International

ତାଲିବାନିଙ୍କୁ ଆଫଗାନର ପ୍ରଥମ ମହିଳା ମେୟର ଜରୀଫା ଗଫାରୀଙ୍କ ଖୋଲା ଚ୍ୟାଲେଞ୍ଜ

ଓଡ଼ିଶାଲାଇଭ୍ ବ୍ୟୁରୋ “ମୁଁ ଅପେକ୍ଷା କରିଛି କେତେବେଳେ ତାଲିବାନମାନେ ଆସିବେ ମତେ ଏବଂ ମୋରି ଭଳି ଅନ୍ୟ ଲୋକମାନଙ୍କୁ ମାରିବେ”, ଏଭଳି କହି ତାଲିବାନିଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଆଫଗାନିସ୍ତାନର ୨୭ ବର୍ଷୀୟା ପ୍ରଥମ...

ଅଶାନ୍ତ ଆଫଗାନିସ୍ତାନ : କେମିତି ଏତେ ପ୍ରଭାବଶାଳୀ ହେଲା ତାଲିବାନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାଲିବାନ କବ୍‌ଜାରେ ଆଫଗାନିସ୍ତାନ ୨୦ ବର୍ଷ ପରେ ଆଫଗାନରେ ତାଲିବାନ ରାଜ ଭୟ ଓ ଆତଙ୍କରେ ଆଫଗାନବାସୀ ଦେଶ ଛାଡ଼ିବାକୁ ବିମାନ ବନ୍ଦରରେ ଭିଡ଼ (ଶୁଭଶ୍ରୀ ନାୟକ): ଆଫଗାନିସ୍ତାନକୁ ତାଲିବାନିମାନେ...

ଆଫଗାନିସ୍ତାନରୁ ଆସିଲା ଅଭାବନୀୟ ଦୃଶ୍ୟ – ଉଡ଼ନ୍ତା ବିମାନରୁ ଖସି ପଡ଼ିଲେ ୩ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଫଗାନିସ୍ତାନରୁ ଆସିଲା ଛାତିଥରା ଦୃଶ୍ୟ। କାବୁଲର ବିମାନବନ୍ଦରରୁ ଏକ ବିମାନ ଉଡ଼ାଣ ଆରମ୍ଭ କଲା ବେଳେ ବିମାନରୁ ଖସି ପଡ଼ିଲେ ୩ ଯାତ୍ରୀ। ଉଡ଼ନ୍ତା ବିମାନରୁ ୩ ଜଣ ଯାତ୍ରୀ ଖସି...

ଆଫଗାନିସ୍ତାନରେ ସରିଲା ଯୁଦ୍ଧ – ହ୍ଵାଇଟ୍ ହାଉସ୍ ଆଗରେ ଆଫଗାନୀ ନାଗରିକଙ୍କ ବିକ୍ଷୋଭ  

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ଛାଡ଼ି ପଳାଇଲେ କଲେ ଆଫଗାନ ରାଷ୍ଟ୍ରପତି କାବୁଲ ବିମାନ ବନ୍ଦରରେ ବିକଳ ଚିତ୍ର ଆଫଗାନ ସ୍ଥିତି ପାଇଁ ଆମେରିକା ଦାୟୀ - ଆଫାଗାନୀ ନାଗରିକ ଆଫଗାନିସ୍ତାନରେ ଲାଗି ରହିଥିବା ଯୁଦ୍ଧ...

ତାଲିବାନ୍ କବ୍‌ଜାକୁ ଯାଉଛି ପୂରା ଆଫଗାନିସ୍ତାନ – ଖୁବଶୀଘ୍ର ହୋଇପାରେ ବିଦ୍ରୋହୀ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ତାଲିବାନ ବିଦ୍ରୋହୀମାନେ ଦେଶର ପ୍ରାୟ ସମସ୍ତ ସ୍ଥାନକୁ କବ୍‌ଜା କରିସାରିଥିବା ବେଳେ ଏବେ ରାଜଧାନୀ କାବୁଲକୁ କବ୍‌ଜା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରବିବାର...

ଟୋକିଓ ଅଲିମ୍ପିକ୍ସ – ରେସଲିଂ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ୍ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ମିଳିଛି ଆଉ ଏକ ପଦକ। ଶନିବାର ରେସଲିଂ ୬୫ କେଜି ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। କାଜାକସ୍ତାନର ଖେଳାଳିଙ୍କୁ ୮-୦ରେ...

ବାହାରିନରେ ପାଳନ ହେଲା ଆନ୍ତର୍ଜାତିକ ଯୋଗ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନରେ ଥିବା ଭାରତୀୟ ଦୂତାବାସ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ ଓ ବାହାରିନ ଓଡ଼ିଆ ସମାଜର ମିଳିତ ଆନୁକୂଲ୍ୟରେ ସୋମବାର ଦିନ ବାହାରିନରେ ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ...

ଆୟରଲ୍ୟାଣ୍ଡ ଓଡ଼ିଆ ଆସୋସିଏସନ ପାଳିଲା ରଜ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟରଲ୍ୟାଣ୍ଡ ଓଡ଼ିଆ ଆସୋସିଏସନ ପକ୍ଷରୁ ଓଡ଼ିଶାର ଗଣପର୍ବ ରଜ ପାଳନ ହୋଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବକୁ ଭର୍ଚୁଆଲ୍ ଜରିଆରେ ପାଳନ କରାଯାଇଥିଲା। ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି...

ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ପଶ୍ଚିମ ଓଡ଼ିଶା କମ୍ୟୁନିଟି ଅଫ୍ ୟୁଏଇର ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶା କମ୍ୟୁନିଟି ଅଫ୍ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ବିଶିଷ୍ଟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ...

ବଙ୍ଗୋପସାଗରରେ ୧୯୭୦ର ‘ଦି ଗ୍ରେଟ୍ ଭୋଳା’ ଥିଲା ସବୁଠୁ ଭୟଙ୍କର ବାତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗର ଘୁର୍ଣ୍ଣିବାତ୍ୟା ପାଇଁ ସବୁବେଳେ ଏକ ପ୍ରକୃଷ୍ଟ ସ୍ଥାନ ହୋଇଆସିଛି। ବିଭିନ୍ନ ସମୟରେ ପ୍ରଚଣ୍ଡ ବାତ୍ୟାମାନ ଆସି ଧନ ସମ୍ପତ୍ତି ନଷ୍ଟ କରିବା ସହ ଅନେକଙ୍କ ଜୀବନ ନେଇଛି। ତେବେ ୧୯୭୦ ମସିହା...