ଭାରତ-ବାଂଲାଦେଶ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ, ଶିଭମ ଦୁବେ ନୂଆ ମୁହଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ବାଂଲାଦେଶ ଟି- ୨୦ କ୍ରିକେଟ୍ ସିରିଜର ପ୍ରଥମ ମ୍ୟାଚ୍ ଆଜି ଦିଲ୍ଲୀରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ଦଳ ପ୍ରଥମେ ଟସ୍ ଜିତି ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଛି।...

ଭାରତ-ବାଂଲାଦେଶ ଟି-୨୦ ସିରିଜରେ କୋହଲିଙ୍କ ରେକର୍ଡ ଭାଙ୍ଗିବେ ରୋହିତ ଶର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ବାଂଲାଦେଶ ଭିତରେ ଖେଳାଯିବାକୁ ଥିବା ଟି-୨୦ ସିରିଜରେ ରୋହିତ ଶର୍ମା ପୁଣି ଏକ ରେକର୍ଡ କରିବାକୁ ଯାଉଛନ୍ତି। ଏହି ରେକର୍ଡ ଦ୍ୱାରା ସେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ...

ବାତିଲ୍ ହୋଇପାରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦!

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ–ବାଂଲାଦେଶ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍ ବାତିଲ୍ ହୋଇପାରେ। ଦିଲ୍ଲୀ ପ୍ରଦୁଷଣର ମାତ୍ରା ଅଧିକ ବଢ଼ିଯାଇଥିବାରୁ ଏହି ମ୍ୟାଚ୍ ବାତିଲ ହେବ ବୋଲି ଶୁଣିବାକୁ ମିଳୁଛି। ତେବେ ଏ ନେଇ...

ଆଜି ଭାରତ-ବାଂଲାଦେଶ ପ୍ରଥମ ଟି-୨୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ। ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ...
FIH Hockey Olympic

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ପୁରୁଷ ହକି ଟିମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ  କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଲେ ଭାରତୀୟ ପୁରୁଷ ଏବଂ ମହିଳା ହକି ଟିମ୍‌। ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାୟାର ମ୍ୟାଚ୍‌ରେ ଉଭୟ ଟିମ୍‌ ଦମ୍‌ଦାର ପ୍ରଦର୍ଶନ କରି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା...

ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍‌

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ ମହିଳା ହକି ଟିମ୍‌କୁ ମିଳିଲା ଟୋକିଓ ଅଲମ୍ପିକ୍ସ ଟିକେଟ। ଯୋଗ୍ୟତା ପର୍ଯ୍ୟାୟ ଦ୍ଵିତୀୟ ମ୍ୟାଚରେ ଆମେରିକାଠାରୁ ହାରି ମଧ୍ୟ ଭାରତ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ...

୨ ଓଡ଼ିଆ କ୍ରିକେଟରଙ୍କୁ ଦୁଇ ବର୍ଷ ବାସନ୍ଦ କଲା ବିସିସିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ଓଡ଼ିଶାର ଦୁଇ ପ୍ରତିଭାବାନ୍ ଖେଳାଳି ରାଜେଶ ମହାନ୍ତି ଓ କ୍ରୀଷ୍ଣା ପଲେଇ ବୟସ ଜାଲିଆତି ଅଭିଯୋଗରେ ଦୁଇବର୍ଷ ବାସନ୍ଦ ହୋଇଛନ୍ତି। ବିସିସିଆଇ ତରଫରୁ ଏହି ଦୁଇ ଖେଳାଳିଙ୍କୁ ବାସନ୍ଦ...

ଟୋକିଓ ଟିକେଟ୍ ଟିକିଏ ଦୂର – କଳିଙ୍ଗ ଷ୍ଟାଡିୟମରେ ଲିଗ୍ ମ୍ୟାଚ୍ ଜିତିଲା ଭାରତୀୟ ମହିଳା ହକି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଅଛି ଭାରତୀୟ ମହିଳା ହକି ଦଳ। ଦଳ ଶୁକ୍ରବାର ଲିଗ୍ ପର୍ଯ୍ୟାୟରେ ଆମେରିକାକୁ ୫-୧ ଗୋଲରେ ହରାଇ ଦେଇଛି। ଏହାସହ...

ଭାରତକୁ ଝଟ୍‌କା – ବାଂଲାଦେଶ ସିରିଜ ପୂର୍ବରୁ ରୋହିତ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶ ବିପକ୍ଷ ସିରିଜ୍ ପୂର୍ବରୁ ଭାରତୀୟ ଓପନର ରୋହିତ ଶର୍ମା ଆହତ ହୋଇଛନ୍ତି। ଶୁକ୍ରବାର ଅଭ୍ୟାସ ସମୟରେ ତାଙ୍କ ଗୋଡ଼ରେ ବଲ ବାଜି ସେ ଆହତ ହୋଇଛନ୍ତି। ଥ୍ରୋ ଡାଉନ୍ ଅଭ୍ୟାସ କରିବା...

ଟୋକିଓ ପାଇଁ ଟିକେଟ୍ – କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ ଟିକେଟ୍‌ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ପ୍ରତିପକ୍ଷ ଦଳକୁ ଭେଟିବେ ଉଭୟ ଭାରତୀୟ ମହିଳା ଓ ପୁରୁଷ ହକି ଦଳ। ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟର ଦୁଇଟି ମ୍ୟାଚ୍ ଆଜି...