ଆଜି ବାରବାଟୀରେ ଅଭ୍ୟାସ କଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ। ଏଥିପାଇଁ ଶନିବାର ସନ୍ଧ୍ୟାରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ। ଷ୍ଟାଡିୟମରେ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ପ୍ରଶଂସକଙ୍କ ମଧ୍ୟରେ...
ଦିଲ୍ଲୀରେ କାହିଁକି ହାରିଲା ଆପ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍)କୁ ଲାଗିଛି ବଡ଼ ଝଟକା। ସବୁଠାରୁ ବଡ଼ କଥା ହେଲା ହାରିଗଲେ ଆପ୍ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଆପର...
ଦିଲ୍ଲୀରେ ଫୁଟିଲା ପଦ୍ମ: ୨୭ ବର୍ଷ ପରେ କ୍ଷମତାକୁ ଫେରିବ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛି ବିଜେପି। ଆମ ଆଦମୀ ପାର୍ଟିକୁ ହଟାଇ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ଦିଲ୍ଲୀର ୭୦ରୁ ଆସନରୁ...
ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଥର ବି ଖାତା ଖୋଲି ପାରିଲାନି କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ କଂଗ୍ରେସକୁ ପୁଣି ବଡ଼ ଝଟକା। ଗୋଟିଏ ବି ଆସନରେ ଜିତି ପାରିଲା ନାହିଁ କଂଗ୍ରେସ। ଦିଲ୍ଲୀରେ ଏହି ପରାଜୟ କଂଗ୍ରେସ ପାଇଁ ନୂଆ କଥା ନୁହେଁ।
୨୦୧୫...
ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା କିଏ ଏହି ପରବେଶ ବର୍ମା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଝଟକା। ଦିଲ୍ଲୀରେ କ୍ଷମତା ଯିବା ସହ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ...
ଦିଲ୍ଲୀରେ କମିଲା କେଜ୍ରିଓ୍ଵାଲଙ୍କ କ୍ରେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ କମିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କ୍ରେଜ। ଆମଆଦମୀ ପାର୍ଟି ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ଲଢ଼େଇରେ ପଛରେ ପକାଇଲେ ବିଜେପି ପ୍ରାର୍ଥୀ ପରବେଶ ବର୍ମା।
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ନୂଆଦିଲ୍ଲୀ...
ଦିଲ୍ଲୀରେ ଫିକା ପଡ଼ିଲା ଆମ ଆଦମୀ ପାର୍ଟିର ରଣନୀତି: ବଡ଼ ବିଜୟ ଅଭିମୁଖେ ବିଜେପି!
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେପି ଆମ ଆଦମୀ ପାର୍ଟିଠାରୁ ଆଗୁଆ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ବିଜେପିକୁ ଦିଲ୍ଲୀରେ ବହୁମତ ମିଳିଥିବା...
ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ପାଇଁ ଶୁକ୍ରବାର ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ନିଜ ପ୍ରିୟ ଖେଳାଳିଙ୍କ...
ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ରେପୋ’ ରେଟ୍ ହ୍ରାସ କରାଯାଇଛି। ଏଥିରେ ୨୫ ବେସିସ୍ ପଏଣ୍ଟ କମ କରାଯାଇଛି। ଫଳରେ ରେପୋ ରେଟ୍ ଏବେ ୬.୫୦ ପ୍ରତିଶତରୁ କମି ୬.୨୫ ପ୍ରତିଶତ...
ସିଆଇଏସଏଫରେ ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ମାର୍ଚ୍ଚ ୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀରେ (ସିଆଇଏସଏଫ) ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ...





















