ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୁରୀ ଗସ୍ତ କରିଛନ୍ତି।
ଭକ୍ତି ଏବଂ ସମର୍ପଣର ଏହି ମହାପର୍ବ ସମସ୍ତଙ୍କ ଜୀବନରେ...
ଜୁଲାଇ ୨୨ରୁ ସଂସଦରେ ବଜେଟ୍ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟାଦଶ ଲୋକସଭାର ପ୍ରଥମ ବଜେଟ୍ ଅଧିବେଶନ ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ। ଏହାପରେ ଜୁଲାଇ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏନେଇ...
ବ୍ରିଟେନ ସାଧାରଣ ନିର୍ବାଚନରେ ଲେବର ପାର୍ଟିର ବଡ଼ ବିଜୟ: କ୍ଷମତା ହରାଇବେ ଋଷି ସୁନକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏଥର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ହାତରୁ କ୍ଷମତା ଯାଇଛି। ତାଙ୍କ ନେତୃତ୍ଵାଧୀନ କନଜରଭେଟିଭ ପାର୍ଟି ଏହି ନିର୍ବାଚନରେ ପରାସ୍ତ ହୋଇଛି। ୧୪...
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପରିବେଷଣ ହେବ ଶିଶୁ ଯୌନ ନିର୍ଯାତନାକୁ ନେଇ ବିଶେଷ ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଜି ସନ୍ଧ୍ୟା ୭ଟାରେ ପରିବେଷଣ ହେବାକୁ ଯାଉଛି ଶିଶୁ ଯୌନ ନିର୍ଯାତନା ଉପରେ ବିଶେଷ ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଯୌନ ପିପାସୁ କବଳରେ ପଡ଼ିଥିବା ଗୋଟିଏ...
ଜେଲରୁ ମୁକୁଳିବା ପରେ ପୁଣି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରୁ ମୁକୁଳିବା ପରେ ତୃତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଗୁରୁବାର ଦିନ ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ରାଜଭବନଠାରେ ହେମନ୍ତ ସୋରେନଙ୍କୁ ପଦ...
ସ୍ଵଦେଶ ଫେରିଲା ବିଶ୍ଵ ବିଜୟୀ ଟିମ୍ ଇଣ୍ଡିଆ: ନୂଆଦିଲ୍ଲୀରେ ଜୋରଦାର ସ୍ଵାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାର୍ବାଡୋସରୁ ସ୍ଵଦେଶ ଫେରିଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ସେମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ହଜାର ହଜାର କ୍ରିକେଟପ୍ରେମୀ ଖେଳାଳିମାନଙ୍କୁ ଜୋରଦାର ସ୍ଵାଗତ କରିଥିଲେ।
ନୂଆଦିଲ୍ଲୀରେ ପାହାଞ୍ଚିବା ପରେ...
ଆସନ୍ତାକାଲି ସ୍ଵଦେଶ ଫେରୁଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାର୍ବାଡୋସରୁ ସ୍ଵଦେଶ ଫେରୁଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ। ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନ ବୁଧବାର ଅପରାହ୍ଣରେ ଭାରତୀୟ ଖେଳାଳି ଓ...
କିଏ ସେହି ଭୋଲେ ବାବା? ହାଥରସରେ ଯାହାଙ୍କ ସତସଙ୍ଗରେ ଦଳାଚକଟା ହୋଇ ଚାଲିଗଲା ୧୨୧ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ହାଥରସରେ ସତସଙ୍ଗ ସମାରୋହରେ ହୋଇଥିବା ଦଳାଚକଟା ଘଟଣାରେ ମୃତକଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି। ଏବେ ବି ଅନେକ ଆହତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରଠାରୁ ଉକ୍ତ...
ଛତିଶଗଡ଼: ନାରାୟଣପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୫ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଜମାଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗତ ୨ ଦିନ ଧରି ଚାଲୁଥିବା ଏହି ଏନକାଉଣ୍ଟରରେ ୫ ଜଣ...
ବିରୋଧୀମାନେ ମିଛ କହି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି – ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ମଙ୍ଗଳବାର ନିଜ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ନିଜ ବକ୍ତବ୍ୟରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀମାନେ ଦେଶବାସୀଙ୍କୁ ମିଛ କହି ଭ୍ରମିତ କରୁଛନ୍ତି ବୋଲି ସେ...





















