ଓଡ଼ିଶାଲାଇଭ୍ ବ୍ୟୁରୋ
ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଏଥର ରାଜନୀତିକ ଦୃଶ୍ୟପଟ୍ଟ ବଦଳିଛି। ଏଠାକାର ବିଜେଡି ନେତା ପ୍ରବୀଣ ଭଞ୍ଜଦେଓ ବିଜେପିରେ ଯୋଗ ଦେଇଥିବା ବେଳେ ବିଜେପିର ରାଜ କିଶୋର ଦାସ ବିଜେଡିରେ ଯୋଗ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ମୋରଡା ନିର୍ବାଚନମଣ୍ଡଳୀର ଚିତ୍ରଡାଠାରେ ବିଜେଡି ପକ୍ଷରୁ ରାଜକିଶୋର ଦାସଙ୍କୁ ସ୍ଵାଗତ କରାଯାଇଥିବା ବେଳେ ବାରିପଦାଠାରେ ବିଜେପି ପକ୍ଷରୁ ବିଧାୟକ ପ୍ରବୀଣ ଚନ୍ଦ୍ରଭଞ୍ଜଦେଓଙ୍କୁ ବିଜେପିକୁ ସ୍ଵାଗତ କର।ଯାଇଥିଲା।


















