National

୨୦୦୭ରୁ ୨୦୧୮: ମାଓବାଦୀ ନେଲେଣି କେତେ ଯବାନଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀ-ଯବାନଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ। ମାଓବାଦୀଙ୍କୁ ନିପାତ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଯବାନମାନେ ଡେରା ପକାଇଥିବା ବେଳେ ମାଓବାଦୀମାନେ ତାଙ୍କ ପରାକ୍ରମ ଦେଖାଉଛନ୍ତି। ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା ଏବଂ...

ଆଇଆଇଡି ବିସ୍ଫୋରଣ: ସହିଦ ୯ ଜଣଙ୍କ ଭିତରେ ଜଣେ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଓବାଦୀଙ୍କ ଭୟଙ୍କର ବିସ୍ଫୋରଣରେ ୯ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ୯ ଜଣଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ। ଛତିଶଗଡ ସୁକମାରେ ନକ୍ସଲମାନେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ୯...

ସୁକମାରେ ବଡ଼ ଧରଣର ମାଓ ହମଲା: ଆଇଆଇଡି ବିସ୍ଫୋରଣରେ ୯ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ସୁକ୍‌ମା ଜିଲ୍ଲାରେ ଆଇଆଇଡି ବିସ୍ଫୋରଣ ଘଟିବାରୁ ୯ ଯବାନ ସହିଦ ହୋଇଛନ୍ତି। ଛତିଶଗଡ ସୁକ୍‌ମା ଜିଲ୍ଲାରେ ବଡ଼ ଧରଣର ମାଓ ହମଲା ହୋଇଛି। କିସ୍ତାରାମ ଅଞ୍ଚଳରେ...

ବିଜେପି ବିରୋଧୀ ମେଣ୍ଟ ପାଇଁ ୧୭ ଦଳ ଏକାଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ବିରୋଧରେ ଏକ ବଡ଼ ରାଜନୈତିକ ଶକ୍ତି ଗଢି ତୋଳିବା ପାଇଁ ପୁଣି ଏକ ଉଦ୍ୟମ ଆରମ୍ଭ ହୋଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ଉଦ୍ୟମର ମୂଳରେ ଅଛନ୍ତି। ମଙ୍ଗଳବାର ରାତିରେ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ୫୦ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଂଲାଦେଶ ଢାକାରୁ ନେପାଳ ରାଜଧାନୀ କାଠମାଣ୍ଡୁ ଆସୁଥିବା ବିମାନ ତ୍ରିଭୁବନ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆକାଶ ଧୂଆଁମୟ ହୋଇ ଯାଇଥିଲା।...

ମହାନଦୀ ଟ୍ରିବ୍ୟୁନାଲ: ଜାଣନ୍ତୁ କିଏ ଏହି ତିନି ଜଣ ସଦସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସୋମବାର ଟ୍ରିବ୍ୟୁନାଲ ଗଠନ ହୋଇଛି। ଜଷ୍ଟିସ ଖାନବିଲକରଙ୍କୁ ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହାସହ...

ବଲିଉଡ ଗାୟକ ଆଦିତ୍ୟ ନାରାୟଣ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଗାୟକ ଆଦିତ୍ୟ ନାରାୟଣଙ୍କ ପିଛା ଛାଡ଼ୁନି ବିବାଦ। ୨୦୧୭ରେ ଆଦିତ୍ୟ ରାୟପୁର ବିମାନବନ୍ଦରରେ ଅଶାଳୀନ ଭାଷା ବ୍ୟବହାର କରି ଚର୍ଚ୍ଚାରେ ରହିବା ପରେ ଆଜି ଏକ ଅଟୋରିକ୍ସାକୁ ଧକ୍କା ଦେଇ...

ଅଭାବ ଅନାଟନ ଭିତରେ ବି ସମସ୍ତଙ୍କ ହୃଦୟ ଜିତିଲେ ମାନୁଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷତା ପ୍ରଦର୍ଶନ ପାଇଁ କୌଣସି ଅର୍ଥ କେବେ ବାଧକ ସାଜେ ନାହିଁ। ତାହା ପ୍ରମାଣ କରି ଦେଖାଇଛନ୍ତି ଆସାମର କୁନି କଣ୍ଠଶିଳ୍ପୀ ମାନୁଷୀ ଶାହୋରିୟା। ଚଳିତବର୍ଷ ରିଏଲିଟି ସୋ ‘ଦ ଭଏସ୍...

ଗଠନ ହେଲା ମହାନଦୀ ଟ୍ରିବ୍ୟୁନାଲ୍, ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ମହାନଦୀ ଟ୍ରିବ୍ୟୁନାଲ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ବିଚାରପତି ଏ ଏନ୍ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ ହୋଇଛି। ମହାନଦୀ ଟ୍ରିବ୍ୟୁନାଲ...

ଭୋପାଳରେ ପ୍ରାର୍ଥିପତ୍ର ଦାଖଲ କଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୨ରେ ବିହାରରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଏପ୍ରିଲ ୧୨ରେ ଶେଷ ହେଉଛି। ସେ ପୁଣିଥରେ ରାଜ୍ୟସଭା ଯିବା ପାଇଁ ମଧ୍ୟପ୍ରଦେଶରୁ ପ୍ରାର୍ଥୀ ହୋଇଛନ୍ତି। ସୋମବାର ସେ ପ୍ରାର୍ଥିପତ୍ର ଦାଖଲ...