ଭାରତୀୟ ହକି ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ଓଡ଼ିଶା ସରକାର। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଦଳର ଖେଳାଳିମାନଙ୍କୁ ସମ୍ମାନିତ...
ଭୁବନେଶ୍ୱରରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ବୁଧବାର ଭୁବନେଶ୍ୱର ବିମାନବନ୍ଦରରେ ଦଳର ଖେଳାଳିମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଅପରାହ୍ଣରେ ରାଜ୍ୟ ସରକାରଙ୍କ...
ଆସନ୍ତାକାଲି ଓଡ଼ିଶା ଆସିବେ ଭାରତୀୟ ପୁରୁଷ ହକି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ବୁଧବାର ଓଡ଼ିଶା ଆସିବେ। ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସୂଚନା ଦେଇଛନ୍ତି...
ବାହାରିନ ଅନ୍ତର୍ଜାତୀୟ ଯୁବ ମହୋତ୍ସବରେ ଚମକିଲା ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର କିଙ୍ଗ ହାମାଦ ବିଶ୍ୱ ପ୍ରଦର୍ଶନୀ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୁବ ମହୋତ୍ସବ ଆୟୋଜିତ ହୋଇଛି। ଏଠାରେ ଭାରତୀୟ ଦୂତାବାସ ବାହାରିନ ଓଡ଼ିଆ ସମାଜ ସହଯୋଗରେ ଓଡ଼ିଶାର କଳା, ସଂସ୍କୃତି, ଉତ୍ପାଦ ଏବଂ...
ଡରାଉଛି ମଙ୍କିପକ୍ସ ଭାଇରସ: ସତର୍କ କରାଇଲା ଡବ୍ଲୁଏଚଓ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ବର୍ଷ ତଳେ କୋଭିଡ-୧୯ରୁ ଆଶ୍ଵସ୍ତି ମିଳିଥିବାବେଳେ ଏବେ ସାରା ବିଶ୍ଵକୁ ଡରାଇଲାଣି ମଙ୍କିପକ୍ସ ଭାଇରସ। ମଙ୍କିପକ୍ସକୁ ନେଇ ବିଭିନ୍ନ ଦେଶର ଚିନ୍ତା ବଢ଼ିବାରେ ଲାଗିଛି। ଆଫ୍ରିକା ବାହାରେ ସ୍ଵିଡେନ ଓ...
ଅଲିମ୍ପିକ୍ସ ହକିରେ ଭାରତୀୟ ଦଳକୁ କ୍ରମାଗତ ଦ୍ୱିତୀୟ ପଦକ
ଆଶିଷ କୁମାର ରାୟ
ଅଲିମ୍ପିକ୍ସରେ ପଦକ ଜିତିବା ଯେ କେତେ ଗର୍ବର ବିଷୟ ଆମ ହକି ଦଳର ସଦସ୍ୟମାନଙ୍କୁ ପଚାରିଲେ ସେମାନେ କହିପାରିବେ। ୨୦୨୧ର ଟୋକିଓ ଏବଂ ୨୦୨୪ର ପ୍ୟାରିସ – ଏହି ଦୁଇଟି...
ଅମନ ସେହରାୱତ: ଭାରତର ସର୍ବକନିଷ୍ଠ ଅଲିମ୍ପିକ୍ସ ପଦକ ବିଜେତା
ଆଶିଷ କୁମାର ରାୟ
ବୟସ ମାତ୍ର ୨୧ ବର୍ଷ ୨୪ ଦିନ। ଏତେ ଛୋଟ ବୟସରେ ସେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ। କୁସ୍ତି ପ୍ରତିଯୋଗିତାର ୫୭ କିଲୋଗ୍ରାମ ବର୍ଗରେ...
ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ୧୮ ମାସ ପାଇଁ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ କ୍ରୀଡ଼ାରୁ ୧୮ ମାସ ପାଇଁ ନିଲମ୍ବନ କରାଯାଇଛି। ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲୁଏଫ୍) ବ୍ୟାନ୍ କରିଛି।...
ପ୍ୟାରିସ ଅଲିମ୍ପିକ୍ସ: ଭାରତର ଗୋଲଡେନ୍ ବୟଙ୍କୁ ମିଳିଲା ସିଲ୍ଭର ମେଡାଲ୍
ଆଶିଷ କୁମାର ରାୟ
ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ମିଳିଛି ସିଲ୍ଭର ମେଡାଲ୍। ୨୦୨୧ରେ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ କ୍ରୀଡ଼ା ଜଗତରେ ସୃଷ୍ଟି...
ଭାରତୀୟଙ୍କ ହୃଦୟ ଭାଙ୍ଗିଲା ପ୍ୟାରିସ ଅଲିମ୍ପିକ୍ସ
ସତୀଶ ଶର୍ମା
ପ୍ୟାରିସ ଅଲିମ୍ପିକ୍ସ ଉଦଯାପିତ ହୋଇଛି। ୧୭ ଦିନ ଧରି ଚାଲିଥିବା ଏହି ବିଶ୍ଵ କ୍ରୀଡ଼ା ମହାସମରରେ ଭାରତର ୧୧୭ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ...




















