ଟ୍ରେନ୍ ଟିକେଟ୍ ବୁକିଂ ସମୟସୀମାରେ ପରିବର୍ତ୍ତନ: ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ କରିହେବ ଅଗ୍ରୀମ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ୍ ଟିକେଟ୍ ବୁକିଂ ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଏବେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଅଗ୍ରୀମ ଟ୍ରେନ୍ ଟିକେଟ୍ ବୁକିଂ କରିହେବ। ଏନେଇ ଗୁରୁବାର...
ନିକିତା ପୋରଓ୍ଵଲ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୪ ମୁକୁଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକିତା ପୋରଓ୍ଵଲ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୪ ମୁକୁଟ। ବୁଧବାର ରାତିରେ ମୁମ୍ବାଇର ଓ୍ଵର୍ଲିଠାରେ ଆୟୋଜିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ନିକିତା। ଦାଦ୍ରା ଓ ନଗର ହାଭେଳିର...
ଏସସିଓ ସମ୍ମିଳନୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର
ମିନତି ମିଶ୍ର
ଜାଣନ୍ତୁ ଏସସିଓ ସମ୍ମିଳନୀ କ’ଣ ଏବଂ ଭାରତ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?
ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପାକିସ୍ତାନରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେଇ ଭାରତ ଫେରିଛନ୍ତି। ଉଭୟ...
ବିହାରରେ ବିଷାକ୍ତ ମଦ ନେଲାଣି ୨୬ ଜୀବନ, ଏବେ ବି ଅନେକ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ପୁଣି ଜୀବନ ନେଇଛି ବିଷାକ୍ତ ମଦ। ଗତ ଦୁଇ ଦିନରେ ବିଷାକ୍ତ ମଦ ପିଇ ବିହାରରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ...
ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ। ଦ୍ଵିତୀୟ ଥର ପାଇଁ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଗୁରୁବାର ହରିୟାଣାର ରାଜ୍ୟପାଳ ବନ୍ଦାରୁ ଦାତ୍ତାତ୍ରେୟ ତାଙ୍କୁ ପଦ...
ଭାରତରେ ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିରେ ବଡ଼ ପରିବର୍ତ୍ତନ: ଖୋଲିଲା ଆଖି ଓ ହାତରେ ସମ୍ବିଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବଦଳିଛି ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିର ରୂପରେଖ। କୋର୍ଟରେ ଆଖିରେ କଳାପଟି ବାନ୍ଧିଥିବା ଯେଉଁ ନ୍ୟାୟଦେବୀଙ୍କ ମୂର୍ତ୍ତି ଆମେ ଦେଖୁଥିଲେ ଏଣିକି ଆଉ ଦେଖିବାକୁ ମିଳିବନି। ଏବେ ପ୍ରତିମୂର୍ତ୍ତିର ଆଖିରେ ଲାଗିଥିବା...
ଚାଲିଲାନି ଆଲିଆଙ୍କ ‘ଜିଗରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ହିନ୍ଦୀ ସିନେମା ‘ଜିଗରା’ ଇତି ମଧ୍ୟରେ ରିଲିଜ ହୋଇଯାଇଛି। ହେଲେ ବକ୍ସ ଅଫିସରେ ସିନେମାଟିକୁ ମିଳିପାରିନି ଆଖି ଦୃଶିଆ ସଫଳତା। ଗତ ୧୦ ବର୍ଷ...
ଅକ୍ଟୋବର ୨୩ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୩ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମୟୂରଭଞ୍ଜରେ ପହଞ୍ଚି ୩ଟି ନୂଆ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ...
ନାଏବ ସିଂ ସୈନୀ ହେବେ ହରିଆଣାର ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିଆଣାର ମୁଖ୍ୟମନ୍ତ୍ରୀ ହେବେ ନାଏବ ସିଂ ସୈନୀ। ଦ୍ଵିତୀୟ ଥର ପାଇଁ ସେ ହରିଆଣର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତି ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଏବ ସିଂଙ୍କୁ...
କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି: ୬ଟି ରବି ଫସଲର ବଢ଼ିଲା ଏମଏସପି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଭାରତରେ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ବର୍ଷ ୨୦୨୫-୨୬ ପାଇଁ ୬ଟି ରବି ଫସଲର ଏମଏସପି ବଢ଼ାଯାଇଛି। ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...





















