ୍ରମଣ କ୍ଷେତ୍ରରେ ଭାରତ ଏବେ ସମଗ୍ର ବିଶ୍ଵରେ ଶୀର୍ଷ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ଭାରତ ଆମେରିକା ଏବଂ କାନାଡାକୁ ପଛରେ ପକାଇଛି। ଜେଡସ୍କେଲର...

ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପଙ୍କ ଚେତାବନୀ – “ଗାଜାରୁ ବନ୍ଧକଙ୍କୁ ନଛାଡ଼ିଲେ ମଧ୍ୟପ୍ରାଚ୍ୟର ସ୍ଥିତି ହେବ ଭୟଙ୍କର”

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରି ୨୧ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ ଧମକ ଦେଇ ଚାଲିଛନ୍ତି। ସେ ରାଷ୍ଟ୍ରପତି...

ପୁଣି ଭୁବନେଶ୍ଵରକୁ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟ: ଆସିଲା ଧମକପୂର୍ଣ୍ଣ ଇମେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଆୟୋଜିତ ହେଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩-ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି। ଏହାରି ମଧ୍ୟରେ ରାଜ୍ୟକୁ ମିଳୁଛି ଖାଲିସ୍ତାନୀ ଆତଙ୍କବାଦୀଙ୍କ ଧମକ।...

ଏହି ସହରରେ ନାହିଁ ଇଣ୍ଟରନେଟ, ୱାଇଫାଇ ଓ ମୋବାଇଲ ଫୋନ: ତଥାପି ଚାଲିଛି ଜୀବନ

ମିନତି ମିଶ୍ର ଆଜିର ଦିନରେ ମୋବାଇଲ, ଇଣ୍ଟରନେଟ ତଥା ୱାଇଫାଇ ବିନା ଜୀବନ ହୁଏତ କଳ୍ପନା କରାଯାଇ ନପାରେ। ହେଲେ ବିଶ୍ୱରେ ଏମିତି ଏକ ସହର ରହିଛି ଯେଉଁଠି ଏସବୁ ମଧ୍ୟରୁ ଗୋଟିଏ ହେଲେ...

ନିଦ ହଜାଇଲା ରୁଷର ରାତି ଅଧିଆ ଆକ୍ରମଣ: ଅନ୍ଧାରରେ ବୁଡ଼ିଗଲା ଅଧା ୟୁକ୍ରେନ

ମିନତି ମିଶ୍ର ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୟୁକ୍ରେନର ନିଦ ହଜି ଯାଇଛି। ଆକ୍ରମଣ ପରେ ଦେଶର ବିଜୁଳି କ୍ଷେତ୍ର ଉପରେ...