ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମହିଳା ‘ଏସପିଜି’ କମାଣ୍ଡୋ
ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁରକ୍ଷା ଦେଉଥିବା ଜଣେ ମହିଳା ଏସପିଜି କମାଣ୍ଡୋଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ସଂସଦ ଭିତରେ ପ୍ରଧାନମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଇଥିବା ସେହି ମହିଳା ଜଣଙ୍କ...
ଭୁବନେଶ୍ଵର: ଡିଜିପି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଚାଲିଛି ୩-ଦିନିଆ ଡିଜିପି ସମ୍ମିଳନୀ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏଠାରେ ବିଚାରବିମର୍ଶ କରାଯାଉଛି। ଶନିବାର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ...
ପତ୍ନୀଙ୍କ କ୍ୟାନ୍ସର ଆରୋଗ୍ୟ ଉପରେ ମନ୍ତବ୍ୟ ଦେଇ ଅଡ଼ୁଆରେ ନବଜୋତ ସିଂହ ସିଦ୍ଧୁ
ପୁଷ୍ପମିତ୍ର ମହାନ୍ତି
ପତ୍ନୀଙ୍କ କ୍ୟାନ୍ସର ଆରୋଗ୍ୟକୁ ନେଇ ନବଜୋତ ସିଂହ ସିଦ୍ଧୁଙ୍କ ବୟାନ ପରେ ମୁଣ୍ଡ ଟେକିଛି ବିବାଦ।
ରାଜନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ସବୁବେଳେ ଚର୍ଚ୍ଚା, ବିତର୍କ ଓ ବଳୟ...
ଏହି ସହରରେ ନାହିଁ ଇଣ୍ଟରନେଟ, ୱାଇଫାଇ ଓ ମୋବାଇଲ ଫୋନ: ତଥାପି ଚାଲିଛି ଜୀବନ
ମିନତି ମିଶ୍ର
ଆଜିର ଦିନରେ ମୋବାଇଲ, ଇଣ୍ଟରନେଟ ତଥା ୱାଇଫାଇ ବିନା ଜୀବନ ହୁଏତ କଳ୍ପନା କରାଯାଇ ନପାରେ। ହେଲେ ବିଶ୍ୱରେ ଏମିତି ଏକ ସହର ରହିଛି ଯେଉଁଠି ଏସବୁ ମଧ୍ୟରୁ ଗୋଟିଏ ହେଲେ...
ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି। ସେ ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ଆସିଛନ୍ତି। ଏହାସହ ସେ ଶୁକ୍ରବାର ସନ୍ଧ୍ୟାରେ...
ନିଦ ହଜାଇଲା ରୁଷର ରାତି ଅଧିଆ ଆକ୍ରମଣ: ଅନ୍ଧାରରେ ବୁଡ଼ିଗଲା ଅଧା ୟୁକ୍ରେନ
ମିନତି ମିଶ୍ର
ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୟୁକ୍ରେନର ନିଦ ହଜି ଯାଇଛି। ଆକ୍ରମଣ ପରେ ଦେଶର ବିଜୁଳି କ୍ଷେତ୍ର ଉପରେ...
ନାଁରୁ ‘ବଚ୍ଚନ’ ସରନେମ ହଟାଇ ଦେଲେ କି ଐଶ୍ୱର୍ଯ୍ୟା?
ମିନତି ମିଶ୍ର
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସବୁବେଳେ ଚର୍ଚ୍ଚାରେ। କେତେବେଳେ ଚାହାଣୀକୁ ନେଇ ତ କେତେବେଳେ କାହାଣୀକୁ ନେଇ। ହେଲେ ଏବେ ଚର୍ଚ୍ଚା ତାଙ୍କର ନାଁକୁ ନେଇ। ନିକଟରେ ବଚ୍ଚନ ପରିବାର ସହ...
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଗୁରୁବାର ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଚତୁର୍ଥଥର ପାଇଁ...
ନୂଆବର୍ଷରେ ଭୁବନେଶ୍ଵର ବିମାନବନ୍ଦରରୁ ୫ ନୂଆ ସହରକୁ ବିମାନ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରୁ ଭାରତର ନୂଆ ନୂଆ ସହର ସହ ଆକାଶମାର୍ଗ ଯୋଗେ ଯୋଡ଼ି ହେବ ଭୁବନେଶ୍ଵର। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୫ଟି ସହରକୁ ଆରମ୍ଭ ହେବ ବିମାନ ସେବା। ଇଣ୍ଡିଗୋ ଓ ଏୟାର...
ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଭୁବନେଶ୍ଵରରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି...





















