ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛିା ଏହି ପର୍ଯ୍ୟାୟରେ ଭୋଟ ଦେଉଥିବା ଭୋଟରଙ୍କୁ ନ୍ୟାୟ ପାଇଁ ଭୋଟ ଦେବାକୁ ଅପିଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିା

‘‘ମତଦାନ ସମୟରେ ଆପଣଙ୍କୁ ଧ୍ୟାନରେ ରଖିବାକୁ ହେବ ଆପଣଙ୍କ ଭୋଟ ନ୍ୟାୟ ପାଇଁ ହେଉା ବେରୋଜଗାର ଯୁବକ, କୃଷକ ଓ ନୋଟବନ୍ଦୀ କାରଣରୁ ହିନସ୍ତା ହେଉଥିବା ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆପଣ ମତଦାନ କରନ୍ତୁ’’, ଭୋଟରଙ୍କୁ ଅପିଲ କରିବାକୁ ଯାଇ ଏଭଳି ଟୁଇଟ କରିଛନ୍ତି ରାହୁଲା

ନ୍ୟାୟ ତଥା କଂଗ୍ରେସକୁ ଭୋଟ ଦେବା ପାଇଁ ରାହୁଲ ଅପିଲ କରିଛନ୍ତିା ଦେଶରେ ଆଜି ୯୫ଟି ଆସନରେ ଭୋଟ ଗ୍ରହଣ ହେଉଛିା ଏଥରେ ୧୬୦୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବା

Comment