ପ୍ୟାରିସ ପାରା ଅଲିମ୍ପିକ୍ସ: ୧୦ ମିଟର ଏୟାର ରାଇଫଲରେ ଅଭନି ଲେଖରାଙ୍କୁ ସ୍ଵର୍ଣ୍ଣ ଏବଂ ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଭାରତୀୟ ସୁଟର ଅଭନି ଲେଖରା କମାଲ କରିଛନ୍ତି। ସେ ମହିଳା ୧୦ ମିଟର ଏୟାର ରାଇଫଲ (ଏସଏଚ-୧) ସୁଟିଂ...
ଗୃହ ଯୁଦ୍ଧ ଯୋଗୁଁ ସୁଦାନରେ ଭୟଙ୍କର ଦୁର୍ଭିକ୍ଷ: ଅନାହାରରେ ବିତୁଛି ଜୀବନ
ଅଭିଷେକ ରାୟ
ସୁଦାନରେ ଗୃହ ଯୁଦ୍ଧ ଯୋଗୁଁ ଦେଖାଦେଇଥିବା ଉତ୍କଟ ଖାଦ୍ୟ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସହାୟତା ଲୋଡ଼ିଛି ଡବ୍ଲ୍ୟୁଏଫପି।
ଏକ ବର୍ଷରୁ ଅଧିକ ସମୟ...
ଜୟ ଶାହ: ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିସିସିଆଇର ସମ୍ପାଦକ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଆଇସିସି ପରିଚାଳନା କମିଟି ବୈଠକରେ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ସେ ଡିସେମ୍ବର...
୨୦୨୪ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ: ୧୫ ଜଣିଆ ଭାରତୀୟ ଦଳ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହରମନପ୍ରିତ କୌର ଦଳର ଅଧିନାୟକ ଦାୟିତ୍ଵ ତୁଲାଇବେ। ସେହିପରି ସ୍ମୃତି...
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ସମର୍ଥନ କଲେ ବାରାକ ଓବାମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିରେ ଡେମୋକ୍ରାଟିକ୍ ପାର୍ଟିରୁ କମଳା ହ୍ୟାରିସ ଓ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ ମୁହାଁମୁହିଁ ହେବାକୁ ଯାଉଛନ୍ତି। ନିର୍ବାଚନ ପୂର୍ବରୁ କମଳା ହ୍ୟାରିସଙ୍କୁ...
ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିଲା ଯାତ୍ରୀବାହୀ ବସ୍: ଜୀବନ ହରାଇଲେ ୧୪ ଜଣ ଭାରତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳର ତାନହୁଁ ଜିଲ୍ଲା ନିକଟରେ ମାର୍ସାଙ୍ଗଡ଼ି ନଦୀକୁ ଗୋଟିଏ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଭାରତୀୟ ବୋଲି ତନହୁଁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସପି...
ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କୁ ଭେଟିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୟୁକ୍ରେନ ଗସ୍ତ କରିଛନ୍ତି। ସେ କିଭରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି। ଏଠାରେ ଉଭୟ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷୀକ ଆଲୋଚନା ହେବ। ୨୦୨୨ରେ...
ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ଯାଇଛନ୍ତି। ଗୁରୁବାର ସେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ଵିପାକ୍ଷୀକ ଆଲୋଚନା କରିଛନ୍ତି। ଏହାପରେ ସେ ପୋଲାଣ୍ଡର...
ୟୁଏଇରେ ସେପ୍ଟେମ୍ବର ୨୯ରୁ ସର୍ବବୃହତ୍ ପ୍ରବାସୀ ଓଡ଼ିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା କପ୍-୨୦୨୪’
ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ୍ ପ୍ରବାସୀ ଓଡ଼ିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ଓଡ଼ିଶା କପ୍-୨୦୨୪’। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଏକାଦଶ ତମ ସଂସ୍କରଣ ଆୟୋଜିତ ହେବ। ଏନେଇ ଓଡ଼ିଶା...
ଶେଖ୍ ହସିନା: ଛାତ୍ର ରାଜନୀତିରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଗମ୍ ଶେଖ ହସିନା – ସାରା ବିଶ୍ୱରେ ଏବେ ଏଇ ଗୋଟିଏ ନାଁକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ରାତାରାତି ହସିନାଙ୍କ ହାତରୁ ଚାଲିଯାଇଛି ବାଂଲାଦେଶର ପ୍ରଧାନମନ୍ତ୍ରୀ ଗାଦି। ନିଜ ପଦରୁ...





















