ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦେଶର ୧୨ଟି ରାଜ୍ୟରେ ୯୫ଟି ଆସନରେ ମତାଦାନ ସନ୍ଧ୍ୟା ୬ଟାରେ  ଶେଷ ହୋଇଛିା ପର୍ଯ୍ୟାୟରେ ସାରାଦେଶରେ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛିା

ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖାଯାଇଥିଲେ ମଧ୍ୟ ଏଠାରେ ସର୍ବାଧିକ ଭୋଟିଂ ହୋଇଛିା ନିର୍ବାଚନ ଆୟୋଗଙ୍କ ମୁତାବକ, ପଶ୍ଚିମବଙ୍ଗରେ ୭୫.୨୭ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ ହୋଇଛିା

ସେହପରି ଦ୍ୱିତୀୟରେ ମଣିପୁର ରହିଛିା ମଣିପୁରରେ ୭୪.୬୯ ପ୍ରତିଶତ ମତଦାନ ହୋଇଛିା ପଡୁଚେରୀରେ ୭୨.୪୦, ଛତିଶଗଡ଼ରେ ୬୮.୭୦ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛିା

ତାମିଲନାଡୁରେ ୬୩, ବିହାରରେ ୫୮.୧୨, ଓଡ଼ିଶାରେ ୫୭.୪୧ ପ୍ରତିଶତ ଭୋଟିଂ ହୋଇଛିା


ରେକର୍ଡ ଅନୁସାରେ ଜମ୍ମୁ କଶ୍ମୀରରେ ସର୍ବନିମ୍ନ ମତଦାନ ହୋଇଛିା ଜମ୍ମୁ କଶ୍ମୀରରେ ୪୩.୩୭ ପ୍ରତିଶତ ଭୋଟିଂ ହୋଇଛିା ଏହି କ୍ରମରେ ମହାରାଷ୍ଟ୍ରରେ ୫୫. ୩୭ ପ୍ରତିଶତ ମତଦାନ ରେକର୍ଡ ହୋଇଛିା

 

Comment