ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି ରାହୁଲ ପ୍ରିୟଙ୍କ ଗାନ୍ଧି, ସିଚ୍ଚିନ ପାଇଲଟଙ୍କ ସମେତ ମନମୋହନ ସିଂଙ୍କ ନାଁ ଅଛି।

୧-ରାହୁଲ ଗାନ୍ଧି

୨-ପ୍ରିୟଙ୍କା ଗାନ୍ଧି

୩-ଟି.ଏସ.ସିଂ ଦେଓ

୪-ଜିତେନ୍ଦ୍ର ସିଂ

୫-ମନମୋହନ ସିଂ

୬-ନିରଞ୍ଜନ ପଟ୍ଟନାୟକ

୭-ନରସିଂହ ମିଶ୍ର

୮-କମଲ ନାଥ

୯-ଭୁପେଶ ବାଘେଲ

୧୦-ଭକ୍ତ ଚରଣ ଦାସ

୧୧-ଚିରଞ୍ଜିବ ବିଶ୍ୱାଳ

୧୨-ପ୍ରଦିପ ମାଝି

୧୩-ରାମଚନ୍ଦ୍ର ଖୁଣ୍ଟିଆ

୧୪-ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ

୧୫-ଜି ରୁଦ୍ର ରାଜୁ

୧୬-ଅନିଲ ଚୌଧୁରୀ

୧୭-ଶେଖ୍‌ ମସ୍ତାନ ଭାଲି

୧୮-ଆଦିତ୍ୟ ଶର୍ମା

୧୯-ସଚ୍ଚିନ ପାଇଲଟ

୨୦-ଜୟଦେବ ଜେନା

୨୧-ଶରତ ପଟ୍ଟନାୟକ

୨୨-ପ୍ରସାଦ ହରିଚନ୍ଦନ

୨୩-ଜଗନ୍ନାଥ ପଟ୍ଟନାୟକ

୨୪-ଗଣେଶ୍ୱର ବେହେରା

୨୫-ସୁଶ୍ମିତା ଦେଭ

୨୬-ନବଜୋତ ସିଂ ସିଦ୍ଧୁ

୨୭-ଖୁସବୁ

୨୮-ନଗମା

୨୯-ରଞ୍ଜିବ୍‌ ବିଶ୍ୱାଳ

୩୦-ରାଜ୍‌ ବବ୍‌ର

୩୧-ମହମ୍ମଦ ଆଝାରୁଦ୍ଦିନ

୩୨-ଗୁଲାମ୍‌ ନବି ଆଜାଦ୍

୩୩-ବିଶ୍ୱରଞ୍ଜନ ମହାନ୍ତି

୩୪-ଶରତ ରାଉତ

୩୫-ରାଗିଣି ନାୟକ

୩୬-ବିଜୟାଶାନ୍ତି

୩୭-ଶର୍ମିଷ୍ଠା ମୁଖାର୍ଜି

୩୮-ଶିବାନନ୍ଦ ରାୟ

୩୯-ପଦ୍ମକର ଗୁରୁ

୪୦-ପଞ୍ଚାନନ କାନୁନଗୋ

Comment