ଫେବ୍ରୁଆରି ୧୭ରୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୬ ଫେବ୍ରୁଆରି ୧୭ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା। ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।
ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି...
ଗୁଜରାଟ ହାଇକୋର୍ଟଙ୍କ ଐତିହାସିକ ରାୟ: ପିଲାଙ୍କ ପାସପୋର୍ଟ ନବୀକରଣ ପାଇଁ ଦରକାର ପଡ଼ିବନି ବାପାଙ୍କ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ହାଇକୋର୍ଟଙ୍କ ଐତିହାସିକ ରାୟ। ଏଣିକି ପିଲାଙ୍କ ପାସପୋର୍ଟ ନବୀକରଣ ପାଇଁ ଦରକାର ପଡ଼ିବନି ବାପାଙ୍କ ଅନୁମତି। ଏହି ରାୟ ଛାଡ଼ପତ୍ର ନେଇଥିବା ମା’ ଏବଂ ଏକକ ଅଭିଭାବକଙ୍କୁ ବଡ଼ ଆଶ୍ୱସ୍ତି...
ବାୟୁ ସେନାର ଯୁଦ୍ଧ ବିମାନ ‘ରାଫେଲ’ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ‘ରାଫେଲ’ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ‘ରାଫେଲ’ରେ ଉଡ଼ିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୯ ତାରିଖରେ...
ଆରପାରିରେ ବଲିଉଡ ଅଭିନେତା ସତୀଶ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରପାରିରେ ବଲିଉଡ ଓ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ। ଅକ୍ଟୋବର ୨୫ ତାରିଖରେ ମାତ୍ର ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି...
ଆହୁରି କମିବ ସୁନା ଦର!
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/S8ruWxhtULs
ସୁନା ଦରରେ ଲାଗିଲା ବ୍ରେକ୍। ହୁ ହୁ ହୋଇ ବଢୁଥିବା ସୁନା ଦାମ ଦୀପାବଳି ପରେ ଖସିଛି। ୫ ଦିନରେ ୧୦ ଗ୍ରାମ ସୁନା ପ୍ରାୟ ୭ ହଜାର ଟଙ୍କା ଶସ୍ତା...
ଭାରତର ସବୁଠୁ ବଡ଼ ଗୁପ୍ତଚର ରବୀନ୍ଦ୍ର କୌଶିକ, କେମିତି ହେଲେ ପାକିସ୍ତାନ ସେନାର ମେଜର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=HNtlZeN0ktI&t=2s
ଭାରତ ମାଟିର ବୀର ସନ୍ତାନ ରବୀନ୍ଦ୍ର କୌଶିକ। ତାଙ୍କ ଜୀବନ କାହାଣୀ ବିଷୟରେ ଜାଣିଲେ କେବଳ ଆଶ୍ଚର୍ଯ୍ୟ ଲାଗିବନି, ତାଙ୍କ ବଳିଦାନ ଆଗରେ ଆପେ ଆପେ ମୁଣ୍ଡ ନଇଁଯିବ।
୧୯୬୫ ଓ ୧୯୭୧...
ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଅଲିମ୍ପିକ୍ସସ ସ୍ଵର୍ଣ୍ଣ ବିଜେତା ନୀରଜ ଚୋପ୍ରା। ନୂଆଦିଲ୍ଲୀଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ନୀରଜଙ୍କୁ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି। ଏହି ଅବସରରେ...
ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/r9M79BzQ6CA
ସାନାଏ ଟାକାଇଚି ହୋଇଛନ୍ତି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଜାପାନ ସଂସଦରେ ଐତିହାସିକ ନିଷ୍ପତ୍ତି ପରେ ତାଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ୬୪ ବର୍ଷୀୟ ଟାକାଇଚି...
କାନାଡାରେ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜନ୍ମିତ ଅନ୍ତର୍ଜାତୀୟ ଖାତିସମ୍ପନ୍ନ ମନୋବିଜ୍ଞାନୀ ପ୍ରଫେସର ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କର କାନାଡାର ଏଡମୋଣ୍ଟନ ସହରଠାରେ ପରଲୋକ ଘଟିଛି।
ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଜଗନ୍ନାଥ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟରେ...
ବଲିଉଡର ଭେଟେରାନ ଅଭିନେତା ଅସରାନିଙ୍କ ଅନ୍ତିମ ସଂସ୍କାରରେ କାହିଁକି ଯୋଗଦେଲେନି ବଲିଉଡ କଳାକାର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/DLEY-9CQfvk
ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତା ଗୋବର୍ଦ୍ଧନ ଅସରାନି। ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ଦେହାନ୍ତ ଖବର ବ୍ୟାପିବା ପୂର୍ବରୁ ସରିଯାଇଥିଲା ଅନ୍ତିମ ସଂସ୍କାର। ତାଙ୍କର ଅନ୍ତିମ ଯାତ୍ରାରେ ବଲିଉଡର କୌଣସି...





















