ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮-୧୯ ବର୍ଷ ପାଇଁ ବାର୍ଷିକ ବଜେଟ୍ ଲୋକସଭାରେ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଛନ୍ତି ଏହି ବଜେଟ୍। ଜେଟଲୀଙ୍କ ଏହା ପଞ୍ଚମ ବଜେଟ୍।
୨୦୧୭-୧୮ ବଜେଟ୍ର ମୁଖ୍ୟାଶଂ
- ଚଳିତ ବଜେଟ୍ କୃଷି ଓ ଗ୍ରାମ ଉନ୍ନୟନ ଉପରେ ଗୁରୁତ୍ଵ
- କୃଷି ବଜାର ପାଇଁ ୨ ହଜାର କୋଟି ଟଙ୍କାର ବ୍ୟବସ୍ଥା
- ମତ୍ସ୍ୟ ଆକ୍ବାକଲଚର୍ ପାଇଁ ୧୦କୋଟିର କର୍ପସ ପାଣ୍ଠି
- କିଷାନ କରଜ ପାଇଁ ୧୧୦୦୦ କୋଟି ଫଣ୍ଡ
- ୧୪୦୦କୋଟି ଟଙ୍କାର କୃଷି ସମ୍ପଦା ଯୋଜନାର ଶୁଭାରମ୍ଭ
- ସମସ୍ତ ଖରିଫ୍ ଫସଲର ଏମଏସପି ଦୁଇଗଣା ହେବ।
- ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା ହେବାକୁ ଲକ୍ଷ୍ୟ
- ସ୍ମୁଲ, ଡାକ୍ତରଖାନା ଓ ପ୍ରତି ଗାଁ କୁ ସଡକ ଯୋଗାଇ ଦିଆଯିବ
- ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ ଦେଢଗୁଣା ବଢିବ
- ଦେଶରେ ଆଳୁ ଓ ପିଆଜ ଅମଳ ବୃଦ୍ଧି କରାଯିବ
- ପଶୁ ଓ ମତ୍ସ୍ୟ ସମ୍ପଦ ଚାଷୀଙ୍କ ପାଇଁ କିଷାନ୍ କ୍ରେଡିଟ୍ କାର୍ଡ
- ଚଳିତବର୍ଷ ୫୧ ଲକ୍ଷ୍ୟ ପକ୍କା ଘର ନିର୍ମାଣର ଯୋଜନା
- ଚାଷୀଙ୍କୁ ଫସଲର ଉଚିତ୍ ମୂଲ୍ୟ ସୁନିଶ୍ଚିତ କରାଯିବ
- ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ୧୪୦୦କୋଟି ଟଙ୍କା ଖର୍ଚ୍ଚ ହେବ
- ଆସନ୍ତାବର୍ଷ ମଧ୍ୟରେ ୨କୋଟି ଶୌଚାଳୟ ନିର୍ମାଣ ହେବାର ଲକ୍ଷ୍ୟ
- ବାଉଁଶ ଶିଳ୍ପକୁ ୧୨୯୦କୋଟି ରଙ୍କା ପ୍ରୋତ୍ସାହନ ଦିଆଯିବ
- ଆଦିବାସୀ ପିଲାଙ୍କୁ ଉନ୍ନତ ଶିକ୍ଷା ବ୍ୟବସ୍ଥା
- ମେଟ୍ରାରେ ବାୟୁ ପ୍ରଦୂଶଣକୁ ରୋକିବା ପାଇଁ ବିଶେଷ ବ୍ୟବସ୍ଥା
- ବ୍ଲାକ୍ ବୋର୍ଡରୁ ଡିଜିଟାଲ ବୋର୍ଡ ଶିକ୍ଷା ବ୍ୟବସ୍ଥା ଲକ୍ଷ୍ୟ
- କୃଷି ମାର୍କଟେ୍, ଗାଁ ଉନ୍ନତି ପାଇଁ ୨ ହଜାର କୋଟି ଟଙ୍କା
- ପ୍ରତି ଗରିବ ପରିବାର ପାଇଁ ପ୍ରତତିବର୍ଷ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା
- ଭଡୋଦରାରେ ରେଲେଓ୍ବ ବିଶ୍ବବିଦ୍ୟାଳୟ
- ଆଦିବାସୀ ପିଲାଙ୍କ ପାଇଁ ଏକଲବ୍ୟ ସ୍କୁଲ
- ପ୍ରଚଳନ ହେବ ହେଲ୍ଥ ପ୍ରୋଟେକସନ୍ ସ୍କିମ୍
- ୪ ବର୍ଷ ଭିତରେ ଶିକ୍ଷାର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ
- ରୋଗୀଙ୍କୁ ମାଗଣା ଚିକିତ୍ସା ଓ ନିଦାନ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ ହେବ








୨୦୧୮-୧୯ ବର୍ଷ ପାଇଁ ବାର୍ଷିକ ବଜେଟ୍ ଲୋକସଭାରେ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଛନ୍ତି ଏହି ବଜେଟ୍। ଜେଟଲୀଙ୍କ ଏହା ପଞ୍ଚମ ବଜେଟ୍।









