ଅତୁଲ ସୁଭାଷଙ୍କ ଦୁଃଖଦ ଆତ୍ମହତ୍ୟା: ପୁରୁଷ ଅଧିକାରକୁ ନେଇ ଜାତୀୟ ସ୍ତରରେ ବିତର୍କ
ପୁଷ୍ପମିତ୍ର ମହାନ୍ତି
ପୁରୁଷ ମଧ୍ୟ ହୋଇପାରେ ଘରୋଇ ହିଂସାର ଶିକାର। ମାନସିକ ନିର୍ଯାତନା ସହି ନପାରି ହାରି ପାରେ ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଳୁରୁର ଅତୁଲ ସୁଭାଷଙ୍କ କ୍ଷେତ୍ରରେ। ପତ୍ନୀ ଓ...
ଭାରତର ପ୍ରଥମ ମହିଳା ଯାହାଙ୍କର ‘ଜାତି ନାହିଁ କି ଧର୍ମ ନାହିଁ’
ଓଡ଼ିଶାଲାଇଭ୍ ବ୍ୟୁରୋ
ତାଙ୍କର ଜାତି ନାହିଁ କି ଧର୍ମ ନାହିଁ, ଜାତି ଧର୍ମ ବିହୀନ ସାର୍ଟିଫିକେଟ ପାଇଥିବା ଭାରତ ପ୍ରଥମ ମହିଳା ହେଉଛନ୍ତି ତାମିଲନାଡ଼ୁର ସ୍ନେହା ପାର୍ଥୀବରଜା
ଆଜିର ସମୟରେ ଆମ ଦେଶରେ ଯେକୌଣସି ଫର୍ମଟିଏ...
ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଂଗ୍ରହ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଂଗ୍ରହର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର କେନ୍ଦ୍ର...
୪୮ ଘଣ୍ଟାରେ ୪୮୦ ଏୟାରଷ୍ଟ୍ରାଇକ: ସିରିୟାର ଏକାଧିକ ସାମରିକ ଆଡ୍ଡା ଧ୍ୱଂସ କଲା ଇସ୍ରାଏଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ସିରିୟାରୁ ପୁଣି ଆସିଛି ଚିନ୍ତାଜନକ ଖବର। ରାଷ୍ଟ୍ରପତି ବଶର ଅଲ୍ ଅସଦ ପଦଚ୍ୟୁତ ହେବା ପରେ ଏବେ ବିଦ୍ରୋହୀଙ୍କ କବ୍ଜାରେ ସିରିୟା। ଅସଦ ଦେଶ ଛାଡ଼ି ପଳାଇବା ପରେ ଆମେରିକା...
ରାଜନୈତିକ ଦଳର ସଦସ୍ୟ ଥିବା ଓକିଲ ଲଢ଼ି ପାରିବେ ବାର୍ ଆସୋସିଏସନ ନିର୍ବାଚନ – ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
ରାଜନୈତିକ ଦଳର ସକ୍ରିୟ ସଦସ୍ୟମାନେ ବାର୍ ଆସୋସିଏସନର ନିର୍ବାଚନ ଲଢ଼ି ପାରିବେ। ସେମାନଙ୍କୁ ଏପରି ନିର୍ବାଚନ ଲଢ଼ିବାକୁ ବାରଣ କରିବା ପାଇଁ କୌଣସି ଆଇନ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...
କେମିତି ହୋଇଥିଲା ବିଶ୍ଵର ପ୍ରଥମ ପରମାଣୁ ବୋମାର ପରୀକ୍ଷଣ?
ମିନତି ମିଶ୍ର
ସାରା ବିଶ୍ୱକୁ ଘାରିଛି ଯୁଦ୍ଧ ଭୟ। ରୁଷ-ୟୁକ୍ରେନ ଯୁଦ୍ଧ ଏଯାଏଁ ସରି ନଥିବାବେଳେ ମଧ୍ୟପ୍ରାଚ୍ୟରେ ମଧ୍ୟ ବଡ଼ ଯୁଦ୍ଧ ମୁଣ୍ଡ ଟେକିବାରେ ଲାଗିଛି। ଏବେ ଯୁଦ୍ଧରେ ଅନେକ ସମୟରେ ପରମାଣୁ ବୋମାର...
ଭୁଲ ବାଟ ଦେଖାଇଲା ଗୁଗଲ୍ ମ୍ୟାପ୍, ଜଙ୍ଗଲ ଭିତରେ ହଟହଟା ହେଲେ ପର୍ଯ୍ୟଟକ
ପୁଷ୍ପମିତ୍ର ମହାନ୍ତି
ଭୁଲ ବାଟ ଦେଖାଇ ଭରସା ହରାଉଛି ଗୁଗଲ୍ ମ୍ୟାପ।
ଜିପିଏସ୍ ନେଭିଗେସନର ଭୁଲ ମାର୍ଗଦର୍ଶନ ପାଇଁ ହଇରାଣ ହରକତ ହେଉଛନ୍ତି ଯାତ୍ରୀ। ଏହା ଉପରେ ଭରସା କରିବାକୁ ଏବେ ଲୋକଙ୍କ ମନରେ ଡର...
ଆରବିଆଇ ଗଭର୍ଣ୍ଣର ନା ଏସବିଆଇ ମୁଖ୍ୟ – କିଏ ପାଆନ୍ତି ଅଧିକ ଦରମା?
ମିନତି ମିଶ୍ର
ବଦଳିଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କର ଗଭର୍ଣ୍ଣର। ମଙ୍ଗଳବାର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସରିବା ପରେ କେନ୍ଦ୍ର ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ହେବେ ଆରବିଆଇ ଗଭର୍ଣ୍ଣର। ସେ ବୁଧବାର ଦାୟିତ୍ଵ ଗ୍ରହଣ...
ସିରିୟାରେ ଶେଷ ପର୍ଯ୍ୟାୟରେ ଗୃହ ଯୁଦ୍ଧ: ରୁଷ ଶରଣରେ ଗାଦିଚ୍ୟୁତ ରାଷ୍ଟ୍ରପତି ବଶର ଅଲ୍ ଅସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଏସୀୟ ଦେଶ ସିରିୟାରେ ଚାଲିଥିବା ଗୃହ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ରାଷ୍ଟ୍ରପତି ବଶର ଅଲ୍ ଅସଦ ଗାଦିଚ୍ୟୁତ ହୋଇଛନ୍ତି। ବିଦ୍ରାହୀଙ୍କ ଭୟରେ...
ଇଣ୍ଡି ମେଣ୍ଟରେ ଫାଟ! ମମତାଙ୍କ ହାତରେ କମାଣ ଦେବାକୁ ଟିଏମସିର ଦାବି
ମିନତି ମିଶ୍ର
ଇଣ୍ଡି ମେଣ୍ଟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଛି ଟଣାଓଟରା। ରାହୁଲ ଗାନ୍ଧୀଙ୍କୁ ହଟାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ କମାଣ ଦେବାକୁ ଦାବି କରିଛି ତୃଣମୂଳ କଂଗ୍ରେସ। ଏହାକୁ ନେଇ ଦେଶରେ...





















