ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଘୋଷଣା ହେଲା କଂଗ୍ରେସର ୨ ଲୋକସଭା ୯ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା। ପୁଣି ରାତି ଅଧରେ କଂଗ୍ରେସ ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣନ୍ତୁ କାହାକୁ ମିଳିଲା ଟିକେଟ?

ଲୋକସଭା

କଟକ ଲୋକସଭା : ପଞ୍ଚାନନ କାନୁନଗୋ
ଯାଜପୁର ଲୋକସଭା : ମାନସ ଜେନା

ବିଧାନସଭା

ବେଗୁନିଆ : ପୃଥ୍ୱୀବଲ୍ଲଭ ପଟ୍ଟନାୟକ
ଯାଜପୁର : ସନ୍ତୋଷ କୁମାର ନନ୍ଦ
ବଡ଼ମ୍ବା : ବବି ମହାନ୍ତି
ପାରାଦୀପ : ଅରିନ୍ଦମ ସର୍ଖେଲ
ପିପିଲି : ଯୁଧିଷ୍ଠିର ସାମନ୍ତରାୟ
ବାଲେଶ୍ୱର : ମାନସ ଦାସ ପଟ୍ଟନାୟକ
ଧର୍ମଶାଳା : ସ୍କୃତିରେଖା ପହି
ହିନ୍ଦୋଳ : ତ୍ରିନାଥ ବେହେରା
କାମାକ୍ଷାନଗର : ଭବାନୀ ଶଙ୍କର ମହାପାତ୍ର

Comment