ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏପ୍ରିଲ ପହିଲାରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସେ ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ହେବାକୁ ଥିବା ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବୋ
ପାରଳାଖେମୁଣ୍ଡି କାଶୀନଗରରେ ଆୟୋଜିତ ବିଶାଳ ଜନସମାବେଶରେ ଶାହ ଦିନ ୧୧ଟାରେ ଉଦବୋଧନ ଦେବୋ ସେହିଦିନ ୧ଟାରେ ଶାହ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଆଉ ଏକ ରାଲିରେ ଉଦବୋଧନ ଦେବୋ
ଫେବ୍ରୁଆରି ୧୫ରେ ଶାହ ସମ୍ବଲପୁର ଆସିବାର ଥିଲା। କିନ୍ତୁ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଗସ୍ତ ବାତିଲ ହୋଇଥିଲା।
ଆଜି ନରେନ୍ଦ୍ର ମୋଦି କୋରାପୁଟ ଜୟପୁର ଗସ୍ତରେ ଆସି ଓଡ଼ିଶାରେ ନିର୍ବାଚନ ପ୍ରଚାର କରି ଫେରି ଯାଇଛନ୍ତିା ନବୀନଙ୍କ ନାଁ ନନେଇ ମୋଦି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲୋ


















