ନୂଆଦିଲ୍ଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନନ୍ୟ ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ଓଡ଼ିଶା।
ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ...
ସିପିଆଇଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ)ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କର ପରଲୋକ ହୋଇଛି। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି।...
ଦୁବାଇରେ ନୂଆଁଖାଇ ପାଳିଲେ ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଦୁବାଇରେ ଧୁମ୍ଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ଦୁବାଇ ସ୍ଥିତ 'ଏସଇଇ ଇନଷ୍ଟିଚ୍ୟୁଟ'ରେ ଦଶମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦୁବାଇ ସ୍ଥିତ ଭାରତୀୟ କାଉନସିଲ...
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସେମିଫାଇନାଲରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ସେମିଫାଇନାଲକୁ ଯାଇଛି ଭାରତ। ବୁଧବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚରେ ମାଲେସିଆକୁ ୮-୧ ଗୋଲ୍ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ବର୍ତ୍ତମାନ...
ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ଵର ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ରାଜ୍ୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ...
ଆନ୍ଧ୍ରପ୍ରଦେଶ ବନ୍ୟା: ବିଜୟୱାଡ଼ାର ଦୁଃଖ ବୁଡ଼ାମେରୁ କେନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶରେ ଅଗଷ୍ଟ ୩୧ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ବିଜୟୱାଡ଼ାରେ ରହୁଥିବା ୫୦ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍ ୨.୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
ତେବେ ଦୀର୍ଘ...
ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ସମ୍ଭାବନାକୁ ‘ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪’ରେ ପ୍ରଦର୍ଶନ କରିବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ରୁ ୧୪ ‘ଗ୍ଲୋବାଲ୍ ବାୟୋ ଇଣ୍ଡିଆ-୨୦୨୪’
(ଭୁବନେଶ୍ୱର): ଭାରତର ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ସମୃଦ୍ଧ କରିବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ବଳିଷ୍ଠ ଯୋଗଦାନ...
ଦୁଷ୍କର୍ମ ପୀଡ଼ିତାଙ୍କୁ ୨୧ ଦିନରେ ନ୍ୟାୟ ଦେଇପାରିବ ତ ‘ଅପରାଜିତା’ ଆଇନ?
ମିନତି ମିଶ୍ର
ସାରା ଦେଶକୁ ଲଜ୍ଜିତ କରିଛି କୋଲକାତାରେ ଘଟିଥିବା ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହାକୁ ନେଇ ଦେଶବ୍ୟାପୀ ଉଠିଛି ପ୍ରତିବାଦର ସ୍ଵର। ଏହି ଘଟଣା ପରେ ଦୁଷ୍କର୍ମ...
ମଣିପୁରରେ ପୁଣି ହିଂସା: ୩ ଜିଲ୍ଲାରେ ଲାଗିଲା କର୍ଫ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ୧ ବର୍ଷ ଧରି ହିଂସାର ନିଆଁରେ ଜଳୁଥିବା ମଣିପୁରରେ ସ୍ଥିତି ଏ ଯାଏଁ ସ୍ଵାଭାବିକ ହୋଇନାହିଁ। ରାଜ୍ୟରେ ହିଂସା ଓ ବିରୋଧ ପ୍ରଦର୍ଶନ ବୃଦ୍ଧି ପାଇବା ସହ କୁକୀ ଓ...
‘କ୍ୱାଡ୍’ ଗ୍ରୁପ କ’ଣ: ଜାଣନ୍ତୁ ଏ ବର୍ଷ ଭାରତରେ କାହିଁକି ହେବନି କ୍ୱାଡ୍ ଶିଖର ସମ୍ମିଳନୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ୨୧ ତାରିଖରେ ଆମେରିକାରେ ହେବାକୁ ଯାଉଛି ‘କ୍ୱାଡ୍ ଶିଖର ସମ୍ମିଳନୀ-୨୦୨୪’। ଚଳିତବର୍ଷ ଏହି ସମ୍ମିଳନୀ ନୂଆଦିଲ୍ଲୀ ପରିବର୍ତ୍ତେ ଆମେରିକାରେ ଡେଲାୱାର୍ ସ୍ଥିତ ୱିଲ୍ମିଣ୍ଟନ୍ରେ ଅନୁଷ୍ଠିତ ହେବ। ଏଥିରେ କ୍ଵାଡ୍ ଗ୍ରୁପର...





















