ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଫେବ୍ରୁଆରି  ୧୧ରେ ଭାରତ ଗସ୍ତରେ ଆସୁଛନ୍ତି।

ନେତାନ୍ୟାହୁ ଦିନିକିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ଏହି ଗସ୍ତ ପୂର୍ବରୁ ଚଳିତ ମାସ ଆରମ୍ଭରେ ଉଭୟ ନେତାଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଥିଲେ। ଏପ୍ରିଲ ୯ରେ ଇସ୍ରାଏଲରେ ସଂସଦୀୟ ନିର୍ବାଚନ ହେବାର ଅଛି। ନେତାନ୍ୟାହୁ ତିନିଥର ହେବ ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି।

Comment