ଏସିଆ କପ୍ ହକି ଫାଇନାଲ୍ରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନକୁ ହରାଇଲା ଭାରତୀୟ ହକି ଟିମ୍। ୪-୦ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ଭାରତ ଫାଇନାଲ୍ରେ ପ୍ରବେଶ କରିଛି। ଢାକାରେ ଚାଲିଥିବା ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ମୁକାବିଲାରେ ଭାରତ...
ନଭେମ୍ବର ୧୯ରେ ରାହୁଲଙ୍କ ରାଜାଭିଷେକ!
ରାଜନୀତିରେ କେତେବେଳେ କ'ଣ ଘଟିବ ତାହା କହିବା କଷ୍ଟ। ଆଉ ଯଦି କଂଗ୍ରେସର ସଭାପତି ପଦ କଥା ଉଠେ ଅନିଶ୍ଚିତତା ନରହିବ ବୋଲି କେହି କହି ପାରିବେ ନାହିଁ। ସେ ଯାହାହେଉ ସବୁ...
ନଭେମ୍ବରରୁ ଆପଣଙ୍କୁ ଜଲଦି ପହଞ୍ଚେଇବେ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳ ଖୁବ୍ ଶୀଘ୍ର ଲମ୍ବା ଦୂରତା ବିଶିଷ୍ଟ ୫୦୦ ଟ୍ରେନର ଗତିକୁ ବଢ଼ାଇବାକୁ ଯାଉଛି। ନିହାତି କମ୍ରେ ଏହିସବୁ ଟ୍ରେନର ଯାତ୍ରା ସମୟ ଦୁଇ ଘଣ୍ଟା କମିବ। ଖବର ଅନୁଯାୟୀ...
ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ: ନିର୍ବାଚନ କମିଶନଙ୍କୁ ସମାଲୋଚନା କଲେ ଚିଦାମ୍ବରମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ। ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍। ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ନିର୍ବାଚନ କମିଶନଙ୍କୁ ଟାର୍ଗଟେ କରିଛନ୍ତି ଚିଦାମ୍ବରମ୍।...
କେଦାରନାଥଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ: ଜପିଲେ ମହା ମୃତ୍ୟୁଞ୍ଜୟ ମନ୍ତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିର ଗର୍ଭ ଗୃହରେ ପ୍ରାୟ ୨୦ ମିନିଟ୍ ଧରି ମହାଦେବଙ୍କୁ ପୂଜା କରିଥିଲେ ମୋଦି। ଏହି ଅବସରରେ...
ଗରିବଙ୍କ ପାଇଁ ବଡ଼ ଯୋଜନା ଆଣୁଛନ୍ତି ମୋଦି ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସବୁଠାରୁ ଅଧିକ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ବର୍ଗର ଲୋକଙ୍କ ପାଇଁ ଯେଉଁ ଯୋଜନା ଆରମ୍ଭ ହେବ ତା'ର ନାମ...
ଗୋଟିଏ ଭୋଟ କେନ୍ଦ୍ରରେ ୧୪୦୦ରୁ ଅଧିକ ଭୋଟ ନୁହଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ତାହା ହେଉଛି କୌଣସି ଭୋଟ କେନ୍ଦ୍ରରେ ଏଣିକି ୧୪୦୦ରୁ ଅଧିକ ଭୋଟର ଭୋଟ ଦେବେ ନାହିଁ। ଏହାର କାରଣ ଭୋଟିଂ ମେସିନ...
ମୋଦିଙ୍କଠାରୁ ଯୋଗୀ: ଜାଣନ୍ତୁ କିଏ କେତେ ପଢ଼ିଛନ୍ତି ପାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ କ୍ଷମତାରେ ରହିଛି ଭାରତୀୟ ଜନତା ପାର୍ଟି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ୧୮ଟି ରାଜ୍ୟରେ ବିଜେପି ସରକାରରେ ରହିଛି। କେନ୍ଦ୍ରରେ ବହୁ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ...
ଅଯୋଧ୍ୟାରେ ଯୋଗୀଙ୍କ ଦୀପାବଳି: କହିଲେ, “ଦେଶରେ ପ୍ରତିଷ୍ଠା ହେବ ରାମ ରାଜ୍ୟ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ଅଯୋଧ୍ୟାରେ ପାଳନ ହୋଇଛି ନିଆରା ଦୀପାବଳି। ସରଜୁ ନଦୀ କୂଳରେ ୧ ଲକ୍ଷ ୮୭ ହଜାର ୨୧୩ ଦୀପ ପ୍ରଜ୍ବଳିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ବ ରେକର୍ଡ କରିଛନ୍ତି।...
ଗୁଜୁରାଟ ଭୋଟ: ରାହୁଲ ଗାନ୍ଧିଙ୍କ ନୂଆ ଅବତାର
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ। ଗୁଜୁରାଟ ବିଧାନସଭା ଭୋଟରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ କଂଗ୍ରେସ ଯୁବରାଜ ଏହି ରଣନୀତି ଆପଣାଇଥିବା ଚର୍ଚ୍ଚା...