ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଲେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓା ମୋରଡ଼ାରୁ ତାଙ୍କୁ ବିଜେଡି ଟିକେଟ ନଦେବାରୁ ସେ ଦଳ ଛାଡ଼ିଛନ୍ତିା ଏହାସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ପଦରୁ ମଧ୍ୟ ପ୍ରବୀଣ ଇସ୍ତଫା ଦେଇଛନ୍ତିା

୨୦୦୯ ଏବଂ ୨୦୧୪ରେ ପ୍ରବୀଣ ମୋରଡ଼ାରୁ ନିର୍ବାଚନ ଜିତି ଆସିଥିଲୋ ମୋରଡ଼ାରୁ କିଏ ବିଜେଡି ଟିକେଟ ନେବ ତାହା ଏଯାଏଁ ଚୂଡ଼ାନ୍ତ ହୋଇନାହିଁ। ପ୍ରବୀଣ ବିବାଦୀୟ ହୋଇପଡ଼ିଥିବାରୁ ତାଙ୍କୁ ବିଜେଡି ଟିକେଟ ଦେଉ ନଥିବା ଆଗୁଆ ସୂଚନା ପାଇବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛିା

ବିଜେପିରୁ ବିଜେଡିକୁ ଆସିଥିବା ରାଜକିଶୋର ଦାସ ମୋରଡ଼ା ପାଇଁ ଟିକେଟ ଲବିରେ ଅଛନ୍ତିା ଏଣୁ ପ୍ରବୀଣ ଭଞ୍ଜଦେଓ ବିଜେଡିରୁ ଇସ୍ତଫା ଦେଇଛନ୍ତିା

Comment