ଆସନ୍ତାକାଲି ଆସିବ ବଜେଟ୍ ୨୦୨୫-୨୬: ଆସନ୍ତୁ ଜାଣିବା କେମିତି ରହିବ ଏହାର ରୂପରେଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିବେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପେଡ଼ି। ପ୍ରତି ବର୍ଷ ପରି ଏଥର ମଧ୍ୟ ବଜେଟରେ କ’ଣ ଶସ୍ତା ଓ କ’ଣ...
ଭୁବନେଶ୍ଵର: କୁଷ୍ଠ ରୋଗୀଙ୍କ ପ୍ରତି ଭେଦଭାବ ଦୂର ପାଇଁ ‘ଗ୍ଲୋବାଲ ଅପିଲ୍ ୨୦୨୫’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ଭେଦଭାବର ଅନ୍ତ ପାଇଁ ଭୁବନେଶ୍ୱରରୁ ଆରମ୍ଭ ହୋଇଛି ଗ୍ଲୋବାଲ ଅପିଲ୍ ୨୦୨୫ କାର୍ଯ୍ୟକ୍ରମ। ଜାନୁଆରି ୩୦ରେ ବିଶ୍ଵ କୁଷ୍ଠ ଦିବସ ଅବସରରେ ଏହାର ଶୁଭାରମ୍ଭ...
ଓଡ଼ିଶାର ନିର୍ବାଚନ କମିଶନର ଭାବେ ଦାୟିତ୍ଵ ନେଲେ ମଧୁସୂଦନ ପାଢ଼ୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ମଧୁସୂଦନ ପାଢ଼ୀ। ଶୁକ୍ରବାର ଭୁବନେଶ୍ଵରସ୍ଥିତ ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ସେ ଦାୟିତ୍ଵ ନେଇଛନ୍ତି। ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ...
ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ: ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଛି ଭାରତୀୟ ସଂସଦର ବଜେଟ୍ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହା ଅଧିବେଶନରେ ଶନିବାର ଅଷ୍ଟାଦଶ...
ଆମେରିକାରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଓ ଆମେରିକା ସେନାର ହେଲିକପ୍ଟର ପରସ୍ପରକୁ ଧକ୍କା ଦେବାରୁ ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ...
ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ: ଫେବ୍ରୁଆରି ୧ରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ସମ୍ବୋଧନ କରିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ...
ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ଗାନ୍ଧୀଜୀଙ୍କୁ...
ମହାକୁମ୍ଭରେ ଅସମ୍ଭବ ଭିଡ଼: ଦଳାଚକଟାରେ ୧୦ ମୃତ, ବନ୍ଦ ହେଲା ଅମୃତ ସ୍ନାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଛି ବଡ଼ ଅଘଟଣ। ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ବୁଧବାର ଦିନ ଅମୃତସ୍ନାନ ବନ୍ଦ ରହିଛି।
ବୁଧବାର ଦିନ...
ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇତିହାସ ରଚିଲା ଉତ୍ତରାଖଣ୍ଡ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ (ୟୁସିସି)। ସୋମବାର ଦିନ ଏହାକୁ ଲାଗୁ କରିଛନ୍ତି...
ସୁପ୍ରିମକୋର୍ଟଙ୍କ ରାୟ: ଝିଅକୁ ପାଠପଢ଼ା ଖର୍ଚ୍ଚ ଦେବା ଲାଗି ବାପା ମା’ ବାଧ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ବାପା ମା’ଙ୍କଠାରୁ ଶିକ୍ଷା ଖର୍ଚ୍ଚ ପାଇବା ପାଇଁ ଗୋଟିଏ ଝିଅର ଆଇନଗତ ଅଧିକାର ରହିଛି। ଝିଅର ପାଠପଢ଼ା ଖର୍ଚ୍ଚ ଦେବା ଲାଗି ବାପା ମା’ ବାଧ୍ୟ ବୋଲି ଏକ ମାମଲାର...





















