ଗୌତମ ଗମ୍ଭୀର: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ହୋଇଛନ୍ତି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ...
ପ୍ୟାରିସ୍ ଅଲିମ୍ପିକ୍ସ: ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଥିବା ଓଡ଼ିଶାର ଦୁଇ ଯୁବ ତାରକା ଅମିତ ରୋହିଦାସ ଏବଂ କିଶୋର ଜେନାଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଉଭୟଙ୍କୁ...
ସ୍ଵଦେଶ ଫେରିଲା ବିଶ୍ଵ ବିଜୟୀ ଟିମ୍ ଇଣ୍ଡିଆ: ନୂଆଦିଲ୍ଲୀରେ ଜୋରଦାର ସ୍ଵାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାର୍ବାଡୋସରୁ ସ୍ଵଦେଶ ଫେରିଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ସେମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ହଜାର ହଜାର କ୍ରିକେଟପ୍ରେମୀ ଖେଳାଳିମାନଙ୍କୁ ଜୋରଦାର ସ୍ଵାଗତ କରିଥିଲେ।
ନୂଆଦିଲ୍ଲୀରେ ପାହାଞ୍ଚିବା ପରେ...
ଆସନ୍ତାକାଲି ସ୍ଵଦେଶ ଫେରୁଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାର୍ବାଡୋସରୁ ସ୍ଵଦେଶ ଫେରୁଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ। ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନ ବୁଧବାର ଅପରାହ୍ଣରେ ଭାରତୀୟ ଖେଳାଳି ଓ...
ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟଥର ପାଇଁ ଟି-ଟ୍ଵେଣ୍ଟି ବିଶ୍ବ ଚାମ୍ପିୟନ ହେଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-ଟ୍ଵେଣ୍ଟି ବିଶ୍ଵକପ ୨୦୨୪ର ଚାମ୍ପିୟନ ହୋଇଛି ଭାରତ। ଶନିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ବିଶ୍ବକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଏଥିସହ...
ଟି-ଟ୍ୱେଣ୍ଟି ବିଶ୍ଵକପ: ଆଜି ମେଗା ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ମେଗା ଫାଇନାଲ। ବାରବାଡୋସର କେନସିଂଟନ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ଦ୍ଵିତୀୟଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ଵକପ ଜିତି କୋଟି କୋଟି...
ତୃତୀୟଥର ଟି-ଟ୍ୱେଣ୍ଟି ବିଶ୍ଵକପ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ପୂର୍ବରୁ ରହିଛି କିଭଳି ରେକର୍ଡ?
ଓଡ଼ିଶାଲାଇଭ୍ ବ୍ୟୁରୋ
ତୃତୀୟଥର ପାଇଁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ଫାଇନାଲ ଖେଳିବ ଭାରତ। ଚଳିତ ବିଶ୍ଵକପରେ ଗୁରୁବାର ହୋଇଥିବା ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶନିବାର ଦଳ ବିଶ୍ଵକପ...
ଆଇସିସି ଟି-ଟ୍ଵେଣ୍ଟି ବିଶ୍ୱକପ୍: ଇଂଲଣ୍ଡକୁ ହରାଇ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-ଟ୍ଵେଣ୍ଟି ବିଶ୍ୱକପରେ ଗୁରୁବାର ହୋଇଥିବା ଦ୍ଵିତୀୟ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରିଛି ଭାରତ। ଏହାସହ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଶନିବାର...
ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଭାରତୀୟ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ୩୩ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଛି ଅଲିମ୍ପିକ୍ସ ୨୦୨୪। ଫ୍ରାନ୍ସର ପ୍ୟାରିସରେ ହେବାକୁଥିବା ଏହି ପ୍ରତିଯୋଗିତାର ବିଭିନ୍ନ ଖେଳରେ ଭାରତର ୧୯୫ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଅଗଷ୍ଟ ୧୧ ପର୍ଯ୍ୟନ୍ତ...
ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ: ଆଜି ଦ୍ଵିତୀୟ ସେମି ଫାଇନାଲରେ ଭାରତ-ଇଂଲଣ୍ଡ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପର ଦ୍ଵିତୀୟ ସେମି ଫାଇନାଲରେ ଆଜି ଭାରତ-ଇଂଲଣ୍ଡ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ...





















