National

ଉଠୁଛି ପଡୁଛି ଦିଲ୍ଲୀ: ତେଜିଲା ଠେଲାପେଲା ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ତେଜିଲାଣି ସଂସଦ ପରିସରର ଠେଲାପେଲା ରାଜନୀତି, ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି ସଂସଦ ଭବନ ପରିସରରେ ଠେଲାପେଲା ସମୟରେ ରାହୁଲ ଗାନ୍ଧୀଙ୍କ ଧକ୍କାରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ବିଭ୍ରାନ୍ତିକର ବିଜ୍ଞାପନ ପଡ଼ିଲା ମହଙ୍ଗା: ଦେଶର ୧୯ଟି କୋଚିଂ ସେଣ୍ଟରକୁ ୬୧.୬ ଲକ୍ଷ ଟଙ୍କା ଜୋରିମାନା

ପୁଷ୍ପମିତ୍ର ମହାନ୍ତି କୋଚିଂ ସେଣ୍ଟର ସାବଧାନ, ବାହାଦୁରିଆ ବିଜ୍ଞାପନ ଦେଲେ ଗଣିବାକୁ ପଡ଼ିବ ଜୋରିମାନା କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭାରତର ୧୯ଟି କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଏକ ଦେଶ ଏକ ନିର୍ବାଚନ: ବଢୁଛି ବିତର୍କ, ମୁହାଁମୁହିଁ ଶାସକ-ବିରୋଧୀ

ମିନତି ମିଶ୍ର ଏକ ଦେଶ ଏକ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସଂସଦ ଭବନ ବାହାରେ ଏବଂ ଭିତରେ ଶାସକ-ବିରୋଧୀ ମୁହାଁମୁହିଁ। କ୍ଷମତାରେ ଥିବା ବିଜେପି ଏହାର ସପକ୍ଷରେ ଥିବାବେଳେ...

ହାଇକୋର୍ଟଙ୍କ ରାୟ: ‘ଲିଭଇନ ରିଲେସନ ପାଇଁ ଧର୍ମ ପ୍ରତିବନ୍ଧକ ହେବ ନାହିଁ’

ପୁଷ୍ପମିତ୍ର ମହାନ୍ତି ପ୍ରେମୀ ଯୁଗଳଙ୍କ ଧର୍ମ ଅଲଗା ଅଲଗା ହୋଇପାରେ, କିନ୍ତୁ ସେମାନେ ଏକାଠି ରହିବାରେ କୌଣସି ଆଇନଗତ ଅସୁବିଧା ନାହିଁ : ବମ୍ବେ ହାଇକୋର୍ଟ ପ୍ରେମୀ ଯୁଗଳଙ୍କ ଧର୍ମ ଅଲଗା ଅଲଗା ହେଲେ ମଧ୍ୟ...

ଠେଲିଦେଲେ ରାହୁଲ ଗାନ୍ଧୀ! ତଳେ ପଡ଼ି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତକାଳୀନ ଅଧିବେଶନ ଜାରି ରହିଥିବାବେଳେ ଗୁରୁବାର ସଂସଦ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି। ସଂସଦ ପ୍ରବେଶ ଦ୍ଵାରରେ ସାଂସଦଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ ବାଲେଶ୍ଵର ସାଂସଦ...

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ରବିଚନ୍ଦ୍ରନ ଅଶ୍ଵିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଦେଖା ଦେବେନି ସ୍ପିନ ଲିଜେଣ୍ଡ ରବିଚନ୍ଦ୍ରନ ଅଶ୍ଵିନ। କାରଣ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ସେ ଘୋଷଣା କରିଛନ୍ତି। ଗାବା ଟେଷ୍ଟ ଡ୍ର ହେବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ...

ଏସବିଆଇ ପକ୍ଷରୁ ୧୩,୭୩୫ କ୍ଲରିକାଲ୍ ପଦବୀରେ ନିଯୁକ୍ତି ସୁଯୋଗ, ଜାନୁଆରି ୭ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ କ୍ଲରିକାଲ୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୧୩,୭୩୫ଟି କ୍ଲରିକାଲ୍  ପଦବୀ ପୂରଣ ପାଇଁ ପ୍ରକ୍ରିୟା...

ଦକ୍ଷିଣ ଭାରତ ମହାସାଗରର ଅତଳ ଗର୍ଭରେ ବଡ଼ ଆବିଷ୍କାର କଲା ଭାରତ: ଜାଣନ୍ତୁ କ’ଣ ଥିଲା ମିଶନ?

ପୁଷ୍ପମିତ୍ର ମହାନ୍ତି ଦକ୍ଷିଣ ଭାରତ ମହାସାଗରର ଅତଳ ଗର୍ଭରେ ହାଇଡ୍ରୋଥର୍ମାଲ୍ ସଲଫାଇଡ୍ କ୍ଷେତ୍ରର ଅନୁସନ୍ଧାନ କରି ବଡ଼ ସଫଳତା ହାସଲ କରିଛି ଭାରତ। ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (ଏନ୍ଆଇଓଟି) ଏବଂ ନାସନାଲ...

ଆଉ ନିଯୁକ୍ତି ପରୀକ୍ଷା କରିବନି ନାସନାଲ ଟେଷ୍ଟିଂ ଏଜେନ୍ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ଏହା ଏବେ କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏହି ନିଷ୍ପତ୍ତି ୨୦୨୫-୨୬...

ବାୟୁ ପ୍ରଦୂଷଣ ସମସ୍ୟା: ଦେଶର ସବୁ ପ୍ରଦୂଷିତ ସହରର ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ପୁଷ୍ପମିତ୍ର ମହାନ୍ତି ଭାରତରେ ବାୟୁ ପ୍ରଦୂଷଣ ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ସୁପ୍ରିମ୍ କୋର୍ଟ ବାୟୁ ପ୍ରଦୂଷଣକୁ 'ସର୍ବଭାରତୀୟ' ପ୍ରସଙ୍ଗ ଭାବେ ଘୋଷଣା କରିବା ସହ ଦେଶର ସବୁ ପ୍ରଦୂଷିତ...