National

‘ପିଏନବି’ରେ ୩୫୦ଟି ସ୍ପେସାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୨୪ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଜାବ ନାସନାଲ ବ୍ୟାଙ୍କ (ପିଏନବି)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ରହିଛି। ଭାରତରେ ଥିବା 'ପିଏନବି'ର ବିଭିନ୍ନ ଶାଖାରେ ୩୫୦ଟି ଏସଓ ପଦବୀ ପୂରଣ...

ଓଡ଼ିଶାର ‘ଅବଦୁଲ କଲାମ ଦ୍ୱୀପ’: ମିସାଇଲ ପରୀକ୍ଷଣ ପାଇଁ ଭାରତର ‘ଥିଏଟର ଅଫ୍ ଆକ୍ସନ’  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ରହିଛି ଏକ ଛୋଟ ଦ୍ଵୀପ ଯାହାର ନାମ ‘ହ୍ଵିଲର’ ଦ୍ଵୀପ। ଏବେ ଏହାର ପରିବର୍ତ୍ତିତ ନାମ ହେଉଛି ‘ଅବଦୁଲ କଲାମ ଦ୍ୱୀପ’। ଏହା ଭାରତର ଇତିହାସ...

ଆସନ୍ତାକାଲି ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର

ଓଡ଼ିଶାଲାଇଭ୍ ବ୍ୟୁରୋ ୯ ମାସ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ (ଆଇଏସଏସ) ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ମଙ୍ଗଳବାର ବିଳମ୍ବିତ ରାତିରେ ଉଭୟେ ପୃଥିବୀରେ ପହଞ୍ଚିବେ। ସେମାନଙ୍କୁ ଫେରାଇ ଆଣିବା...

ଆସ ଖେଳିବା ହୋଲି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହା ଏମିତି ଏକ ପର୍ବ ଯେଉଁଠି ଟିକିଏ ରଙ୍ଗରେ ଧୋଇ ଯାଏ ବର୍ଷ ବର୍ଷର ରାଗ ଓ ଅଭିମାନ। ଆଜିର ଦିନରେ ଶତ୍ରୁ ମଧ୍ୟ...

ଜାତୀୟ ହକିରେ ଓଡ଼ିଶା ମହିଳା ଦଳର ପରାଜୟ: ଦାୟୀ କିଏ?

ସତୀଶ ଶର୍ମା ଓଡ଼ିଶା ହକି ପୁନଃ ରାଜ୍ୟର ହକି ପ୍ରେମୀମାନଙ୍କୁ ନିରାଶ କରିଛି। ଗତ ମାସ ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ ସେମିଫାଇନଲରେ ବି ପ୍ରବେଶ...

ତାମିଲନାଡୁରେ ତୀବ୍ର ହେଉଛି ଭାଷା ଆନ୍ଦୋଳନ: ବଜେଟରୁ ହଟିଲା ଭାରତର ‘ଟଙ୍କା’ ସଙ୍କେତ

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁରେ ତୀବ୍ର ହେବାରେ ଲାଗିଛି ଭାଷା ଆନ୍ଦୋଳନ। ରାଜ୍ୟରେ ବଢ଼ିବାରେ ଲାଗିଛି ହିନ୍ଦୀ ଭାଷାର ବିରୋଧ। ଏମ କେ ଷ୍ଟାଲିନଙ୍କ ନେତୃତ୍ଵାଧୀନ ଡିଏମକେ ସରକାର ଏହାର ମୂଳରେ ରହିଛି। ଏବେ ତାମିଲନାଡୁ...

ଭାରତରେ ରାଜନୈତିକ କ୍ଷେତ୍ରରେ ପଛରେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ସର୍ବବୃହତ ଗଣତନ୍ତ୍ରରେ ବହୁ ପଛରେ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ। ବିଶ୍ଵର ସର୍ବବୃହତ ଗଣତନ୍ତ୍ର ଭାରତରେ ଆଜି ରାଜନୈତିକ କ୍ଷେତ୍ରରେ ବହୁ ପଛରେ ମହିଳା। ଭାରତର ସଂସଦ ହେଉ କି କ୍ୟାବିନେଟ ଏଥିରେ...

ଆହୁରି ବିଳମ୍ଭିତ ହେବ ସୁନିତାଙ୍କ ମହାକାଶରୁ ଫେରିବା: ‘ନାସା’ର କ୍ରୁ-୧୦ ମିଶନ ପୁଣି ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ଜୁନ୍ ୫ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିଛନ୍ତି ସୁନିତା ୱିଲିୟମ୍ସ। ୯ ଦିନିଆ ମିଶନକୁ  ୯ ମାସ ବିତି ଗଲାଣି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ (ଆଇଏସଏସ) ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ...

ଭାରତରେ ହାଇସ୍ପିଡ ଇଣ୍ଟରନେଟ ପାଇଁ ‘ସ୍ପେସଏକ୍ସ’ ସହ ଜିଓ ଏବଂ ଏୟାରଟେଲର ଚୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ସହିତ ଏୟାରଟେଲ୍ ଏବଂ ଜିଓ ଚୁକ୍ତି ସ୍ଵାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁସାରେ ସାରା...

ପୁଅକୁ ସଜ୍ଜନ ଜିନ୍ଦଲ କହିଲେ “ନିଜେ ରୋଜଗାର କରି ଶିଖ”

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଉଦ୍ୟୋଗ ଜଗତରେ ଏବେ ଜେଏସଡବ୍ଲୁ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବୟାନକୁ ନେଇ ଚର୍ଚ୍ଚା। ଉତ୍ତରିଧିକାରୀ ନ ହୋଇ ଆତ୍ମନିର୍ଭର ହେବାକୁ ପୁଅକୁ ପରାମର୍ଶ ଦେଲେ ସଜ୍ଜନ ଜିନ୍ଦଲ। ପ୍ରତ୍ୟେକ ସଫଳ...