ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮-୧୯ ବର୍ଷ ପାଇଁ ବାର୍ଷିକ ବଜେଟ୍ ଲୋକସଭାରେ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଛନ୍ତି ଏହି ବଜେଟ୍। ଜେଟଲୀଙ୍କ ଏହା ପଞ୍ଚମ ବଜେଟ୍।

୨୦୧୭-୧୮ ବଜେଟ୍‌ର ମୁଖ୍ୟାଶଂ

  • ଚଳିତ ବଜେଟ୍ କୃଷି ଓ ଗ୍ରାମ ଉନ୍ନୟନ ଉପରେ ଗୁରୁତ୍ଵ
  • କୃଷି ବଜାର ପାଇଁ ୨ ହଜାର କୋଟି ଟଙ୍କାର ବ୍ୟବସ୍ଥା
  • ମତ୍ସ୍ୟ ଆକ୍ବାକଲଚର୍ ପାଇଁ ୧୦କୋଟିର କର୍ପସ ପାଣ୍ଠି
  • କିଷାନ କରଜ ପାଇଁ ୧୧୦୦୦ କୋଟି ଫଣ୍ଡ
  • ୧୪୦୦କୋଟି ଟଙ୍କାର କୃଷି ସମ୍ପଦା ଯୋଜନାର ଶୁଭାରମ୍ଭ
  • ସମସ୍ତ ଖରିଫ୍ ଫସଲର ଏମଏସପି ଦୁଇଗଣା ହେବ।
  • ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା ହେବାକୁ ଲକ୍ଷ୍ୟ
  • ସ୍ମୁଲ, ଡାକ୍ତରଖାନା ଓ ପ୍ରତି ଗାଁ କୁ ସଡକ ଯୋଗାଇ ଦିଆଯିବ
  • ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ ଦେଢଗୁଣା ବଢିବ
  • ଦେଶରେ ଆଳୁ ଓ ପିଆଜ ଅମଳ ବୃଦ୍ଧି କରାଯିବ
  • ପଶୁ ଓ ମତ୍ସ୍ୟ ସମ୍ପଦ ଚାଷୀଙ୍କ ପାଇଁ କିଷାନ୍ କ୍ରେଡିଟ୍ କାର୍ଡ
  • ଚଳିତବର୍ଷ ୫୧ ଲକ୍ଷ୍ୟ ପକ୍କା ଘର ନିର୍ମାଣର ଯୋଜନା
  • ଚାଷୀଙ୍କୁ ଫସଲର ଉଚିତ୍ ମୂଲ୍ୟ ସୁନିଶ୍ଚିତ କରାଯିବ
  • ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ୧୪୦୦କୋଟି ଟଙ୍କା ଖର୍ଚ୍ଚ ହେବ
  • ଆସନ୍ତାବର୍ଷ ମଧ୍ୟରେ ୨କୋଟି ଶୌଚାଳୟ ନିର୍ମାଣ ହେବାର ଲକ୍ଷ୍ୟ
  • ବାଉଁଶ ଶିଳ୍ପକୁ ୧୨୯୦କୋଟି ରଙ୍କା ପ୍ରୋତ୍ସାହନ ଦିଆଯିବ
  • ଆଦିବାସୀ ପିଲାଙ୍କୁ ଉନ୍ନତ ଶିକ୍ଷା ବ୍ୟବସ୍ଥା
  • ମେଟ୍ରାରେ ବାୟୁ ପ୍ରଦୂଶଣକୁ ରୋକିବା ପାଇଁ ବିଶେଷ ବ୍ୟବସ୍ଥା
  • ବ୍ଲାକ୍ ବୋର୍ଡରୁ ଡିଜିଟାଲ ବୋର୍ଡ ଶିକ୍ଷା ବ୍ୟବସ୍ଥା ଲକ୍ଷ୍ୟ
  • କୃଷି ମାର୍କଟେ୍, ଗାଁ ଉନ୍ନତି ପାଇଁ ୨ ହଜାର କୋଟି ଟଙ୍କା
  • ପ୍ରତି ଗରିବ ପରିବାର ପାଇଁ ପ୍ରତତିବର୍ଷ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା
  • ଭଡୋଦରାରେ ରେଲେଓ୍ବ ବିଶ୍ବବିଦ୍ୟାଳୟ
  • ଆଦିବାସୀ ପିଲାଙ୍କ ପାଇଁ ଏକଲବ୍ୟ ସ୍କୁଲ
  • ପ୍ରଚଳନ ହେବ ହେଲ୍ଥ ପ୍ରୋଟେକସନ୍ ସ୍କିମ୍
  • ୪ ବର୍ଷ ଭିତରେ ଶିକ୍ଷାର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ
  • ରୋଗୀଙ୍କୁ ମାଗଣା ଚିକିତ୍ସା ଓ ନିଦାନ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ ହେବ

Comment