ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଦ୍ଵିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୪୬୨ ରନରେ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବେଙ୍ଗାଳୁରୁରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ଉପୁଜିଛି। ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ଵିତୀୟ ଇନିଂସରେ...

କେନ୍ଦୁଝର ଜିଲ୍ଲାରେ ବହୁମୁଖୀ ଇନଡୋର ଷ୍ଟାଡିୟମ: ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ତୃଣମୂଳ ସ୍ତରରୁ ପ୍ରସ୍ତୁତ ହେଉଛନ୍ତି...

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ବିଲ, ଯୋଡ଼ା, ଆନନ୍ଦପୁର ଓ ଚମ୍ପୁଆରେ ଓମ୍ବାଡସି ସହାୟତାରେ ଷ୍ଟାଡିୟମ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍ ଓ ଭାରୋତ୍ତୋଳନ ଅଭ୍ୟାସ ପାଇଁ ସୁବିଧା ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ (କେନ୍ଦୁଝର): ଆଦିବାସୀ ବହୁଳ...

ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍, ବେଙ୍ଗାଳୁରୁରେ ମୁହାଁମୁହିଁ ହେବେ ଦୁଇ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍। ଏଥିପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ବେଙ୍ଗାଳୁରୁର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ସିରିଜ୍ ପାଇଁ ଭାରତୀୟ...

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍: ପଶ୍ଚିମବଙ୍ଗ ଚାମ୍ପିୟନ୍‌, ଓଡ଼ିଶା ରନର୍ସଅପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦଯାପିତ ହୋଇଛି। ପ୍ରତିଯୋଗିତାରେ ୨୫୫ ପଏଣ୍ଟ ସହ ପଶ୍ଚିମବଙ୍ଗ ଚାମ୍ପିୟନ୍ ହୋଇଥିବାବେଳେ ୨୧୯ ପଏଣ୍ଟ ସହ ଟିମ୍ ଓଡ଼ିଶା...

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ: ଦ୍ଵିତୀୟ ଦିନ ଓଡ଼ିଶାକୁ ୨୪ଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଦ୍ଵିତୀୟ ଦିନରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି। ସେଥିମଧ୍ୟରୁ ୧୦ଟି ସ୍ଵର୍ଣ୍ଣ, ୬ଟି ରୌପ୍ୟ ଏବଂ ୮ଟି ବ୍ରୋଞ୍ଜ...

କଳିଙ୍ଗ ଷ୍ଟାଡିୟମରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ: ପ୍ରଥମ ଦିନ ଓଡ଼ିଶାକୁ ୨୭ଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ସୋମବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଓଡ଼ିଶାକୁ ୨୭ଟି ପଦକ ମିଳିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର...

ଡିସେମ୍ବର ୨୮ରୁ ହକି ଇଣ୍ଡିଆ ଲିଗ୍: ଓଡ଼ିଶାରୁ ଖେଳିବେ ଉଭୟ ପୁରୁଷ ଏବଂ ମହିଳା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୬ଟି ମହିଳା ଦଳ ଅଂଶଗ୍ରହଣ କରିବେ।...

ଭାରତ-ବାଂଲାଦେଶ ଟେଷ୍ଟ: କାନପୁରରେ ମ୍ୟାଚ ଜିତି ସିରିଜ୍ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। କାନପୁରରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟକୁ ୭ ୱିକେଟରେ ଜିତି ନେଇ ୨-୦ରେ ସିରିଜ୍ କ୍ଲିନ୍ ସୁଇପ୍...

ଚେସ୍ ଅଲିମ୍ପିଆଡର ସ୍ୱର୍ଣ୍ଣ ବିଜୟୀ ଭାରତୀୟ

ଆଶିଷ କୁମାର ରାୟ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡରେ ଭାରତକୁ ମିଳିଛି ଅବିଶ୍ୱସନୀୟ ସଫଳତା। ଭାରତର ଚେସ୍ ତାରକାମାନେ ଉଭୟ ଓପନ୍ ବିଭାଗ ଓ ମହିଳା ବିଭାଗରେ ଚାମ୍ପିଆନ ହୋଇ...

ଚେସ୍ ଅଲିମ୍ପିଆଡରେ ଭାରତକୁ ଅବିଶ୍ୱସନୀୟ ସଫଳତା

ଆଶିଷ କୁମାର ରାୟ ଭାରତୀୟ କ୍ରୀଡ଼ା ଇତିହାସରେ ସେପ୍ଟେମ୍ବର ୨୨ ତାରିଖ ରବିବାର ଦିନଟି ଥିଲା ଏକ ସ୍ୱର୍ଣ୍ଣିମ ଦିବସ। ଏହି ଦିନ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ସମ୍ପନ୍ନ ହୋଇଥିବା ଚେସ୍ ଅଲିମ୍ପିଆଡରେ ଆମ...