ଜମ୍ମୁ କଶ୍ମୀର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଲୋକ, ଜଣେ ଡାକ୍ତରଙ୍କ ସମେତ ୬ ଜଣ ଶ୍ରମିକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ରବିବାର ରାତିରେ ଗାନ୍ଦରବଲ ଜିଲ୍ଲାରେ ଏହି ଘଟଣା ଘଟିଛି। ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନାରେ ଜଣେ ଡାକ୍ତରଙ୍କ ସମେତ ୬...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଅକ୍ଟୋବର ୨୩ରେ ବାତ୍ୟା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା...
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଦ୍ଵିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୪୬୨ ରନରେ ଅଲଆଉଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଙ୍ଗାଳୁରୁରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ଉପୁଜିଛି। ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ଵିତୀୟ ଇନିଂସରେ...
ସାଇବର ଅପରାଧୀଙ୍କ ନୂଆ ଟେକ୍ନିକ୍ ‘ଡିଜିଟାଲ ଆରେଷ୍ଟ’
ମିନତି ମିଶ୍ର
ସାଇବର ଅପରାଧୀଙ୍କ ନୂଆ ଅସ୍ତ୍ର ପାଲଟିଛି ‘ଡିଜିଟାଲ ଆରେଷ୍ଟ’। ଏହା ମାଧ୍ୟମରେ ଲୋକଙ୍କୁ ଠକି ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା। ଏହି ଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ।...
ମୁମ୍ବାଇ: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ମୁମ୍ବାଇରେ ନିବେଶକ ସମ୍ମିଳନୀ କରିଛନ୍ତି ଓଡ଼ିଶା ସରକାର। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାରେ ବିଭିନ୍ନ...
ଯୁଦ୍ଧ ସଙ୍କଟବେଳେ ଭାରତ ଭରସା: କାହିଁକି ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି ଇରାନ ରାଷ୍ଟ୍ରପତି?
ମିନତି ମିଶ୍ର
ଇସ୍ରାଏଲ ଓ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ସମ୍ଭାବନା ମାଧ୍ୟପ୍ରାଚ୍ୟକୁ ବଡ଼ ବିପଦ ଆଡ଼କୁ ଟାଣି ନେଉଛି। ଏହି ଦୁଇ ଦେଶ ସିଧାସଳଖ ମୁହାଁମୁହିଁ ହେଲେ ଏହାର ପ୍ରଭାବ ସାରା ବିଶ୍ଵରେ...
ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ: ଭାଇରାଲ ହେଉଛି ଶେଷ ସମୟର ଭିଡିଓ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଜାରେ ଗୁରୁବାର ଦିନ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ ହୋଇଛନ୍ତି। ଏହାସହ ଏହି ଆକ୍ରମଣରେ ଅନ୍ୟ ହମାସର ଅନ୍ୟ ୩ ଜଣ ବରିଷ୍ଠ ସଦସ୍ୟଙ୍କ ମୃତ୍ୟୁ...
ରସାୟନ ଉଦ୍ୟୋଗ କ୍ଷେତ୍ରରେ ଆହୁରି ବିକଶିତ ହେବ ଓଡ଼ିଶା – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ କେମ ୨୦୨୪’ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ‘ଇଣ୍ଡିଆ କେମ ୨୦୨୪’...
ପୁଣି ଆସିଲା ହତ୍ୟା ଧମକ୍: ବିପଦରେ ସଲମାନ ଖାନଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଙ୍କଟରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜୀବନ। ସଲମାନଙ୍କ ପାଖକୁ ପୁଣି ଆସିଲା ପୁଣି ହତ୍ୟା ଧମକ୍। ଏବେ ଭୟରେ ଅଛନ୍ତି ଭାଇଜାନ୍।
ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା...
ଏଆଇ ମାଧ୍ୟମରେ ସ୍ପାମ କଲ୍ ଓ ମେସେଜ ରୋକୁଛି ଏୟାରଟେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଗୁରୁବାର ଏୟାରଟେଲ୍ ଓଡ଼ିଶା ପକ୍ଷରୁ ସାଇବର ସୁରକ୍ଷା ଉପରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ସ୍ପାମ କଲ୍ ରୋକିବା ପାଇଁ ଏୟାରଟେଲ୍ର ନୂଆ 'ଏଆଇ' କ୍ଷମତା ସମ୍ପନ୍ନ...





















