ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍: ଫେବ୍ରୁଆରି ୫ରେ ଭୋଟ୍, ୮ରେ ଆସିବ ଫଳାଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ଆସନରେ ଭୋଟ୍ ଗ୍ରହଣ ହେବ। ଏହାପରେ ଫେବ୍ରୁଆରି ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ।...
ନେପାଳରେ ତିବ୍ଦତ ସୀମାନ୍ତ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ, ଶତାଧିକ ଲୋକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରେ ତିବ୍ଦତ ସୀମାନ୍ତ ଅଞ୍ଚଳରେ ମଙ୍ଗଳବାର ସକାଳେ ବଡ଼ଧରଣର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଥିଲା। ଏହି ଭୂମିକମ୍ପରେ ନେପାଳ ଓ ଚୀନର ତିବ୍ଦତରେ ଶତାଧିକ ଲୋକଙ୍କ ମୃତ୍ୟୁ...
ଭାରତରେ ‘ଏଚଏମପିଭି’ ମାମଲା ଚିହ୍ନଟ: ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ଗାଇଡଲାଇନ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମପିଭି) ସଂକ୍ରମଣ ଯୋଗୁଁ ଅନେକ ଲୋକଙ୍କଠାରେ ଶ୍ୱାସକ୍ରିୟା ଜନିତ ରୋଗର ମାମଲା ସାମ୍ନାକୁ ଆସୁଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏହି...
ଛତିଶଗଡ଼: ବିଜାପୁରରେ ବଡ଼ଧରଣର ମାଓବାଦୀ ଆକ୍ରମଣ, ଆଇଇଡି ବିସ୍ଫୋରଣରେ ୮ ଜଣ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ଼ଧରଣର ମାଓବାଦୀ ଆକ୍ରମଣ ହୋଇଛି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଛନ୍ତି। ଏହାସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହେବାସହ ଅନ୍ୟ କିଛି ଯବାନ...
ଡକ୍ଟର ତାପସ କୁମାର ପଟ୍ଟନାୟକ – ନାଲକୋର ନୂଆ ମାନବ ସମ୍ବଳ ନିର୍ଦ୍ଦେଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡର (ନାଲକୋ) ନୂଆ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଡକ୍ଟର ତାପସ କୁମାର ପଟ୍ଟନାୟକ। ଏନେଇ ତାଙ୍କୁ...
ଏସବିଆଇ ପକ୍ଷରୁ ୧୩,୭୩୫ କ୍ଲରିକାଲ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାନୁଆରି ୭ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ କ୍ଲରିକାଲ୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୧୩,୭୩୫ଟି କ୍ଲରିକାଲ୍ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ...
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆଦିବାସୀ ମେଳା: ସହରବାସୀ ଦେଖିବେ ଜନଜାତି ଜୀବନଶୈଳୀର ନିଆରା ରୂପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ରବିବାରଠାରୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୫। ଏହି ମେଳାରେ ବିଭିନ୍ନ ଆଦିବାସୀ ଜନଜାତିଙ୍କ ଜୀବନ ଶୈଳୀର ଏକ ନିଆରା ରୂପ ପ୍ରଦର୍ଶିତ ହେବ। ଆଦିବାସୀ ଚଳଣି, ପରମ୍ପରା ଓ...
ଭାରତର ବିଶିଷ୍ଟ ପରମାଣୁ ବିଜ୍ଞାନୀ ଡକ୍ଟର ଆର୍ ଚିଦାମ୍ବରମଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ବହନ କରିଥିବା ବୈଜ୍ଞାନିକ ଡକ୍ଟର ଆର୍ ଚିଦାମ୍ବରମଙ୍କ ପରଲୋକ ଘଟିଛି। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ...
୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତରେ ୮ ଗୁଣ ବଢ଼ିଛି ବ୍ୟାଙ୍କ ଠକେଇ – ରିଜର୍ଭ ବ୍ୟାଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ଦ୍ରୁତ ଗତିରେ ବଢ଼ିଛି ବ୍ୟାଙ୍କ ଠକେଇ। ଗତ ଅର୍ଥିକ ବର୍ଷ ତୁଳନାରେ ଏ ବର୍ଷ ବ୍ୟାଙ୍କ ଠକେଇ ୮ ଗୁଣ ବଢ଼ିଛି। ଏନେଇ ଭାରତୀୟ...
ପ୍ରବାସୀ ଭାରତୀୟ ଦିବସ: ଜାନୁଆରି ୮ରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଜାନୁଆରି ୮ ତାରିଖରେ ଭୁବନେଶ୍ଵର ଆସିବେ।
ପ୍ରଧାନମନ୍ତ୍ରୀ ଜାନୁଆରି ୮ ତାରିଖ ରାତିରେ ଏକ...





















