ICC World Cup

ବିଶ୍ୱକପ ୨୦୧୯ – ଧାୱନ ଆଉଟ୍, ରିଷଭ ଇନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆହତ ଯୋଗୁଁ ବିଶ୍ୱକପରୁ ବାହାର ହେଲେ ଶିଖର ଧାୱନ। ଧାୱନଙ୍କ ସ୍ଥାନରେ ଟିମ୍‌ରେ ଖେଳିବେ ରିଷଭ ପନ୍ତ। ଟିମ୍‌ ଇଣ୍ଡିଆକୁ ଫେରିବେନି ଧାୱନ। ଆହତ କାରଣରୁ କ୍ରିକେଟ୍‌ ବିଶ୍ୱକପ ୨୦୧୯ରୁ ବାହାର ହେଲେ...

ଆଫଗାନିସ୍ତାନକୁ ୩୯୮ ରନ୍‌ର ବଡ଼ ସ୍କୋର ଟାର୍ଗେଟ୍‌ ଦେଲା ଇଂଲଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋର୍ଗାନଙ୍କ ଧୂଆଁଧାର ୧୭ ଛକା ବଳରେ ଆଫଗାନିସ୍ତାନ ଆଗରେ ରନ୍‌ର ପାହାଡ଼ ଛିଡ଼ା କଲା ଇଂଲଣ୍ଡ। ଜିତିବା ପାଇଁ ଅଫଗାନ ଆଗରେ ୩୯୮ ରନ୍‌ର ବିଜୟଲକ୍ଷ୍ୟ। ମାଞ୍ଚେଷ୍ଟରରେ ଛକା, ଚୌକା ବର୍ଷା। ମଙ୍ଗଳବାର...

ମାଞ୍ଚେଷ୍ଟରରେ ମୋର୍ଗାନଙ୍କ ରାଜୁତି – ୧୭ ଛକା ମାରି ଗେଲଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ ୨୪ତମ ମ୍ୟାଚରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଆଫଗାନିସ୍ତାନ। ମାଞ୍ଚେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ର ଅଧିନାୟକ ଇୟନ ମୋର୍ଗାନଙ୍କ ରାଜୁତି ଦେଖିବାକୁ ମିଳିଛି।...

ବିଶ୍ଵକପରେ ଆଜି ଇଂଲଣ୍ଡ-ଆଫଗାନିସ୍ତାନ ମଧ୍ୟରେ ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଞ୍ଚେଷ୍ଟରରେ ଇଂଲଣ୍ଡକୁ ଭେଟିବ ଆଫଗାନିସ୍ତାନ। ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ମଙ୍ଗଳବାର କ୍ରିକେଟ୍‌ ମହାସମରରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଛି କଡ଼ା ମୁକାବିଲା। ଲଣ୍ଡନର ମାଞ୍ଚେଷ୍ଟରଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ...

ବିଶ୍ଵକପ ୨୦୧୯ – ‘ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ’ ପାଇଁ ଦାବିଦାର ୪ ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ଵକପ ଭଳି ଏକ ବଡ ପ୍ଲାଟଫର୍ମରେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଜିତିବା ସବୁ ଖେଳାଳିଙ୍କ ସ୍ଵପ୍ନ। ପୂର୍ବରୁ ବିଶ୍ଵକପରେ ମାର୍ଟିନ କ୍ରୋଓ୍ଵି, ଯୁବରାଜ ସିଂ, ମିଚେଲ ଷ୍ଟାର୍କ, ସଚିନ ତେନ୍ଦୁଲକର...

ବିଶାଳ ସ୍କୋର ସତ୍ତ୍ୱେ କାହିଁକି ହାରିଲା ଓ୍ୱେଷ୍ଟଇଣ୍ଡିଜ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପର ସୋମବାର ୨୩ତମ ମ୍ୟାଚରେ ବାଂଲାଦେଶ ଦମଦାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ଓ୍ୱେଷ୍ଟଇଣ୍ଡିଜକୁ ୭ ଓ୍ୱିକେଟରେ ପରାସ୍ତ କରିଛି। ୩୨୧ ରନର ପିଛା କରି ବାଂଲାଦେଶ ୪୧.୩...

ବାଂଲାଦେଶକୁ ୩୨୨ରନର ଟାର୍ଗେଟ ଦେଲା ଓ୍ଵେଷ୍ଟଇଣ୍ଡିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋମବାର ଆଇସିସି କ୍ରିକେଟ୍‌ ବିଶ୍ୱକପର ୨୪ତମ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିଛି ବାଂଲାଦେଶ। ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ଇଣ୍ଡିଜ୍‌ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଫଳରେ ଓ୍ଵେଷ୍ଟଇଣ୍ଡିଜ...

ପାକିସ୍ତାନ ଉପରେ ଆଉ ଏକ ‘ଷ୍ଟ୍ରାଇକ’ କଲା ଭାରତ – ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଭାରତ ମ୍ୟାଚ ଜିତିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ‘‘ପାକିସ୍ତାନ ଉପରେ ଭାରତର ଆଉ ଏକ...

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା – ଅଗାମୀ ୩ଟି ମ୍ୟାଚ୍‌ ଖେଳିବେନି ଭୁବନେଶ୍ୱର କୁମାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ୍‌ ବିଶ୍ୱକପରେ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଜବରଦସ୍ତ ଲଢ଼େଇ। ଭାରତ ଏହି ମହାଯୁଦ୍ଧରେ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ହେଲେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଏକ...

ପାକିସ୍ତାନ ସାମ୍ନାରେ ୩୩୭ ରନର ଟାର୍ଗେଟ ରଖିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନ ଟିମ୍ ଆଗରେ ରନର ପାହାଡ଼ ଛିଡ଼ା କରିଛି ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୩୬ ରନ କରିଛି ଟିମ୍ ଇଣ୍ଡିଆ। ୩୩୭ ରନର ବିଜୟ...