National

ସେଲିବ୍ରିଟି କ୍ରିକେଟ୍ ଲିଗ୍: ବାରବାଟୀରେ ପ୍ରଦର୍ଶନୀ ମ୍ୟାଚ ଖେଳିବ ଓଡ଼ିଆ ସିନେ ତାରକାଙ୍କ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମାଟିକୁ ଫେରିଛି ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍)। ଫେବ୍ରୁଆରି ୧୬ ତାରିଖ ରବିବାର ଦିନ କଟକର ବାରବାଟୀ ଷ୍ଟାଡିୟମରେ ସିସିଏଲର ୨ଟି ମ୍ୟାଚ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ...

ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ଓହରିଲେ ବୁମରାହ ଓ ଜୟସ୍ଵାଲ: ଭାରତର ନୂଆ ଦଳ ଘୋଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଆଘାତ ସମସ୍ୟା ଯୋଗୁଁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ତାଙ୍କ ସହ...

ଆଜି ମାଘ ପୂର୍ଣ୍ଣିମାରେ ମହାକୁମ୍ଭରେ ଅମୃତ ସ୍ନାନ: ବୁଡ଼ ପକାଇଲେଣି ଦେଢ଼ କୋଟିରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଲକ୍ଷାଧିକ ଭକ୍ତ ଓ ସାଧୁ ସନ୍ଥଙ୍କ ଭିଡ଼ ଜମୁଛି। ବୁଧବାର ମାଘ ପୂର୍ଣ୍ଣିମା ଅବସରରେ ମହାକୁମ୍ଭରେ ଅମୃତ ସ୍ନାନ କରିବା ପାଇଁ ଜନ...

ଏମିତି ଏକ ଦେଶ ଯେଉଁଠି ଘର, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସବୁ ମିଳେ ମାଗଣାରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମ ଦେଶରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ପାଇଁ ଜମି କିଣିବା ତଥା ଘର କରିବା ଏକ ପ୍ରକାର ସ୍ୱପ୍ନ। ଘରଟିଏ କରିବାକୁ ହେଲେ ନିଜର ସବୁ ସମ୍ବଳ ଖଟେଇବାକୁ ପଡ଼ିଥାଏ। ଆଉ ଯଦି...

ପ୍ରୟାଗରାଜର ମହାକୁମ୍ଭ ମେଳାରେ ସାହିତ୍ୟ ଏକାଡେମୀର ହିନ୍ଦୀ କବି ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଉତ୍ତରପ୍ରଦେଶ ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସେକ୍ଟର-୭ସ୍ଥିତ କଳାଗ୍ରାମ ମଞ୍ଚରେ ହିନ୍ଦୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ...

ବେଙ୍ଗାଳୁରୁରେ ଚାଲିଛି ଏସିଆର ସର୍ବବୃହତ ଏୟାର ସୋ’ ‘ଏରୋ ଇଣ୍ଡିଆ ୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଚାଲିଛି ଏସିଆର ସର୍ବବୃହତ ଏୟାର ସୋ’ ‘ଏରୋ ଇଣ୍ଡିଆ ୨୦୨୫’। ସୋମବାର ବେଙ୍ଗାଳୁରୁର ୟେଲେହଙ୍କା ଏୟାର ବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ...

ଓଡ଼ିଶାରେ ବଢ଼ିବ ଏନସିସି କ୍ୟାଡେଟଙ୍କ ସଂଖ୍ୟା, ଖୋଲିବ ୩ଟି ନୂଆ ଟ୍ରେନିଂ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବଢ଼ିବାକୁ ଯାଉଛି ଏନସିସି କ୍ୟାଡେଟଙ୍କ ସଂଖ୍ୟା। ରାଜ୍ୟରେ ଆହୁରି ୩ଟି ଟ୍ରେନିଂ ସେଣ୍ଟର ମଧ୍ୟ ଖୋଲିବ। ଏନେଇ ମଙ୍ଗଳବାର ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ମୁଖ୍ୟମନ୍ତ୍ରୀ...

ୟୁଟ୍ୟୁବ୍ ସୋ’ରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ବଢୁଛି ରଣବୀର ଆହ୍ଲାବାଦିଆଙ୍କ ଅଡୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କ ଅଡୁଆ ଏବେ ବଢ଼ିବାରେ ଲାଗିଛି। ହାସ୍ୟ ଅଭିନେତା ସମୟ ରାଇନାଙ୍କ ପରିଚାଳିତ ୟୁଟ୍ୟୁବ୍ ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’‌ରେ ରଣବୀର ଆହ୍ଲାବାଦିଆ ନିଜ...

ରେଳବାଇର ଉତ୍ତରପୂର୍ବ ଜୋନରେ ୧୧୫୪ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଫେବ୍ରୁଆରି ୧୪ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ଉତ୍ତରପୂର୍ବାଞ୍ଚଳ (ଏନଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୧୫୪ଟି ପଦବୀ ପୂରଣ ହେବ। ଏହି ପଦବୀ...

କାହିଁକି ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାରେ ମମତା କୁଲକର୍ଣ୍ଣି। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି ମମତା କୁଲକର୍ଣ୍ଣି ଓରଫ ୟମାଇ ମମତା ନନ୍ଦଗିରି। ଏ ନେଇ ସେ ନିଜେ ଗଣମାଧ୍ୟମ ଆଗରେ ସୂଚନା...