ମସ୍କୋରେ ବିମାନ ଦୁର୍ଘଟଣା: ୭୧ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଋଷିଆର ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ପ୍ରାୟ ୭୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଏସିଆନ୍ ମିଡିଆର ସୂଚନା ଅନୁଯାୟୀ, ଋଷିଆର ଘରୋଇ...
ଆବୁଧାବିରେ ନିର୍ମାଣ ହେବ ହିନ୍ଦୁ ମନ୍ଦିର: ପ୍ରଧାନମନ୍ତ୍ରୀ କଲେ ଶିଳାନ୍ୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଶୈଳୀରେ ଆବୁଧାବିରେ ନିର୍ମାଣ ହେବ ଭବ୍ୟ ହିନ୍ଦୁ ମନ୍ଦିର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଶିଳାନ୍ୟାସ।
ୟୁଏଇ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେମୋଦି...
ଏପ୍ରିଲ ସୁଦ୍ଧା ଆରମ୍ଭ ହେବ ଇଣ୍ଡିଆ ପୋଷ୍ଟ ମନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ମାସଠାରୁ ସମଗ୍ର ଦେଶରେ ଇଣ୍ଡିଆ ପୋଷ୍ଟ ମନି କାର୍ଯ୍ୟକ୍ଷମ ହେବ। ଭାରତୀୟ ଡାକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର(ଆଇ ପି ପି ବି)...
ବରିଷ୍ଠ ନାଗରିକଙ୍କ ପାଇଁ ଆୟକରରେ ବିଶେଷ ରିହାତି
ଓଡ଼ିଶାଲାଇଭ୍ ଟ୍ୟାକ୍ସଗୁରୁ
ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର|
ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ...
ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡରେ ଜମାକରି ପାଆନ୍ତୁ ଆୟକର ରିହାତି
ଓଡ଼ିଶାଲାଇଭ୍ ଟ୍ୟାକ୍ସଗୁରୁ
ଜଣେ ଆୟକରଦାତାଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବ୍ୟବସ୍ଥା ରହିଛି। ତା’ ମଧ୍ୟରୁ ଗୋଟିଏ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡରେ ଜମା। ଏହି ଆକାଉଣ୍ଟରେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ...
କେବେ ରିସେପ୍ସନିଷ୍ଟ୍ କାମ କରୁଥିଲେ: ଏବେ ନେଉଛନ୍ତି ୧୯୩ କୋଟି ଟଙ୍କାର ଦରମା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ସ୍ୱାଧୀନ ମହିଳା ଭାବେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ)ର ନିର୍ଦ୍ଦେଶିକା ନିଯୁକ୍ତ ହୋଇଛନ୍ତି ଭାରତର ଇନ୍ଦ୍ରା ନୁୟୀ।
ପେପ୍ସି କମ୍ପାନିର ଅଧ୍ୟକ୍ଷା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଇନ୍ଦ୍ରା ନୁୟୀ ଆଇସିସି (ଅନ୍ତର୍ଜାତୀୟ...
ହସିକି ଫସିଲେ:ସୋସିଆଲ୍ ମିଡ଼ିଆରେ ଟ୍ରୋଲ୍ ହେଲେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିବା ସମୟରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଖୁବ୍ ଜୋର୍ରେ ହସିଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଛି।
ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ...
ଏସିଆର ସବୁଠୁ ଧନୀ ଗାଁ: ରାତାରାତି କୋଟିପତି ହେଲେ ସମ୍ପୂର୍ଣ୍ଣ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅରୁଣାଚଳ ପ୍ରଦେଶର ତବାଙ୍ଗ ଜିଲ୍ଲାର ବୋମଜା ଗ୍ରାମ। ଆପଣ ହୁଏତ ଏହି ଗାଁ’ର ନାଁ ଜାଣିନଥିବେ। କିନ୍ତୁ ଏବେ ଏହି ଗାଁ କେବଳ ଭାରତରେ ନୁହେଁ, ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛି।
ବୋମଜା,...
ସାବଧାନ୍! ଆପଣ ବି ‘ହନିଟ୍ରାପ୍’ର ଶିକାର ହୋଇପାରନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ୍ ମିଡ଼ିଆରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମହିଳା ଏଜେଣ୍ଟଙ୍କ ସହାୟତାରେ ନିଜ ଜାଲ ବିଛାନ୍ତି। ପ୍ରଥମେ ଟଙ୍କା, ପରେ ବିଦେଶ ବୁଲାଇ ନେବାର ଲୋଭ, ଅଶ୍ଲୀଳ ଭିଡ଼ିଓ ଓ ଫଟୋ ଦେଖାଇ...
ଓଡ଼ିଆ ଆଇପିଏସ୍ ସ୍ଵୟଂ ପ୍ରକାଶ ପାଣି ହେଲେ ଜାମ୍ମୁ କାଶ୍ମୀରର ସର୍ବକନିଷ୍ଠ ଆଇଜି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ ଓ କାଶ୍ମୀର ପୋଲିସ୍ ପ୍ରଶାସନରେ ହୋଇଛି ଅଦଳବଦଳ। ଏଥିରେ ସାମିଲ ହୋଇଛନ୍ତି ଜଣେ ଓଡ଼ିଆ ଆଇପିଏସ୍ ଅଫିସର୍। ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀ ଭାବେ ସେ ଜାମ୍ମୁ ଓ କାଶ୍ମୀରର ଆଇଜି...





















