ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜୟ ମହାପାତ୍ରଙ୍କ ଯିବେ କୁଆଡ଼େ ଏହି ପ୍ରଶ୍ନ ଓ ଚର୍ଚ୍ଚାର ଆଜି ପୂର୍ଣ୍ଣଛେଦ ପଡ଼ିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ପୁଣିଥରେ ସାମିଲ ହୋଇଛନ୍ତି ବିଜୟ ମହାପାତ୍ର।

ଦଳୀୟ କାର୍ଯ୍ୟାଳୟରେ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ଦ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ବିଜୟ।

ତେବେ ବିଜେପିକୁ ଫେରିବା ପରେ ବିଜୟଙ୍କୁ ଦଳ କଣ ଦାୟିତ୍ୱ ଦେଉଛି ତାହା ଏଯାଏଁ ସ୍ପଷ୍ଟ ହୋଇନି ମାତ୍ର ବିଜୟ ଏ ନେଇ କହିଛନ୍ତି କି, “ଦଳ ଏ ନେଇ ନିଷ୍ପତ୍ତି ନେବ।”

LEAVE A REPLY

Please enter your comment!
Please enter your name here