National

ଅତି ଗମ୍ଭୀର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ: ଜାରି ହେଲା ‘ଗ୍ରାପ-୩’ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଂଘାତିକ ସ୍ଥିତିରେ ପହଞ୍ଚିଛି। ବୟସ୍କ ଓ ଶିଶୁଙ୍କ ପାଇଁ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଓଡ଼ିଶା ମଣ୍ଡପ’ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଥରର ଥିମ୍: ‘ବିକଶିତ ଭାରତ ବିକଶିତ ଓଡ଼ିଶା’ ଓଡ଼ିଶା ମଣ୍ଡପ ଡିଜାଇନରେ ପ୍ରତିଫଳିତ ‘ପ୍ରାଚୀନରୁ ବିଜ୍ଞାନ’ ମିଳୁଛି ଓଡ଼ିଶା ପ୍ରସିଦ୍ଧ ରସଗୋଲା, ଦହିବରା, ଛେନାଝିଲ୍ଲି ଓ...

ମଣିପୁରରେ ଥମୁନି ହିଂସା: ଅତିରକ୍ତ ଅର୍ଦ୍ଧସାମରିକ ବାହିନୀ ମୁତୟନ କଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନ ଧରି ମଣିପୁରର ଚାଲିଥିବା ହିଂସା ଥମିବାର ନାଁ ଧରୁନି। କିଛି ଦିନ ଧରି ରାଜ୍ୟରେ ସ୍ଥିତି ଶାନ୍ତ ଥିଲାବେଳେ ଏବେ ପୁଣି କୁହୁଳିଛି ହିଂସାର ନିଆଁ। ଏହାକୁ ଦୃଷ୍ଟିରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିବ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡୋମିନିକା ସରକାର ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ନିଜ ଦେଶରେ ସର୍ବୋଚ୍ଚ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ଦେବାକୁ ନିଷ୍ପତ୍ତି...

ଆଜି ଶିଶୁ ଦିବସ – ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଆଜିର ଦିନକୁ ସ୍କୁଲ ଏବଂ କଲେଜ ଆଦି ବିଭିନ୍ନ ସ୍ଥାନରେ ବେଶ ଉତ୍ସାହର ସହ ପାଳନ...

ଡାଏବେଟିସକୁ କେମିତି କରିବେ ନିୟନ୍ତ୍ରଣ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=H1VeLUxoCWs ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...

ପ୍ରଫେସର ମନୋରଞ୍ଜନ ପରିଡ଼ା: ଇଣ୍ଡିଆନ ରୋଡ୍ କଂଗ୍ରେସର ନୂଆ ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ରୋଡ୍ କଂଗ୍ରେସର (ଆଇଆରସି) ନୂଆ ସଭାପତି ହୋଇଛନ୍ତି ପ୍ରଫେସର ମନୋରଞ୍ଜନ ପରିଡ଼ା। ନଭେମ୍ବର ୧୧ ତାରିଖରେ ରାୟପୁରରେ ଆୟୋଜିତ ଆଇଆରସିର ସ୍ଵତନ୍ତ୍ର ଅଧିବେଶନରେ ସେ ସଂଗଠନର ସଭାପତି ନିର୍ବାଚିତ ହୋଇଛନ୍ତି।...

ଜାଣନ୍ତୁ ଏମିତି କିଛି ଦେଶ ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ବହୁତ ଅଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କିଛି ମାତ୍ରାରେ ହ୍ରାସ...

ଦୋଷୀ କିମ୍ବା ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଅସାମ୍ବିଧାନିକ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଭିନ୍ନ ରାଜ୍ୟରେ ହେଉଥିବା ବୁଲଡୋଜର ଆକ୍ସନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଉପରେ ଅଙ୍କୁଶ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୪୩ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା...