ମା’ ହେବେ ବଲିଉଡ ବିଉଟି କ୍ୟାଟ୍ରିନା କୈଫ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/T6YNlC_ckQw
ମା’ ହେବାକୁ ଯାଉଛନ୍ତି ବଲିଉଡ ବିଉଟି କ୍ୟାଟ୍ରିନା କୈଫ। ଘରକୁ ଆସିବ ନୂଆ ସଦସ୍ୟ। ବିବାହର ୪ ବର୍ଷ ପରେ ଏହି ଗୁଡନ୍ୟୁଜ ସେୟାର କରିଛନ୍ତି କ୍ୟାଟ୍ରିନା କୈଫ ଏବଂ ଅଭିନେତା...
ଲାଗୁହେଲା ନୂଆ ଜିଏସଟି: କ’ଣ ଶସ୍ତା, କ’ଣ ମହଙ୍ଗା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/-zBS6udFouI
ଲାଗୁହେଲା ନୂଆ ଜିଏସଟି। ଶସ୍ତା ହେଲା ଅଧିକାଂଶ ଦୈନନ୍ଦିନ ବ୍ୟବହାର ସାମଗ୍ରୀ। ଏଥିରେ ମୁଖ୍ୟତଃ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ସ୍ଲାବ ରହିଛି। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ,...
ଆଇଫୋନ-୧୭ ପାଇଁ ମାରପିଟ୍ ଓ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/wu8iybuc0d0
ଆଇଫୋନ କିଣିବା ପାଇଁ ମାରପିଟ୍ ଓ ଧସ୍ତାଧସ୍ତି। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ଘଟଣାଟି ମୁମ୍ବାଇରେ ଥିବା ଆପଲ୍ ଷ୍ଟୋର ସମ୍ମୁଖରେ ଦେଖିବାକୁ ମିଳିଛି।
ଭାରତରେ...
ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ: କର୍ମଚାରୀଙ୍କୁ ୧ କୋଟି ଟଙ୍କାର ଦୁର୍ଘଟଣା ବୀମା ସୁବିଧା ଦେଉଛି ନାଲ୍କୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ କମ୍ପାନି ନାଲକୋ ନିଜ ଶ୍ରମିକ ଓ କର୍ମଚାରୀମାନଙ୍କ କଲ୍ୟାଣ, ସୁରକ୍ଷା ଏବଂ ଜୀବିକାକୁ ସୁରକ୍ଷିତ କରିବା ଲାଗି ସଂସ୍କାର ଆଣିଛି। ଏହି ପଦକ୍ଷେପ...
ଜେନ ଜି ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ସହିଦ ଘୋଷଣା କଲେ ନେପାଳ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେନ ଜି ଆନ୍ଦୋଳନରେ ପ୍ରାଣ ହରାଇଥିବା ବ୍ୟକ୍ତିକୁ ସହିଦ ଘୋଷଣା କଲେ ନେପାଳ ସରକାର। ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିଜର ପ୍ରଥମ ଜାତୀୟ ସମ୍ବୋଧନ...
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/DygTRpszmFc
ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ।
୨୦୨୬ ମାର୍ଚ୍ଚ...
ଶପଥ ନେଲେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଭବନରେ ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସିପି ରାଧାକ୍ରିଷ୍ଣନ। ନୂଆ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ...
ଏସିଆ କପ୍ କ୍ରିକେଟରେ ଭାରତ-ୟୁଏଇ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Tb5Xkzhm3q8
ୟୁଏଇରେ ଆରମ୍ଭ ହୋଇଛି ଏସିଆ କପ୍ କ୍ରିକେଟ ୨୦୨୫। ଏଥିରେ ବୁଧବାରଠାରୁ ଅଭିଯାନ କରିବାକୁ ଯାଉଛି ଭାରତ। ଦୁବାଇରେ ଆୟୋଜକ ୟୁଏଇ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ...
ସୁନା ଦର ଲକ୍ଷେ ପାର୍: ଗୋଟିଏ ଦିନରେ ବଢ଼ିଲା ୧୨ ଶହ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/kcuyVjiVdyI
ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ମୂଲ୍ୟ ଲକ୍ଷେ ଟଙ୍କା ଟପିଛି। ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଏକ ହଜାର ପାର...
ତେଜୁଛି ବିବାଦ: ନେପାଳକୁ ବିମାନ ଉଡ଼ାଣ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/fd-qT4_Yuho
ନେପାଳରେ ଜେନ ଜିଙ୍କ ଆନ୍ଦୋଳନ ଯୋଗୁଁ ସ୍ଥିତି ଅଣାୟତ୍ତ ହେବାରେ ଲାଗଛି। ନେପାଳରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ହିଂସାର ନିଆଁରେ ଜଳୁଛି ଚାରିଆଡ଼। ଏହାରି ମଧ୍ୟରେ ଭାରତରୁ ନେପାଳକୁ ସବୁ ଉଡ଼ାଣ...





















