ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ଲୋକସଭା ଆସନ ସହ ୨୮ବିଧାନସଭା ଆସନ ଲାଗି ଏପ୍ରିଲ ୧୧ରେ ନିର୍ବାଚନ ହେବ।

ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ ଦଳ (ବିଜେପି, ବିଜେଡି,କଂଗ୍ରେସ)ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି।

ମଙ୍ଗଳବାର ସଂଧ୍ୟାରୁ ପ୍ରଥମ ପର୍ଯ୍ୟାୟ ଲାଗି ପ୍ରଚାର ବନ୍ଦ ରହିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମତଦାନ ଶେଷ ହେବାର ୪୮ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ। ସେହିଅନୁସାରେ ନିୟମ ପାଳନ ଲାଗି ସଂପୃକ୍ତ ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କୁ ଅବଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here