ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ଏନଏସଏସ୍ ଦିବସ ଅବସରରେ ରକ୍ତଦାନ ଶିବିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ନାସନାଲ ସର୍ଭିସ ସ୍କିମ ବା ଏନଏସଏସ୍ ଦିବସ ପାଳିତ ହୋଇଛି। ମଙ୍ଗଳବାର ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ରେଡ୍ କ୍ରସ୍ ସୋସାଇଟିର ସହଯୋଗରେ ଏକ ରକ୍ତଦାନ...
ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: କ’ଣ ଦେଖିଲେ ୧୬ଟି ଦେଶର କୂଟନୀତିଜ୍ଞ ଦଳ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀରରେ ଏବେ ଜାରି ରହିଛି ବିଧାନସଭା ନିର୍ବାଚନ। ଏଥିରେ ପ୍ରଥମ ପର୍ଯ୍ୟାୟ ପରେ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସରିଛି। ଏହି ଅବସରରେ ଅନେକ ବିଦେଶୀ କୂଟନୀତିଜ୍ଞ ଜମ୍ମୁ...
ଶ୍ରୀଲଙ୍କାରେ କ୍ଷମତା ପରିବର୍ତ୍ତନ: ଭାରତ ପ୍ରତି କେମିତି ରହିବ ନୂଆ ସରକାରଙ୍କ ଆଭିମୁଖ୍ୟ?
ମିନତି ମିଶ୍ର
ନିଜର ପଡ଼ୋଶୀ ଦେଶଗୁଡ଼ିକୁ ନେଇ ଦିନକୁ ଦିନ ବଢୁଛି ଭାରତର ଚିନ୍ତା। ପ୍ରଥମେ ମାଳଦୀପରେ ମହମ୍ମଦ ମୋଇଜ୍ଜୁ କ୍ଷମତାକୁ ଆସିବା ପରେ ରାଜନୈତିକ ସମୀରକଣ ବଦଳିଥିଲା। ତାପରେ ବାଂଲାଦେଶରେ କ୍ଷମତା ବଦଳିବାର...
କେମିତି ରହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ?
ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ସାରି ଭାରତ ଫେରିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ କ୍ଵାଡ ଶିଖର ସମ୍ମିଳନୀ, ଜାତିସଂଘର ସାଧାରଣ ସଭାରେ ଯୋଗ ଦେବା ସହ ବହୁ...
ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ଆଜି ଚାଲିଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୨୬ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ...
ଲେବାନନ: ହିଜବୁଲହା ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ, ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ମିନତି ମିଶ୍ର
ଇସ୍ରାଏଲର ଟାର୍ଗେଟରେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହା। ଏହା ବିରୋଧରେ ବଡ଼ ଯୁଦ୍ଧ ଆରମ୍ଭ କରି ଦେଇଛି ଇସ୍ରାଏଲ। କିଛିଦିନ ତଳେ ଲେବାନନରେ ପେଜର-ୱାକି-ଟକି ବ୍ଲାଷ୍ଟ କରି ଆତଙ୍କ ଖେଳାଇବା ପରେ...
ବିକଶିତ ଓଡ଼ିଶାର ସାରଥି ହେବେ ଦକ୍ଷ ଯୁବ ଶକ୍ତି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା।
ଫ୍ରାନ୍ସର ଲିଓନ୍ଠାରେ ଅନୁଷ୍ଠିତ ହୋଇଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି...
ଚେସ୍ ଅଲିମ୍ପିଆଡରେ ଭାରତକୁ ଅବିଶ୍ୱସନୀୟ ସଫଳତା
ଆଶିଷ କୁମାର ରାୟ
ଭାରତୀୟ କ୍ରୀଡ଼ା ଇତିହାସରେ ସେପ୍ଟେମ୍ବର ୨୨ ତାରିଖ ରବିବାର ଦିନଟି ଥିଲା ଏକ ସ୍ୱର୍ଣ୍ଣିମ ଦିବସ। ଏହି ଦିନ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ସମ୍ପନ୍ନ ହୋଇଥିବା ଚେସ୍ ଅଲିମ୍ପିଆଡରେ ଆମ...
ଓଡ଼ିଶା ହାତରୁ ଖସିଯିବ କି ଜେଏସଡବ୍ଲ୍ୟୁ ଗ୍ରୁପର ମେଗା ଇଭି ଓ ବ୍ୟାଟେରୀ ପ୍ରକଳ୍ପ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରସ୍ତାବିତ ମେଗା ଇଭି ଓ ବ୍ୟାଟେରୀ ପ୍ରକଳ୍ପକୁ ଜେଏସଡବ୍ଲ୍ୟୁ ଗ୍ରୁପ୍ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ୪୦ ହଜାର କୋଟି ଟଙ୍କାର...
ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୩ ଜଣ ଅଧ୍ୟାପକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ଏଲସେଭିଆର ଜର୍ନାଲ ପକ୍ଷରୁ ବର୍ଷ ୨୦୨୪ ପାଇଁ ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି।...





















