ରାଜ୍ୟସଭା ଉପନିର୍ବାଚନ: ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ୪ଟି ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...
ପରାଜୟ ପରେ ଆତ୍ମଚିନ୍ତନ କରୁଛି କଂଗ୍ରେସ: ଦଳୀୟ ଏକତା ବଜାୟ ରଖିବାକୁ ଖଡ଼ଗେଙ୍କ ଆହ୍ୱାନ
ପୁଷ୍ପମିତ୍ର ମହାନ୍ତି
ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ଏନେଇ ନିକଟରେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ କାର୍ଯ୍ୟକାରିଣୀ କମିଟିର (ସିଡବ୍ଲ୍ୟୁସି) ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ...
ଆସନ୍ତାକାଲିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଦିନିଆ ଓଡ଼ିଶା ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମଙ୍ଗଳବାରଠାରୁ ଡିସେମ୍ବର ୭ ତାରିଖ ଯାଏଁ ୫ ଦିନିଆ ଓଡ଼ିଶା ଗସ୍ତରେ ରହିବେ। ସେ ପୁରୀରେ ଭାରତୀୟ ନୌସେନା ଦିବସ ସମାରୋହରେ ମୁଖ୍ୟ...
ଅଭିନୟରୁ ସନ୍ନ୍ୟାସ ନେବେ ବିକ୍ରାନ୍ତ ମ୍ୟାସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦମଦାର ଅଭିନୟ ବଳରେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଭିନେତା ବିକ୍ରାନ୍ତ ମ୍ୟାସିଙ୍କର ଏକ ଘୋଷଣା ଫ୍ୟନ୍ସଙ୍କୁ ହତାଶ କରିଛି। ସେ ଆଉ ଅଭିନୟ କରିବେ ନାହିଁ ବୋଲି ସୋମବାର ସୋସିଆଲ୍...
ଲାଗୁ ହେଲା ଟ୍ରାଇର ନୂଆ ଟ୍ରେସେବିଲିଟି ନିୟମ: ବିଳମ୍ବିତ ହେବ ଓଟିପି!
ପୁଷ୍ପମିତ୍ର ମହାନ୍ତି
ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଡିସେମ୍ବର ପହିଲାରୁ ଦେଶରେ ସ୍ପାମ୍ ଏବଂ ଜାଲିଆତି ମେସେଜ୍ର ମୁକାବିଲା ପାଇଁ ନୂଆ ଟ୍ରେସେବିଲିଟି ଗାଇଡଲାଇନ୍ ଲାଗୁ କରାଯାଇଛି। ଏହି ପଦକ୍ଷେପ ଉପଭୋକ୍ତାଙ୍କ...
ଡିଜିପି ସମ୍ମିଳନୀରେ ପୋଲିସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ – “ସ୍ମାର୍ଟ ହୁଅ, ଲୋକଙ୍କ ବିଶ୍ୱାସ ଜିଣ”
ମିନତି ମିଶ୍ର
ଭୁବନେଶ୍ଵରରେ ତିନି ଦିନ ଧରି ଚାଲିଥିବା ୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ରବିବାର ଉଦଯାପିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଯାପନୀ ଦିବସରେ ଯୋଗ ଦେଇ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି...
ଭୁବନେଶ୍ୱରରେ ଭାରତର ‘ଜେମ୍ସ ବଣ୍ଡ’ ଅଜିତ ଡୋଭାଲ
ପୁଷ୍ପମିତ୍ର ମହାନ୍ତି
ଭୁବନେଶ୍ଵରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ୨୦୨୪ ଆୟୋଜିତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ...
ପୁଣି ଭୁବନେଶ୍ଵରକୁ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟ: ଆସିଲା ଧମକପୂର୍ଣ୍ଣ ଇମେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଆୟୋଜିତ ହେଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩-ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି। ଏହାରି ମଧ୍ୟରେ ରାଜ୍ୟକୁ ମିଳୁଛି ଖାଲିସ୍ତାନୀ ଆତଙ୍କବାଦୀଙ୍କ ଧମକ।...
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା ‘ଏସପିଜି’ କମାଣ୍ଡୋ
ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ଦେଉଥିବା ଜଣେ ମହିଳା ଏସପିଜି କମାଣ୍ଡୋଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଇଥିବା ସେହି ମହିଳା ଜଣଙ୍କ...
ଭୁବନେଶ୍ଵର: ଡିଜିପି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଚାଲିଛି ୩-ଦିନିଆ ଡିଜିପି ସମ୍ମିଳନୀ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏଠାରେ ବିଚାରବିମର୍ଶ କରାଯାଉଛି। ଶନିବାର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ...





















