ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ଓ କଂଗ୍ରେସ ପରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୧୦୦ ବିଧାନସଭା ଆସନ ପାଇଁ ତାଲିକା ଘୋଷଣା ହୋଇଛି। ଏହି ଆସନରେ ନୂଆ ପୁରୁଣା ମୁହଁକୁ ଦିଆଯାଇଛି ଅଗ୍ରାଧିକାର। ଏହାସହ ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ ମିଳିଛି ଟିକେଟ।

ଜାଣନ୍ତୁ କିଏ କେଉଁଠୁ?

ପଦ୍ମପୁର – ପ୍ରଦୀପ ପୁରୋହିତ

ବରଗଡ଼ – ଅଶ୍ୱିନୀ ଷଡ଼ଙ୍ଗୀ

ଅତାବିରା – ମିଲନ ସେଠ

ବ୍ରଜରାଜ ନଗର – ରାଧାରାଣୀ ପଣ୍ଡା

ତଲସରା – ଭବାନୀ ଭୋଇ

ସୁନ୍ଦରଗଡ଼ – କୁସୁମ ଟେଟେ

ବୀରମିତ୍ରପୁର – ଶଙ୍କର ଓରାମ

ରଘୁନାଥପାଲ୍ଲି – ଜଗବନ୍ଧୁ ବେହେରା

ରାଉରକେଲା – ନିହାର ରାୟ

ରାଜଗାଙ୍ଗପୁର – ନରସିଂହ ମିଞ୍ଜ

ବଣାଇ – ଅନିଲ ବାର୍ଲା

କୁଚିଣ୍ଡା – ରବି ନାରାୟଣ ନାୟକ

ରେଙ୍ଗାଳି – ନାଉରୀ ନାୟକ

ସମ୍ବଲପୁର – ଜୟନାରାୟଣ ମିଶ୍ର

ତେଲକୋଇ – ଧନୁଜୟ ସିଦ୍ଧୁ

ଘସିପୁରା – ପୃଥ୍ୱୀରାଜ କହଁର

ଆନନ୍ଦପୁର – ଭାଗିରଥି ସେଠୀ

ପାଟଣା – ଭବାନୀଶଙ୍କର ନାୟକ

କେନ୍ଦୁଝର – ମୋହନ ମାଝି

ଯଶୀପୁର – ଗଣେଶରାମ ଖୁଣ୍ଟିଆ

ସାରସକଣା – ଡକ୍ଟର ବୁଧାନ ମୁର୍ମୁ

ବାଙ୍ଗିରିପୋଷି – ସୁକୁଡା ମୁର୍ମୁ

କରଞ୍ଜିଆ – ପଦ୍ମଚରଣ ହାଇବ୍ରୁ

ଉଦଳା – ଭାସ୍କର ମଢ଼େଇ

ବଡ଼ସାହି – ସନାତନ ବିଜୁଳି

ବାରିପଦା – ପ୍ରକାଶ ସୋରେନ

ଜଳେଶ୍ୱର – ଜୟ ନାରାୟଣ ମହାନ୍ତି

ବାଲେଶ୍ୱର – ମଦନମୋହନ ଦତ୍ତ

ରେମୁଣା – ଗୋବିନ୍ଦ ଚନ୍ଦ୍ର ଦାସ

ସୋରୋ – ରାକେଶ ମଲ୍ଲିକ

ସିମୁଳିଆ – ପଦ୍ମଲୋଚନ ପଣ୍ଡା

ବାସୁଦେବପୁର – ମାଧବାନନ୍ଦ ମଲ୍ଲିକ

ଧାମନଗର – ବିଷ୍ଣୁ ସେଠୀ

ଚାନ୍ଦବାଲି – ମନମୋହନ ସାମଲ

ବିଞ୍ଝାରପୁର – ବବିତା ମଲ୍ଲିକ

ବରି – ବିଶ୍ୱରଞ୍ଜନ ମଲ୍ଲିକ

ବଡ଼ଚଣା – ଅମର ନାୟକ

ଧର୍ମଶାଳା – ତୁଷାର ପରିଡ଼ା

ଯାଜପୁର – ଗୌତମ ରାୟ

କୋରେଇ – ବିଶ୍ୱଜିତ ନାୟକ

ସୁକିନ୍ଦା – ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର

ହିନ୍ଦୋଳ – ଅଶୋକ ନାୟକ

କାମାକ୍ଷାନଗର – ଶତ୍ରୁଘ୍ନ ଜେନା

ପରଜଙ୍ଗ – ବିଭୁତି ପ୍ରଧାନ

ପାଲଲହଡ଼ା – ଅଶୋକ ମହାନ୍ତି

ତାଳଚେର – କାଳନ୍ଦୀ ସାମଲ

ଅନୁଗୁଳ – ପ୍ରତାପ ପ୍ରଧାନ

ଛେଣ୍ଡିପଦା – ଅଗସ୍ତି ବେହେରା

ଲୋଇସିଂହା – ମୁକେଶ ମହାଲିଙ୍ଗ

ପାଟଣାଗଡ଼ – କନକବର୍ଦ୍ଧନ ସିଂହଦେଓ

ଟିଟିଲାଗଡ଼ – ଅଶୋକ ଦୋରା

କଣ୍ଟାବାଞ୍ଜି – ଲକ୍ଷ୍ମଣ ବାଗ

ଖରିଆର – ରିତାରାଣୀ ବାଗ

ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର – ଗୌରୀ ମାଝି

ଲାଞ୍ଜିଗଡ଼ – ରମେଶ ମାଝି

ଜୁନାଗଡ଼ – ମନୋଜ ମେହେର

ଧର୍ମଗଡ଼ – ଅନନ୍ତ ପ୍ରତାପ ଦେଓ

ନର୍ଲା – ଅନିରୁଦ୍ଧ ପ୍ରଧାନ

ବାଲିଗୁଡ଼ା – କରେନ୍ଦ୍ର ମାଝି

ଜି ଉଦୟଗିରି – ଅର୍ଚ୍ଚନା ପ୍ରଧାନ

କଣ୍ଟାମାଳ – କହ୍ନେଇ ଡାଙ୍ଗ

ବୌଦ୍ଧ – ସୁଶାନ୍ତ ପ୍ରଧାନ

ବଡ଼ମ୍ବା – ବିଜୟ କୁମାର ଦଳବେହେରା

ବାରବାଟୀ-କଟକ – ସମୀର ଦେ

ଚୌଦ୍ୱାର-କଟକ – ନୟନକିଶୋର ମହାନ୍ତି

କଟକ-ସଦର – ଦିଲ୍ଲୀପ ମଲ୍ଲିକ

ସାଲେପୁର – ପ୍ରକାଶ ବେହେରା

ମାହାଙ୍ଗା – ସାରଦା ପ୍ରଧାନ

ଆାଳି – ଦୋଳଗୋବିନ୍ଦ ନାୟକ

ରାଜନଗର – ଅଲେଖ ଜେନା

ତିର୍ତ୍ତୋଲ – ପ୍ରଫେସର ରମାକାନ୍ତ ଭୋଇ

ବାଲିକୁଦା-ଏରସମା – ଡାକ୍ତର ଦାମୋଦର ରାଉତ

ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର

କାକଟପୁର – ତୁଷାକାନ୍ତି ବେହେରା

ନିମାପଡ଼ା – ପ୍ରଭାତି ପରିଡ଼ା

ବ୍ରହ୍ମଗିରି – ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

ସତ୍ୟବାଦୀ – ଓମପ୍ରକାଶ ମିଶ୍ର

ପିପିଲି – ଆଶ୍ରିତ ପଟ୍ଟନାୟକ

ଭୁବନେଶ୍ୱର (ମଧ୍ୟ) – ଜଗନ୍ନାଥ ପ୍ରଧାନ

ଏକାମ୍ର-ଭୁବନେଶ୍ୱର – ବାବୁ ସିଂହ

ଖୋର୍ଦ୍ଧା – କାଳୁଖଣ୍ଡାୟତ ରାୟ

ଚିଲିକା – ପୃଥ୍ୱୀରାଜ ହରିଚନ୍ଦନ

ରଣପୁର – ସୁରମା ପାଢ଼ୀ

ଖଣ୍ଡପଡ଼ା – ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ

ନୟାଗଡ଼ – ଇରାନୀ ରାୟ

ଭଞ୍ଜନଗର – ପ୍ରଦ୍ୟୁମ୍ନ ନାୟକ

ପୋଲସରା – ଗୋକୁଳାନନ୍ଦ ମଲ୍ଲିକ

ଖଲ୍ଲିକୋଟ- ଭାରତୀ ବେହେରା

ଆସ୍କା – ସରୋଜ ପାଢ଼ୀ

ସାନଖେମୁଣ୍ଡି – ବିଜୟ ସ୍ୱାଇଁ

ଗୋପାଳପୁର – ବିଭୁତି ଜେନା

ଚିକିଟି – ମନୋରଞ୍ଜନ ଦ୍ୟାନସାମନ୍ତରାୟ

ପାରଳାଖେମୁଣ୍ଡି – କେ ନାରାୟଣ ରାଓ

ବିଷମ-କଟକ – ଶିବଶଙ୍କର ଉଲ୍ଲାକା

କୋଟପାଡ଼ – ଖଗେଶ୍ୱର ପୂଜାରୀ

ପଟ୍ଟାଙ୍ଗୀ – ରାମଚନ୍ଦ୍ର ପାଙ୍ଗୀ

ମାଲକାନଗିରି – ଆଦିତ୍ୟ ମାଢ଼ୀ

Comment