ଓଡ଼ିଶାଲାଇଭ୍‍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥିତ ଓଡ଼ିଶାଭବନ ଠାରେ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍- ୨୦୧୭ର ଲୋଗୋ ଓ ଟି-ସାର୍ଟ ଉନ୍ମୋଚନ କରିଛନ୍ତି।

ନୀଳାଚଳ ଟେନିସ୍ ଏକାଡେମୀ ଦ୍ୱାରା ଆୟୋଜିତ ଏହି ଟେନିସ୍ ଲିଗ୍ ଓଡ଼ିଶାରେ ଆସନ୍ତା ନଭେମ୍ବର ମାସଠାରୁ ଆରମ୍ଭ ହେବ।

ଏଥିରେ ଓଡିଶାର ମୋଟ୍ ୮ଟି ଟିମ୍ ଭାଗ ନେବେ।

ଏହି ଟିମ୍‌‍ଗୁଡିକ ହେଲା ଅନୁଗୋଳ ଏକରସ୍, ଭଦ୍ରକ ଭିକ୍ଟରସ୍, କଟକ କଙ୍କରର୍ସ୍‍ , ଖୋର୍ଦ୍ଧା ୱାରିୟରସ୍ , କେନ୍ଦ୍ରାପଡା କଣ୍ଟେଣ୍ଡରସ୍ନ, ପୁରୀ ୱେଭରସ୍, ସମ୍ବଲପୁର ସ୍କୁଟରସ୍ ଏବଂ ସୁନ୍ଦରଗଡ ଭିରାନସ୍।

Tags: Chief Minister, Naveen Patnaik,Odisha Tennis Premier League-2017, Odisha Tennis Premier League, Neelachal Tennis Academy

LEAVE A REPLY

Please enter your comment!
Please enter your name here