ଅତି ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ: ଜାରି ହେଲା ‘ଗ୍ରାପ-୪’ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରରେ ପହଞ୍ଚିଛି। ଦିଲ୍ଲୀବାସୀ ଯେମିତି ବିଷାକ୍ତ ବାଷ୍ପ ନିଃଶ୍ୱାସରେ ନେଉଛନ୍ତି। ସୋମବାର ଚଳିତ ବର୍ଷର ସବୁଠାରୁ ଅଧିକ ପ୍ରଦୂଷଣ ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି।...
ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ: ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରାଜିଲର ରିଓ ଡି ଜେନେରିଓରେ ସୋମବାରଠାରୁ ଆରମ୍ଭ ହେଉଛି ୧୯ତମ ଜି-୨୦ ସମ୍ମିଳନୀ। ଏଥିରେ ଯୋଗଦେବା ପାଇଁ ବ୍ରାଜିଲରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରାଜିଲ ରାଷ୍ଟ୍ରପତି ଲୁଇ ଇନାସିଓ...
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ସମସ୍ତଙ୍କ ପସନ୍ଦ ପାଲଟିଛି ‘ଓଡ଼ିଶା ମଣ୍ଡପ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୂଆଦିଲ୍ଲୀ/ଭୁବନେଶ୍ୱର): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ...
ରେଳବାଇର ଉତ୍ତରପଶ୍ଚିମ ଜୋନରେ ୧୭୯୧ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଡିସେମ୍ବର ୧୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପଶ୍ଚିମ ରେଳ (ଏନଡବ୍ଲ୍ୟୁଆର) ଜୋନରେ ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଠାରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୭୯୧ଟି ପଦବୀ ପୂରଣ...
ଝାନ୍ସି: ହସ୍ପିଟାଲ ନିଆଁରେ ଜଳିଗଲେ ୧୦ ନବଜାତ ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଶନିବାର ଦିନ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଆହତ ହୋଇଥିବା ୧୬ ଜଣ...
ମୃତ୍ୟୁର ୬ ବର୍ଷ ପରେ ଖୋଲିଥିଲା ଜବାହରଲାଲ ନେହେରୁଙ୍କ ଆଲମିରା: ଜାଣନ୍ତୁ କ’ଣ ସବୁ ମିଳିଥିଲା
ମିନତି ମିଶ୍ର
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ସେ ଯଥେଷ୍ଟ କ୍ଷମତାର ଅଧିକାରୀ ଥିଲେ। ଏସବୁ ଭିତରେ ମଧ୍ୟ ସେ ଅତ୍ୟନ୍ତ ଭାବୁକ ସ୍ୱଭାବର ବ୍ୟକ୍ତି ଥିଲେ। ଏତେ ଭାବୁକ ଥିଲେ ଯେ ନିଜ...
ସଂଘର୍ଷରୁ ସଫଳତା: ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ଜୀବନ ଯାତ୍ରା
ପ୍ରଣତୀ ପରିଡ଼ା
ରାମୋଜୀ ରାଓ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ। ଦୃଢ଼ତା, କର୍ମ ତତ୍ପରତା, ଶୃଙ୍ଖଳା ଓ ନୈତିକତାର ଅନନ୍ୟ ଉଦାହରଣ। ସାମ୍ବାଦିକତା କ୍ଷେତ୍ରରେ ସେ ଯେଉଁ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି, ତାହା...
ଇରାକରେ ଆସିବ ବାଲ୍ୟ ବିବାହ ପ୍ରଥା! ୯ ବର୍ଷ ବୟସରୁ ଝିଅଙ୍କୁ ବିବାହ କରାଇବାକୁ ପ୍ରସ୍ତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାକରେ ଲାଗୁ ହେବ ବାଲ୍ୟ ବିବାହ ପ୍ରଥା। ଏବେ ଏଠାରେ ଝିଅମାନଙ୍କ ବିବାହ ବୟସ ୧୮ ବର୍ଷରୁ କମାଇ ୯ ବର୍ଷ କରିବା ପାଇଁ ଯୋଜନା ଚାଲିଛି। ଏ ନେଇ ଆଇନ...
ଛତିଶଗଡ଼: ନାରାୟଣପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୫ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଜମାଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଶନିବାର ହୋଇଥିବା ଏହି ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...
ଦର୍ଶକଙ୍କ ମନୋରଞ୍ଜନ କଲା ‘ଦ ସାବରମତି ରିପୋର୍ଟ’, କିନ୍ତୁ ଫୋକସ ହରାଇଲା କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲିଜ୍ ହୋଇଛି ଫିଲ୍ମ ‘ଦ ସାବରତମତୀ ରିପୋର୍ଟ’। ୨୦୦୨ ଫେବ୍ରୁଆରି ୨୭ ତାରିଖରେ ଗୁଜରାଟର ଗୋଧରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ଟ୍ରେନ ପୋଡ଼ି ଭଳି ଏକ ହୃଦୟ ବିଦାରକ ଘଟଣା ଫିଲ୍ମର ପୃଷ୍ଠଭୂମି।...





















