ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଗୁଏନା ଓ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିଦେଶୀୟ ବିଦେଶ ଗସ୍ତରେ ଯାଇ ଶେଷରେ ଗୁଏନାରେ ପହଞ୍ଚିଛନ୍ତି। ସେ ଗୁଏନାରେ ଭାରତ-କ୍ୟାରିକମ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଗୁଏନା ଓ ଡୋମିନିକାର ସର୍ବୋଚ୍ଚ...
ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ମାମଲା: କୋଟି କୋଟି ଟଙ୍କାର ଲାଞ୍ଚ କାରବାର ଅଭିଯୋଗ
ପୁଷ୍ପମିତ୍ର ମହାନ୍ତି
ଆଦାନୀ ଗ୍ରୁପକୁ ପୁଣି ଲାଗିଛି ବଡ଼ ଝଟକା। ହିଣ୍ଡେନବର୍ଗ ଅଭିଯୋଗର ନିଆଁ ଲିଭିନଥିବାବେଳେ ଏବେ ଆଉ ଏକ ସମସ୍ୟା ମଧ୍ୟକୁ ଟାଣି ହୋଇଛି ଗ୍ରୁପ୍। ୨୬୫ ନିୟୁତ ଡଲାର ଲାଞ୍ଚ କାରବାର...
ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା: ଆସିଲା ଫଟୋ
ପୁଷ୍ପମିତ୍ର ମହାନ୍ତି
ନାସାର ମହାକାଶଚାରୀ ସୁନୀତା ୱିଲିୟମସ ଏଥର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ର ଏକ ନୂଆ ଫଟୋ ସହ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋରେ ସୁନୀତା, ମହାକାଶ ଗବେଷଣାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା...
ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚୀନକୁ ହରାଇ ତୃତୀୟ ଟାଇଟଲ ଜିତିଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ୨୦୨୪ର ଟାଇଟଲ୍ ଜିତିଛି ଟିମ୍ ଇଣ୍ଡିଆ। ବିହାରର ରାଜଗିରରେ ହୋଇଥିବା ଏହି ପ୍ରତିଯୋଗିତାରେ ବୁଧବାର ଫାଇନାଲରେ ଚୀନକୁ ୧-୦ ଗୋଲ୍ରେ ପରାସ୍ତ କରି ଚାମ୍ପିୟନ...
ମାତ୍ର ୪୦ ମିନିଟରେ ଦିଲ୍ଲୀରୁ ସାନ ଫ୍ରାନସିସ୍କୋ: ଏମିତି ଯାତ୍ରାକୁ ସଫଳ କରିବ ଏଲନ ମସ୍କଙ୍କ ‘ସ୍ପେସଏକ୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମହାକାଶ କମ୍ପାନି ‘ସ୍ପେସଏକ୍ସ’ ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ବିଶ୍ୱର ଯେ କୌଣସି ବଡ଼ ସହରକୁ ଆପଣ ଯିବାକୁ ଚାହୁଁଥିଲେ...
ରୁଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୧୦୦୦ ଦିନ: ଘନଉଛି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ରୁଷ-ୟୁକ୍ରେନ ଯୁଦ୍ଧକୁ ଏବେ ୧୦୦୦ ଦିନ ପୂରିଛି। ଏହି ଯୁଦ୍ଧ ଏବେ ତୃତୀୟ ବିଶ୍ୱଯୁଦ୍ଧର ଘନଘଟାକୁ ଆହୁରି ବଢ଼ାଇ ଦେଇଛି। ରୁଷ ଉପରେ ବାଲିଷ୍ଟିକ ମିସାଇଲ ବ୍ୟବହାର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ...
ବ୍ରାଜିଲରେ ଜି-୨୦ ଶିଖର ସମ୍ମିଳନୀ: କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ପାଇଁ ଏକାଠି ହେଲେ ବିଶ୍ୱନେତା
ମିନତି ମିଶ୍ର
ବ୍ରାଜିଲର ରିଓ ଡି ଜନେରିଓଠାରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ। ସାମାଜିକ ଅନ୍ତର୍ଭୁକ୍ତୀକରଣ, କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା। ଏ ପ୍ରସଙ୍ଗରେ ଆଲୋଚନା କରାଯିବା ସହ...
ନେଦରଲାଣ୍ଡରେ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେଦରଲାଣ୍ଡରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ରବିବାର ହୁଫଡ୍ରଫ୍ ସହରରେ ନେଦରଲାଣ୍ଡ ଓଡ଼ିଆ ସୋସିଓ କଲ୍ଚରାଲ୍ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନେଦରଲାଣ୍ଡ ସ୍ଥିତ ଭାରତୀୟ...
ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ‘ମିଶନ ଶକ୍ତି’ ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ।
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ...
ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ବାଲେଶ୍ଵର ମାଟିର ପୁଅ ଡକ୍ଟର ପଙ୍କଜ କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବିଶ୍ଵସ୍ତରୀୟ ରେକର୍ଡରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ମାଟିର ପୁଅ ଡକ୍ଟର ପଙ୍କଜ କୁମାର ଜେନା। ସେ ବାହାର କରିଥିବା ନୂତନ ନୈତିକତା ଶିକ୍ଷା ପଦ୍ଧତି ଲଣ୍ଡନ...





















