ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସମାରୋହରେ ୨୨ ଜଣ ଯୁବ ସାହିତ୍ୟିକ ପୁରସ୍କୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୨୪ ପାଇଁ ଓଡ଼ିଆ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡାଙ୍କୁ ମିଳିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର।
ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ...
ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଯୋଗ ଦେବେ ‘ଆପଲ’ କମ୍ପାନିର ମାଲିକାଣୀ ଲରେନ ପାୱେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସଂଗମ ନଗରୀ। ପ୍ରୟାଗରାଜ ମହାକୁମ୍ଭରେ ଏଥର ଯୋଗଦେବେ ଆପଲ କମ୍ପାନିର କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ...
ଜଷ୍ଟିନ ଟ୍ରୁଡୋଙ୍କ ପରେ କିଏ ହେବ କାନାଡାର ପ୍ରଧାନମନ୍ତ୍ରୀ? ରେସରେ ୩ ଜଣ ଭାରତୀୟ ବଂଶୋଦ୍ଭବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚାଲିଛି ଅଙ୍କକଷା, କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? କାନାଡାର ରାଜନୈତିକ ସଙ୍କଟ ଚାଲିଥିବାବେଳେ କିଏ ଧରିବ ଦେଶର ମଙ୍ଗ। ତେବେ...
ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟା, ଚାଲିଗଲା ୬ ଭକ୍ତଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧା ରହିଗଲା ତିରୁପତି ଦର୍ଶନ। ଟୋକନ ବାଣ୍ଟିବା ପୂର୍ବରୁ ଦଳାଚକଟାରେ ଚାଲିଗଲା ୬ ଜଣ ଭକ୍ତଙ୍କ ଜୀବନ।
ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତି ମନ୍ଦିରରେ ଟୋକନ ନେବାବେଳେ ଦଳାଚକଟା ଘଟି ୬ ଜଣ ଭକ୍ତଙ୍କର ମୃତ୍ୟୁ...
ଦୁଷ୍କର୍ମ ମାମଲା: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୩ ରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୮୬ ବର୍ଷୀୟ ବିବାଦୀୟ ଧର୍ମଗୁରୁ ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅସୁସ୍ଥତା କାରଣରୁ ଆଶାରାମ...
ଏଲନ ମସ୍କଙ୍କ ବଡ଼ ଯୋଜନା: ଏଣିକି ‘ଏକ୍ସ’ରେ ମିଳିବ ଟିଭି ଏବଂ ପେମେଣ୍ଟ ଫିଚର!
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏଲନ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଥିବା...
ସନ୍ଦେହ ଘେରରେ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତ୍ୟୁ: ‘ଓପନ୍ ଏଆଇ’ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଟ୍ ଜିପିଟି ବିକାଶ କରିଥିବା ଆମେରିକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ‘ଓପନ୍ ଏଆଇ’ ଏଆଇର ପୂର୍ବତନ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି। ୨୦୨୪ ନଭେମ୍ବର...
ଡକ୍ଟର ଭି. ନାରାୟଣନ – ଇସ୍ରୋର ନୂଆ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ଭି. ନାରାୟଣନ। ସେ ଜାନୁଆରି ୧୪ ତାରିଖରେ ଦାୟିତ୍ଵ ଗ୍ରହଣ କରିବେ। ଏନେଇ କେନ୍ଦ୍ର ସରକାରଙ୍କ...
ଭୁବନେଶ୍ଵରରେ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଆରମ୍ଭ ହୋଇଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ...
ପ୍ରବାସୀ ଭାରତୀୟ ଦିବସ ସମାରୋହ: ପ୍ରମୁଖ ଆକର୍ଷଣ ସାଜିବ ଓଡ଼ିଶା ଥିମ୍ ପାଭିଲିୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’। ସ୍ଥାନୀୟ ଜନତା ମଇଦାନରେ ଏହି ସମ୍ମିଳନୀ ପାଇଁ ସବୁ ପ୍ରସ୍ତୁତି ଶେଷ ହେବାକୁ ବସିଲାଣି। ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ପାଇଁ...





















