ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କନ୍ଧମାଳ ଲୋକସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। କନ୍ଧମାଳ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଡକ୍ଟରସାମନ୍ତ।

ନିଜର ଅନେକ ସମର୍ଥକ,ନେତା ଓ କର୍ମୀଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

କନ୍ଧମାଳ ଲୋକସଭା ଆସନରୁ ପ୍ରଥମ ଥର ନିର୍ବାଚନ ଲଢ଼ିବେ ଡକ୍ଟର ଅଚ୍ୟୁତ ସାମନ୍ତ। ପୂର୍ବରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କନ୍ଧମାଳରୁ ସାଂସଦ ଥିଲେ।

Comment